ସୁନାଦୋକାନ ଉପରେ ୨୨ ଲକ୍ଷ ଜରିମାନା
ଜୟପୁର, ୮ା୧୦ (ନି.ପ୍ର.): ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ସୁନା ଦୋକାନ ଉପରେ ଚଢ଼ାଉ କରି ୨୨ ଲକ୍ଷ ୪୨ ହଜାର ଟଙ୍କା ଜରିମାନା କରିଛି ଜିଏସ୍ଟି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍। ସୁନା କିଣାବିକାରେ ହେରଫର ଯୋଗୁ ମୟୂରୀ ସୁନାଦୋକାନ…
ଲକ୍ଷ୍ମୀପୁର ଖେରି ହିଂସା: ଅଜୟ ମିଶ୍ରାଙ୍କ ପୁଅଙ୍କୁ ସମନ, ୨ ଗିରଫ
ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ହିଂସା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ମାଗିବାର କିଛି ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶ ପୋଲିସ ୨ ଜଣଙ୍କୁ ଗିରଫ କରିଛି…
ଆଫଗାନିସ୍ତାନରେ ତାଲିବାନର ଦଖଲ ପରେ କଶ୍ୱୀରରେ ବଢୁଛି ଟାର୍ଗେଟ କିଲିଂ
ଜମ୍ମୁ,୮ ।୧୦: ଆଫଗାନିସ୍ତାନରେ ତାଲିବାନ କବଜା କରିବା ପରେ ପାକିସ୍ତାନର ଇସାରାରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବିଶେଷ କରି ଅକ୍ଟୋବରରେ ଏମିତି ଲୋକଙ୍କୁ ଟାର୍ଗେଟ କରାଯାଉଛି ଯେଉଁମାନେ ଆତଙ୍କବାଦାର ଚରମ ସୀମାରେ ପହଞ୍ଚିଥିଲେ ବି ସେମାନେ ପଳାୟନ କରି…
ଆଜିଠାରୁ ଉପବାସରେ ସିଦ୍ଧୁ
ଚଣ୍ଡିଗଡ଼,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସା ବେଳକୁ ବେଳ ରାଜନୈତିକ ରୂପ ନେବାରେ ଲାଗିଛି । ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟମାନେ ପୀଡିତଙ୍କ ପରିବାରକୁ ଭେଟିଥିଲେ ।…
ଏବେ ବି କ୍ୱାଲିଫାଏ କରିପାରେ ମୁମ୍ବାଇ
ଶାରଜା, ୮।୧୦: ଚଳିତ ଆଇପିଏଲ୍ ସିଜନରେ ଡିଫେଣ୍ଡିଂ ଚାମ୍ପିୟନ ତଥା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ଲେ-ଅପ୍ ଆଶା ପ୍ରାୟତଃ ଶେଷ ହୋଇଯାଇଛି। କିନ୍ତୁ ଦଳ ଏବେ ବି ପ୍ଲେ-ଅପ୍କୁ କ୍ୱାଲିଫାଏ କରିପାରେ। ଗୁରୁବାର ରାଜସ୍ଥାନ ରୟାଲ୍ସକୁ ୮୬…
ମୁଣ୍ଡ ନୂଆଁଇଲା ଇଂଲଣ୍ଡ
ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର ୧୧ତାରିଖରୁ ଲାଗୁ ହେବ ବୋଲି ଭାରତର ହାଇ କମିଶନର ଗୁରୁବାର ଟୁଇଟ୍ କରି ସୂଚନା…
ଆହୁରି ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ
ମୁମ୍ବାଇ, ୭।୧୦: କ୍ରୁଜ୍ ଜାହାଜରେ ନିଶାଦ୍ରବ୍ୟ କାରବାର ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କୁ ମୁମ୍ବାଇର ଏକ ଅଦାଲତ ଗୁରୁବାର ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଅକ୍ଟୋବର ୧୧…
ଅନୁପ ସାଏଙ୍କ ଡ୍ରାଇଭରଙ୍କୁ ମିଳିଲା ଜାମିନ
ବ୍ରଜରାଜନଗର, ୭ା୧୦(ଡି.ଏନ.ଏ.): ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ମା’ କଳ୍ପନା ଦାଶ ଏବଂ ଝିଅ ବବ୍ଲି ଡବଲ ମର୍ଡର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବୁଧବାର ଛତିଶଗଡ଼ ବିଲାସପୁର…
ଟିମ୍ ଇଣ୍ଡିଆର ପୂର୍ବତନ ସଦସ୍ୟଙ୍କ ଅବସର
ମୁମ୍ବାଇ,୭।୧୦: ଭାରତୀୟ ଦଳର ପୂର୍ବତନ ସଦସ୍ୟ ଅଭିମନ୍ୟୁ ମିଥୁନ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। କର୍ନାଟକର ପେସର ଭାରତ ପାଇଁ ୪ ଟେଷ୍ଟ (୯ ଉଇକେଟ) ଓ ୫ ଦିନିକିଆ (୩ ଉଇକେଟ) ଖେଳିଥିଲେ। ୨୦୧୦ରେ ତାଙ୍କୁ…
କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ପୋଲିସର ସମନ
ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଘଟିଥିବା ହଂସାକାଣ୍ଡ ସମ୍ପର୍କରେ ପଚରାଉଚୁରା କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଗୁରୁବାର ସମନ ଜାରି କରିଛି ପୋଲିସ। ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ…
ଧନୀ ତାଲିକାରେ ୬ ମହିଳା
ନୂଆଦିଲ୍ଲୀ, ୭ା୧୦: ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ଥିବାବେଳେ ତାଲିକାର ୭ ନମ୍ବରରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତି ପ୍ରାୟ…
ପୁଣି ଚାଷୀଙ୍କୁ ଧକ୍କା ଦେଲା ଭାଜପା ନେତାଙ୍କ କାର୍
ଚଣ୍ଡଗିଡ଼,୭।୧୦: ହରିୟାଣାରେ ୩ ବିବାଦୀୟ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଭାଜପା ଏମ୍ପି ନୟାବ ସାଇନିଙ୍କ ଗାଡ଼ି ଧକ୍କା ଦେଇଛି। ଫଳରେ ଜଣେ ଚାଷୀ ଆହତ ହୋଇଥିବା ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି। ଆହତ ଚାଷୀଙ୍କୁ ଅମ୍ବାଲା ନିକଟସ୍ଥ…
Archives


