Posted inଖେଳ

ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ

ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ।

ଶୁକ୍ରବାର ସୋସିଆଲ ମିଡିଆରେ କୋହଲିଙ୍କ ଉଦ୍ଦେଶ୍ୟରେ ଏକ ଗୋଲ୍ଡେନ୍‌ ଜୋତା ଉପହାର ସହ ବାର୍ତ୍ତା ଲେଖିଛନ୍ତି ଯୁବରାଜ। ଜଣେ ଖେଳାଳି ଏବଂ ଅଧିନାୟକ ଭାବେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଥିବା କହିଛନ୍ତି ସେ। ତୁମେ ଯେଉଁଭଳି ସେଭଳି ରୁହ। ଯେଉଁଭଳି ଖେଳ ସେହିଭଳି ଖେଳି ଦେଶ ପାଇଁ ଗୌରବ ଆଣ ବୋଲି ସେ ଲେଖିଛନ୍ତି।

ଏଥିସହ ସେ ପୋଷ୍ଟ କରିଥିବା ଚିଠିରେ ଲେଖିଛନ୍ତି, ବିରାଟ ତୁମକୁ ଜଣେ କ୍ରିକେଟର ଏବଂ ମଣିଷ ଭାବେ ବଡ଼ ହୋଇଥିବା ଦେଖିଛି। ନିଜେ ତୁମେ ଏବେ ଜଣେ ମହାନ ଖେଳାଳି। ପଡ଼ିଆ ଭିତରେ ତୁମର ଶୃଙ୍ଖଳା ଏବଂ ଖେଳ ପ୍ରତି ଆଗ୍ରହ ପ୍ରତ୍ୟେକ ଭାରତୀୟ ପିଲାଙ୍କୁ ବ୍ୟାଟ୍‌ ଉଠାଇବା ଏବଂ ଦିନେ ନୀଳ ଜର୍ସି ପିନ୍ଧିବାର ସ୍ବପ୍ନ ଦେଖାଇବା ଲାଗି ପ୍ରେରଣା ଦେଉଛି। ତୁମେ ଜଣେ ମହାନ ଅଧିନାୟକ। ଭଲ ଲିଡର୍‌ ବୋଲି ଯୁବରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲୋକଙ୍କ ପ୍ରଶ୍ନରୁ ମୋ ରାପ୍‌

ଡୁଲେ ରାପର, ଯାହାଙ୍କ ପ୍ରକୃତ ନାମ ଡୁଲେଶ୍ୱର ତାଣ୍ଡି। ଘଟୁଥିବା ଅନ୍ୟାୟ, ଅତ୍ୟାଚାର ଏବଂ ଗରିବ ଓ ଦଳିତଙ୍କ ପ୍ରତି ସରକାରଙ୍କ ଅଣଦେଖାକୁ ରାପ୍‌ ମାଧ୍ୟମରେ...

ମୁମ୍ବାଇ ସିଟି ଏଫ୍‌ସି ଖେଳାଳି ଜାହୋଙ୍କୁ ଚେତାବନୀ

ବାମ୍ବୋଲିମ୍‌ (ଗୋଆ), ୨୫ା୧୧ (ପି.ଟି.)-ବିପଜ୍ଜନକ ଖେଳ ପାଇଁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଏଫ୍‌)ର ଶୃଙ୍ଖଳା କମିଟି ମୁମ୍ବାଇ ସିଟି ଏଫ୍‌ସି ଖେଳାଳି ଅହମ୍ମଦ ଜାହୋଙ୍କୁ ଚେତାବନୀ...

କଳିଙ୍ଗ ଷ୍ଟାଡିୟମରେ କମଲ ହାସନ

ଭୁବନେଶ୍ୱର, ୨୦।୧୧(କ୍ରୀଡ଼ା ପ୍ରତିନିଧି)-ସମ୍ପ୍ରତି ଓଡ଼ିଶା ଗସ୍ତରେଥିବା ବଲିଉଡ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ପଦ୍ମଶ୍ରୀ କମଲ ହାସନ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଷ୍ଟାଡିୟମରେ...

ବାୟୋପିକ୍‌ରେ ନିଜ ଭୂମିକାରେ କାହାକୁ ଦେଖିବାକୁ ଚାହିଁବେ ନୀରଜ ଚୋପ୍ରା: ଏ ଦୁଇ ଅଭିନେତା ସବୁଠୁ ପ୍ରିୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ସେ ନିରନ୍ତର ଚର୍ଚ୍ଚାରେ ରହୁଛନ୍ତି।...

ତେନ୍ଦୁଲକରଙ୍କୁ ପଛରେ ଛାଡ଼ିଲେ

ନୂଆଦିଲ୍ଲୀ,୧୯।୧: ଭାରତୀୟ ଭାବେ ବିଦେଶରେ ସର୍ବାଧିକ ଦିନିକିଆ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତ ବରିଷ୍ଠ ବ୍ୟାଟର ବିରାଟ କୋହଲି। ଏହି ଧାରାରେ ସେ...

ବୋଷ୍ଟନରେ ସ୍ବର୍ଣ୍ଣ ଜିତିଲେ ଶଙ୍କର

ବୋଷ୍ଟନ, ୬ା୨ (ପି.ଟି.): ଭାରତୀୟ ହାଇ ଜମ୍ପର ତେଜସ୍ବିନୀ ଶଙ୍କର ଏଠାରେ ଚାଲିଥିବା ନ୍ୟୁ ବାଲାନ୍ସ ଇନ୍‌ଡୋର ଗ୍ରାଁ ପ୍ରିରେ ପ୍ରଥମ ସ୍ଥାନ ଅଧିକାର କରି...

ଧୋନୀଙ୍କ କଥା ମାନି ପ୍ରପୋଜ ସମୟ ବଦଳାଇଥିଲେ ଚହର

ଦୁବାଇ,୮।୧୦: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ତାରକା ବୋଲର ଦୀପକ ଚହର ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ...

୨୦ ବଲରେ ଅର୍ଦ୍ଧଶତକ ହାସଲ କଲେ ଷ୍ଟୋଇନିସ

ଦୁବାଇ, ୨୦।୯: ଆଇପିଏଲ୍‌ ୧୩ତମ ସଂସ୍କରଣର ୨ୟ ମ୍ୟାଚ୍‌ ରବିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍‌ରେ...

Advertisement
Archives

Model This Week