Home Left

ଡକାୟତି ଯୋଜନା ପଣ୍ଡ: ତିନି ଗିରଫ

ରାଉରକେଲା ଅଫିସ୍‌,୧୧।୧୦: ରାଉରକେଲା ସିଭିଲ ଟାଉନସିପରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ରଘୁନାଥପାଲୀ ପୋଲିସ ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗର ତିନି ଜଣକୁ ଗିରଫ କରିଛି । ସେମାନେ ହେଲେ ବଣ୍ଟି ଓରଫ ବଶିଷ୍ଟ ମହାନ୍ତି,…

ନବମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ…

ପୃଥିବୀକୁ ଧ୍ୱଂସରୁ ସୁରକ୍ଷା ଦେବ ଆଣବିକ ବୋମା…

ଓ୍ବାଶିଂଟନ,୧୧।୧୦: ମହାକାଶରେ ଗ୍ରହାଣୁପିଣ୍ଡ ସହ ଧକ୍କା ହେବାରୁ ପୃଥିବୀକୁ ସୁରକ୍ଷା ଦେବା ଲାଗି ଆଣବିକ ବୋମ ହିଁ ସକ୍ଷମ ହୋଇପାରିବ। ଏନେଇ ବୈଜ୍ଞାନିକମାନେ ମତପୋଷଣ କରିଛନ୍ତି। ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସମାନ ସ୍ଥିତି ଯୋଗୁ ପୃଥିବୀରେ ପ୍ରଳୟ ହୋଇ ଡାଇନୋସରଙ୍କ…

ବରଗଡ଼ରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୧୧।୧୦: ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। କିନ୍ତୁ ଏହି ଜିଲାର ଚାଷୀମାନେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛନ୍ତି। ଏହାସତ୍ତ୍ବେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି…

ଆଉ ୩ ଦିନ ଜେଲରେ ରହିବେ ଆର୍ଯ୍ୟନ

ମୁମ୍ବାଇ,୧୧ ।୧୦: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଜେଲରେ ବନ୍ଦୀଥିବା ବଲିଉଡ୍ ଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରି ନାହିଁ । ସେ ଆସନ୍ତା…

ପଳାତକଙ୍କୁ ସୁରକ୍ଷା ଦେଉଛନ୍ତି କେନ୍ଦ୍ର ସରକାର, କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୧୧।୧୦: କେନ୍ଦ୍ରର ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ଟାର୍ଗେଟ୍‌ କରାଯାଇଛି। କଂଗ୍ରେସ ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅର୍ଥନୈତିକ ଅପରାଧରେ ଜଡିତ ଲୋକଙ୍କୁ ଦେଶରୁ ବାହାର କରି ସେମାନଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରିଛି। ପଳାତକଙ୍କୁ କେନ୍ଦ୍ର…

ଗୋଟିଏ ଦେଶରୁ ଅନ୍ୟ ଦେଶକୁ ବିମାନରେ ଯାଉଥିବାବେଳେ ଶିଶୁ ଜନ୍ମ ହେଲେ, ମିଳିବ କେଉଁ ଦେଶର ନାଗରିକତା: ଜାଣନ୍ତୁ କ’ଣ କହୁଛି ନିୟମ

ନିକଟରେ ଲଣ୍ଡନରୁ କୋଚି ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ଶିଶୁର ନାଗରିକତା କେଉଁଠାରେ ରହିବ। ସର୍ବପ୍ରଥମେ, ଏହା ସ୍ପଷ୍ଟ ଯେ ୭ ମାସ କିମ୍ବା ତତ୍‌ଊର୍ଦ୍ଧ୍ୱ…

ଅଙ୍କିତା କହିଲେ ଭାଡ୍‌ ମେ ଗୟା ପ୍ୟାର୍‌ ବ୍ୟାର, ଭିଡିଓ ଦେଖି ପ୍ରେମିକଙ୍କ…

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛନ୍ତି। ବର୍ତ୍ତମାନ ସେ ‘ପବିତ୍ରରିସ୍ତା’ର ସିଜନ ୨ ରେ ନଜର ଆସୁଛନ୍ତି। ଏଥି ସହିତ ଅଭିନେତା ଶାହିର ଶେଖ୍‌ ସିରିଏଲରେ ମାନବ ତଥା ସୁଶାନ୍ତ ସିଂ ରାଜପୁତଙ୍କ ଚରିତ୍ରରେ ଅଭିନୟ…

ମାଆଙ୍କ ଆଶୀର୍ବାଦ ବିନା ଶକ୍ତି ପ୍ରଦର୍ଶନ କଲେ ଲାଲୁ ନନ୍ଦନ

ପାଟନା,୧୧ ।୧୦: ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ହସନପୁର ବିଧାୟକ ତେଜ ପ୍ରତାପ ଯାଦବ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଉପରେ ଖପ୍ପା ହୋଇଛନ୍ତି ।  ସେ ତାଙ୍କ ଭାଇ ତେଜସ୍ୱୀ ଯାଦବଙ୍କଠାରୁ ରାଜନୀତି ମଇଦାନରେ ସମ୍ପୂର୍ଣ୍ଣ ଅଲଗା ହେବାକୁ…

ମହୁମାଛି ଆକ୍ରମଣରେ ବାପ ଝିଅଙ୍କ ଜୀବନଗଲା

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର। ସୂଚନାଯୋଗ୍ୟ, ଗତକାଲି ବାପ ଝିଅ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ…

କୁକୁଡ଼ା ଫାର୍ମ ଲାଗି ତୁମୁଳକାଣ୍ଡ: ରାତିସାରା ୫ ପୋଲିସ କର୍ମଚାରୀ ଅଟକ

ଗଁଦିଆ,୧୧।୧୦(ଡି.ଏନ୍‌.ଏ.): କୁକୁଡ଼ା ଫାର୍ମକୁ ନେଇ ତୁମୁଳକାଣ୍ଡ । ରାତିତମାମ ୫ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ। ପୋଲିସ ସମସ୍ୟା ଶୁଣୁ ନ ଥିବା ଅଭିଯୋଗ ଆଣି ରବିବାର ପାଟ୍ରୋଲିଂ କରୁଥିବା ଟିମ୍‌କୁ ରାତି ସାରା ଅଟକ ରଖାଯାଇଥିଲା। ସୋମବାର ସେମାନଙ୍କୁ…

ଗ୍ୟାସ ସିଲିଣ୍ଡର ଲିକ୍‌ : ଜଳିଲା ହୋଟେଲ

ରାଉରକେଲା,୧୧।୧୦(ଡି.ଏନ୍‌.ଏ.): ରାଉରକେଲା ରେଲୱେ ଷ୍ଟେଶନ ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟଛି। ଏଥିରେ ହୋଟେଲରେ ଥିବା ଆସବାବପତ୍ର ଜଳି ଯାଇଛି। ତେବେ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ଗ୍ୟାସ ସିଲିଣ୍ଡର ଲିକ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri