କୋହଲିଙ୍କ ସ୍ବପ୍ନ ହେଲା ଚୁର୍ମାର୍: ଦେଲେ ଏଭଳି ପ୍ରତିଶ୍ରୁତି
ଶାରଜା,୧୨।୧୦: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସ (କେକେଆର୍) ବିପକ୍ଷରେ ଆଇପିଏଲ ଅଧିନାୟକତ୍ୱର ଶେଷ ମ୍ୟାଚ ଖେଳିଛନ୍ତି। ଏହି ଆଇପିଏଲ ସିଜନ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ର ଅଧିନାୟକ ପଦରେ ରହିବେ ନାହିଁ…
ପତ୍ର ବିନିମୟ ପାଠ୍ୟକ୍ରମ ଫି’ କମିଲା
କଟକ ଅଫିସ,୧୨।୧୦: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କ ନାମଲେଖା ଏବଂ ପରୀକ୍ଷା ଫି’ ହ୍ରାସ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଉଥିବା ଛାତ୍ରୀଛାତ୍ରଙ୍କୁ ୧୫ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ପୂର୍ବରୁ ଏ ବାବଦରେ…
୭୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ
ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆସନ୍ତା ଖରିଫ ଓ ରବି ଋତୁରେ ରାଜ୍ୟ ସରକାର ୭୭ ଲକ୍ଷ ମେଟ୍ରିକ ଟନ ଧାନ (୫୨ ଲକ୍ଷ ମେଟ୍ରିକ ଟନ ଚାଉଳ) ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଖରିଫରେ ୬୩ ଓ ରବି ଋତୁରେ ୧୪ ଲକ୍ଷ…
ଶେଷ ମ୍ୟାଚ୍ରେ ପ୍ରବଳ ଝଗଡା କଲେ ବିରାଟ କୋହଲି: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୨।୧୦: ଆଇପିଏଲ ୨୦୨୧ର ଏଲିମିନେଟର ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଆରସିବି ଟୁର୍ନାମେଣ୍ଟରୁ ବାହାରି ଯାଇଛି। ଅଧିନାୟକ ଭାବେ ବିରାଟ କୋହଲିଙ୍କ ଏହି ଦଳ ସହିତ ଯାତ୍ରା…
କ୍ଷତିପୂରଣ ମିଳୁନି: ଅଧାରେ ଏନ୍ଏଚ୍ କାମ
ଯାଜପୁର ଅଫିସ,୧୨।୧୦: ଜନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ ୨୦୧୭ରୁ ରାଜ୍ୟରେ ୧୧୬୨ କିମି ଦୂରତା ବିଶିଷ୍ଟ ୨୨ଟି ଜାତୀୟ ରାଜପଥ (ଏନ୍ଏଚ୍) ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏଥିପାଇଁ ଯାଜପୁର, ଅନୁଗୋଳ, ବାଲେଶ୍ୱର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, କୋରାପୁଟ,…
୮ ଜିଲାରୁ ମୌସୁମୀ ଫେରିଲା
ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀର ଫେରିବା ଆରମ୍ଭ ହୋଇଛି। ସୋମବାର ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ୮ ଜିଲାରୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଅପସରି ଯାଇଛି। ସେହିପରି ଅନୁଗୋଳ ଓ…
ମନ୍ତ୍ରୀଙ୍କ ସହ ଶାହାଙ୍କ ଆଲୋଚନା
ନୂଆଦିଲ୍ଲୀ, ୧୨।୧୦: ଦେଶର ତାପଜ ବିଦ୍ୟୁତ ପ୍ଲାଣ୍ଟଗୁଡ଼ିକରେ କୋଇଲା ଅଭାବକୁ ନେଇ ବ୍ଲାକ୍ଆଉଟ ଆଶଙ୍କା ସୃଷ୍ଟି ହୋଇଥିବାବେଳେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ କୋଇଲା ଓ ଶକ୍ତିମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶକ୍ତିମନ୍ତ୍ରୀ ଆର୍.କେ. ସିଂ, କୋଇଲା…
ଠିକା କର୍ମଚାରୀ ଏବେ ‘ଇନିସିଆଲ୍ ଆପଏଣ୍ଟିଜ୍’
ରାଜ୍ୟ କ୍ୟାବିନେଟ୍ ବୈଠକ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୭ଟି ଗୁୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି। ଠିକା କର୍ମଚାରୀଙ୍କୁ ‘ଇନିସିଆଲ୍ ଆପଏଣ୍ଟିଜ୍’ ଭାବେ ଗ୍ରହଣ କରାଯିବା ସହ ପ୍ରଥମ ବର୍ଷରୁ ସେମାନଙ୍କୁ ଅତିରିକ୍ତ ୫୦%…
ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ
ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି ଅବସ୍ଥାରେ କେତେକଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବଡ଼ ସମସ୍ୟା ଭାବେ ଦେଖାଦେଇଥାଏ। ଗଣ୍ଠି ହାଡ଼ ମଝିରେ…
ବୟସ୍କ ବ୍ୟକ୍ତି ଓ ଏକଲାପଣ
ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ପରିବାର ସହ ହସ, ଖୁସି ଓ ଆନନ୍ଦରେ ରହିବାକୁ ଚାହିଁଥା’ନ୍ତି। ହେଲେ କେତେକ ପରିସ୍ଥିତିରେ ଏପରି ବ୍ୟକ୍ତିମାନେ ଏକୁଟିଆ ରହିଥାଆନ୍ତି। ଦୀର୍ଘ ମାସ କିମ୍ବା ବର୍ଷ ଧରି ଏକୁଟିଆ ରହିବା ଦ୍ୱାରା ସେମାନେ ମାନସିକ ରୋଗର ଶିକାର…
ପଞ୍ଚକୁଲାରେ ୧୪୪ ଧାରା
ପଞ୍ଚକୁଲା,୧୨ ।୧୦: ଡେରା ସଚ୍ଚା ସୌଦାର ପୂର୍ବତନ ପ୍ରବନ୍ଧକ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମ ଓ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଦଣ୍ଡବିଧାନର ଶୁଣାଣି ମଙ୍ଗଳବାର କରାଯିବ । ଏହା ପଞ୍ଚକୁଲା…
ଜି-୨୦ ସମ୍ମିଳନୀ: ଆଫଗାନିସ୍ତାନ ସଙ୍କଟକୁ ନେଇ ହେବ ବୌଠକ, ମୋଦି କରିବେ ସମ୍ବୋଧିତ
ନୂଆଦିଲ୍ଲୀ,୧୨ ।୧୦: ଆଫଗାନିସ୍ତାନ ଉପରେ ତାଲିବାନ ନିୟନ୍ତ୍ରଣକୁ ପାଖାପାଖି ୨ ମାସ ପୁରଣ ହେବାକୁ ଯାଉଛି । ଆମେରିକା ସେନାଙ୍କ ପ୍ରତ୍ୟାବର୍ତ୍ତନ, ଆଫଗାନବାସୀଙ୍କ ଦେଶ ଛାଡିବା ମଧ୍ୟରେ ତାଲିବାନ ଶେଷରେ କାବୁଲର ଚାବିକାଠିକୁ ନିଜ ହାତକୁ ନେଇଯାଇଛି । ଏକିତିରେ ଆଫଗାନିସ୍ତାନକୁ…
Archives


