ମେଦ ବୃଦ୍ଧି କରେ ମୃଦୁ ପାନୀୟ
ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ପ୍ରାୟ ଅନେକଙ୍କର ଚିନ୍ତାର କାରଣ ସାଜିଛି। ସାଧାରଣତଃ ଆବଶ୍ୟକତାଠାରୁ ଅଧିକ ଖାଇବା ଏବଂ କୌଣସି କାମ ନ କରି ବସି ରହିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ। କିନ୍ତୁ ଏହା ପଛରେ ଆଉ ଏକ କାରଣ…
କରୋନା ଭାଇରସ: ତୁର୍କିରେ ସର୍ବାଧିକ ସଂକ୍ରମଣ
ଅଙ୍କାରା,୧୨ ।୧୦: କରୋନା ମହାମାରୀ ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିଥିବା ବେଳେ କେଉଁ କେଉଁ ଦେଶରେ ଏହାର ତୃତୀୟ ଲହର ବି ଦେଖାଦେଇ ସାରିଲାଣି । ତେବେ କରୋନା ସଂକ୍ରମଣରେ ତୁର୍କି ସବୁଠାରୁ ଆଗରେ ରହିଛି । ଏଠାରେ ଦୈନିକ…
କେବଳ ଏହି କାରଣଙ୍କ ପାଇଁ ସାଇରାଙ୍କ ସହିତ ଫିଲ୍ମ କରିବାକୁ ମନା କରିଦେଇଥିଲେ ଦିଲୀପ କୁମାର
ବଲିଉଡ୍ର ଭେଟେରାନ ଅଭିନେତା ଦିଲୀପ କୁମାର ବର୍ତ୍ତମାନ ସମସ୍ତଙ୍କ ପାଇଁ ସ୍ମୃତି ହୋଇ ରହିଯାଇଛନ୍ତି। ଚଳିତ ବର୍ଷ ଜୁଲାଇ ୭ରେ, ସେ ଏହି ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ। ହେଲେ ସେ ଏପରି କିଛି କଥା ଛାଡ଼ି ଯାଇଥିଲେ, ଯାହାକୁ ଲୋକେ…
ତୁମେ ମରିଯିବା ଉଚିତ୍ ଥିଲା, କାହିଁକି ଏମିତି କଥା ଶୁଣିଥିଲେ ମିଷ୍ଟ୍ରି ସ୍ପିନର୍
ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ଟିମ ଇଣ୍ଡିଆର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ସହ ଜଡିତ ଏକ ଭୟଙ୍କର ଘଟଣା ପ୍ରକାଶ କରିଛନ୍ତି। ଆଇପିଏଲରେ ବରୁଣ ଚକ୍ରବର୍ତ୍ତୀ ଏକ ଲୋକପ୍ରିୟ ନାମ, ଯିଏ…
ଆଦାନୀ ପୋର୍ଟରେ ବନ୍ଦ ହେଲା ୩ ଦେଶର ଟ୍ରାନ୍ସପୋର୍ଟ
ନୂଆଦିଲ୍ଲୀ,୧୨।୧୦: ଆଦାନୀର ସମସ୍ତ ବନ୍ଦରରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନରୁ ଆସିଥିବା ସାମଗ୍ରୀ ଉପରେ କେନ୍ଦ୍ର ସରକାର ବ୍ୟାନ ଲଗାଇଛନ୍ତି। ଆଦାନୀ ପୋର୍ଟରେ ପ୍ରାୟ ୨୧ ହଜାର କୋଟିର ଡ୍ରଗ ମିଳିବା ପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉକ୍ତ…
ଅମିତାଭ ବଚ୍ଚନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି
ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ସେଲିବ୍ରିଟ ଅଛନ୍ତି, ଯାହାଙ୍କ ପ୍ରଶଂସକ ବହୁତ ଅଧିକ। ସେମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଅନ୍ୟତମ। ୭୯ ବର୍ଷ ବୟସରେ ଅମିତାଭ ବଚ୍ଚନଙ୍କ ଅଭିନୟ ପ୍ରତି ଥିବା ପ୍ରେମ ତାଙ୍କୁ ଆଜି ପର୍ଯ୍ୟନ୍ତ ସମସ୍ତ ତାରକାଙ୍କଠାରୁ ଭିନ୍ନ…
ଛାତ୍ରୀଙ୍କୁ ବଳାତ୍କାର କଲେ ଶିକ୍ଷକ
ରାଉରକେଲା ଅଫିସ୍, ୧୨।୧୦: ଜଲଦା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏ ନେଇ ପୀଡିତାଙ୍କ ପରିବାର ଲୋକେ ଜଲଦା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଁରେ ପର୍ବ ଥିବାରୁ ନାବାଳିକା ଜଣଙ୍କ ଗ୍ରାମର…
ଏହି ୨ କାରଣରୁ ଅଧିନାୟକ ପଦ ଛାଡିଛନ୍ତି କୋହଲି
ନୂଆଦିଲ୍ଲୀ,୧୨।୧୦: ଟି-୨୦ ବିଶ୍ୱକପ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟି -୨୦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ। କୋହଲି କିଛି ଦିନ ପୂର୍ବରୁ ଏହା ଘୋଷଣା କରିଥିଲେ। କୋହଲି ପୂର୍ବରୁ ଏହା ମଧ୍ୟ ଘୋଷଣା କରିଛନ୍ତି ଆଇପିଏଲ ୨୦୨୧ର…
ମାଲାବାର ଏକ୍ସରସାଇଜ୍
ନୂଆଦିଲ୍ଲୀ,୧୨ ।୧୦: ପୂର୍ବ ଲଦ୍ଦାଖକୁ ଲାଗି ରହିଥିବା ଏଲ୍ଏସି ନିକଟରେ ଚାଇନା ସହ ତୁତୁ ମେମେ ବଢିଥିବା ବେଳେ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିୟା ନୌସେନା ମଙ୍ଗଳବାରଠାରୁ ବଙ୍ଗୋପସାଗରରେ ମାଲାବାର ଯୁଦ୍ଧାଭ୍ୟାସ କରିବାକୁ ଯାଉଛନ୍ତି । ଅକ୍ଟୋବର ୧୨-୧୫ପର୍ଯ୍ୟନ୍ତ ଏହା…
ଅଧିନାୟକ କୋହଲିଙ୍କ ଆଇପିଏଲ କ୍ୟାରିୟର ଶେଷ
ଶାରଜା,୧୧।୧୦: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟର୍ସରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ୪ ଉଇକେଟରେ ହରାଇ ଦେଇଛି କୋଲକାତା ନାଇଟ୍ ରାଇଡର୍ସ (କେକେଆର)। ଏହି ପରାଜୟ ସହ ଶେଷ ହୋଇଛି ଅଧିନାୟକ ଭାବେ ବିରାଟ କୋହଲିଙ୍କ ଆଇପିଏଲ କ୍ୟାରିୟର। କୋଲକାତା ୧୩…
ବିଳମ୍ବରେ ପହଞ୍ଚିବାରୁ ଝିଅକୁ ପିଟିପିଟି ମାରିଦେଲା ବାପା
ମୋରେନା,୧୧।୧୦: ୧୦ ବର୍ଷୀୟା ଝିଅକୁ ପିଟିପିଟି ହତ୍ୟା କରିଛନ୍ତି ବାପା। ଝିଅର ଭୁଲ ଏତିକି ଯେ, ସେ ନବରାତ୍ରୀ ଇଭେଣ୍ଟରୁ ସାଙ୍ଗମାନଙ୍କ ଖେଳିବା ପରେ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ। ମଧ୍ୟପ୍ରଦେଶର ମୋରେନା ସହର ଉତ୍ତମପୁରା ଅଞ୍ଚଳରେ ରବିବାର ରାତିରେ ଏଭଳି…
ସୀମାରେ ଶାନ୍ତି ଚାହୁଁନି ଚାଇନା
ନୂଆଦିଲ୍ଲୀ, ୧୧ା୧୦: ଗତ ବର୍ଷ ମେ’ରୁ ଭାରତ-ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର କୌଣସି ସମାଧାନ ବାହାରିପାରିନାହିଁ। ରବିବାର ଉଭୟ ଦେଶ ମଧ୍ୟରେ ତ୍ରୟୋଦଶ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି। ସମାଧାନ ପାଇଁ ଭାରତ ପକ୍ଷରୁ…
Archives


