ଇଣ୍ଡିଆ ବୁକ ଅଫ ରେକର୍ଡସ୍ରେ ପ୍ରଥମେଶ
ଖଇରା, ୧୦।୧୦(ଡି.ଏନ.ଏ.): ମାତ୍ର ୧୬ସେକେଣ୍ଡରେ ଓଡ଼ିଶାର ୩୦ଟି ଜିଲାର ନାମ କହି ଇଣ୍ଡିଆ ବୁକ୍ ଅଫ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକେଣା ଗ୍ରାମର ପ୍ରଥମେଶ ମହାପାତ୍ର। ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀର ପଢୁଥିବା…
ବଢ଼ିବ ମହିଳାଙ୍କ ଗୁରୁତ୍ୱ
ଢେଙ୍କାନାଳ ଅଫିସ, ୧୦।୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲାର ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ପରିସଂଖ୍ୟାନରୁ ଚଳିତ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଜିଲାର ମୋଟ୍ ୨୭ ଜିଲା ପରିଷଦ…
୧୪ ଦିନିଆ ନ୍ୟାୟିକ ହାଜତରେ ଆଶିଷ…
ଲକ୍ଷ୍ନୌ,୧୦।୧୦: ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ୧୨ ଘଣ୍ଟା ପଚରା ଉଚରାପରେ ତାଙ୍କୁ ଶନିବାର ବିଳମ୍ବିତ ରାତିରେ ଗିରଫ କରାଯାଇ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା।…
ସୁନାଚେନ୍ ଲୁଟି ଗୁଳି ଫୁଟାଇଲେ
ବାହାନଗା, ୧୦|୧୦(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ତାଳକୁରୁଣିଆଁ ବଜାରରେ ଖରାସାହପୁର ଗ୍ରାମର କରୁଣାକର ନାୟକ ତାଙ୍କ ସ୍ତ୍ରୀ ସସ୍ମିତା ଉଭୟ ମୋଟରସାଇକେଲ ଯୋଗେ ଜୁଣିଆଁ ବଜାରରୁ ଘରକୁ ଫେରୁଥିଲେ। ୨ଜଣ ଯୁବକ ଆଉ ଏକ ବାଇକ୍ରେ ଆସି ବେକରୁ ସୁନାଚେନ…
ଓଏଏସ୍: ଭଦ୍ରକରୁ ସୁଚିସ୍ମିତା, କେନ୍ଦୁଝରରୁ ଶର୍ମିଷ୍ଠା
ଚାନ୍ଦବାଲି/ କେନ୍ଦୁଝର,୧୦।୧୦ (ଡି.ଏନ.ଏ.) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ରେ ଭଦ୍ରକରୁ ସୁଚିସ୍ମିତା ଦାସ ଓ କେନ୍ଦୁଝରରୁ ଶର୍ମିଷ୍ଠା ସାହୁ କୃତିତ୍ୱ ହାସଲ ହାସଲ କରିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବାଲିଗଁା ପଞ୍ଚାୟତ କୁହ୍ଲି ଗ୍ରାମର ଶଶିକାନ୍ତ ଦାସଙ୍କ ଝିଅ ସୁଚିସ୍ମିତା…
୧୦୦ ବିଲିୟନ କ୍ଲବରେ ଅମ୍ବାନୀ
ନୂଆଦିଲ୍ଲୀ,୧୦।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେସ୍ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ ସଂସ୍ଥାପକ ଜେଫ୍ ବେଜୋସଙ୍କ ଭଳି ୧୦୦ ବିଲିୟନ ଡଲାର ୱେଲ୍ଥ କ୍ଲବରେ ସାମିଲ ହୋଇଛନ୍ତି।…
ମଝି ନଈରେ ଓଲଟିଲା ଡଙ୍ଗା, ୫୦ରୁ ଅଧିକ ମୃତ…
ଙ୍କିଶାସା,୧୦।୧୦: କଙ୍ଗୋରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଝି ନଈରେ ଡଙ୍ଗା ବୁଡ଼ିଯିବାରୁ ୧୦୦ରୁ ଅଧିକ ଲୋକ ବୁଡି ଯାଇଛନ୍ତି। ଏପର୍ଯ୍ୟନ୍ତ ୫୧ଟି ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୬୦ ଯାତ୍ରୀ ନିଖୋଜ ଅଛନ୍ତି। କଙ୍ଗୋ ନଦୀରେ ଏହି ଦୁର୍ଘଟଣା…
ଆଉ ୭ ଜଣଙ୍କ ଜୀବନ ନେଲା କରୋନା, କେବଳ ଖୋର୍ଦ୍ଧାରୁ ୫
ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି। ଆଜି ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ବଢ଼ିଲା ସଂକ୍ରମଣ: ଆଜି ରାଜ୍ୟରୁ ୬୫୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ
ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ୬୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୧,୬୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୮୦ ଜଣ ଚିହ୍ନଟ ହୋଇଥିବା…
ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ମହିଳା ଗୁରୁତର
ପାଟଣା,୧୦ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଗ୍ରାମର ହାଟ ତୋଟା ସାହିରେ ଶନିବାର ରାତିରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳା ହେଲେ ପ୍ରତାପ ବେହେରାଙ୍କ ସ୍ତ୍ରୀ ଶୈଳବାଳା(୫୫)। ତାଙ୍କୁ ପ୍ରଥମେ କେନ୍ଦୁଝର…
ସୁନାମି ଭୟରେ ଓଡ଼ିଶାର ୩୨୬ ଗାଁ
ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ପୁରୀ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାର ୩୨୬ ଗ୍ରାମକୁ ସୁନାମି ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେହି ଗ୍ରାମଗୁଡ଼ିକର ଲୋକଙ୍କୁ ସୁନାମିରୁ କିପରି ରକ୍ଷା କରାଯାଇପାରିବ ସେନେଇ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଏସ୍ଡିଏମ୍ଏ)…
ଆମେରିକାର ଏହି ସ୍ଥାନରେ ବନ୍ଦୀ ହୋଇ ରହିଛନ୍ତି ଏଲିଅନ୍ସ ! ଉଡୁଛି ରହସ୍ୟମୟ ଜିନିଷ
ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି। ଏଥିରେ ଆମେରିକାର କ୍ଷେତ୍ର-୫୧ ଅନ୍ତର୍ଭୁକ୍ତ। ଏଠାରେ ସୁରକ୍ଷା କଡ଼ାକଡ଼ି ହୋଇଥିବା ବେଳେ କାହାକୁ ଆସିବାକୁ ଅନୁମତି ନାହିଁ। କେତେକ ସଂସ୍ଥା ଦାବି କରିଛନ୍ତି ଯେ, ଆମେରିକାର ଏରିଆ-୫୧ରେ ଏଲିଅନ୍ସମାନଙ୍କୁ ଗୁପ୍ତ ଭାବରେ ବନ୍ଦୀ କରି…
Archives


