ଇତିହାସ ରଚିଲେ ଏହି କ୍ରିକେଟର୍
ଓମାନ,୧୮।୧୦: ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସେ ଏହି ମ୍ୟାଚରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରବିବାର ସ୍କଟଲ୍ୟାଣ୍ଡ ବିପକ୍ଷ ଟି -୨୦ ବିଶ୍ୱକପ ମ୍ୟାଚରେ ଲାସିଥ…
୩ ପୋଲିସ କର୍ମଚାରୀ ନିଲମ୍ବିତ
ବଲାଙ୍ଗୀର ଅଫିସ,୧୮ା୧୦: କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମର ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁ ଟିଟିଲାଗଡ଼ ପୋଲିସ ହେପାଜତରୁ ଚମ୍ପଟ ମାରିବା ଘଟଣାରେ ସୋମବାର ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।…
ପେଟ ପାଇଁ ଜୀବନ ବିପଦମୁହାଁ
ମହାକାଳପଡ଼ା, ୧୮ା୧୦ (ଡି.ଏନ୍.ଏ.): ପାରାଦୀପ ବନ୍ଦରକୁ ଟ୍ରେନ୍ ଯୋଗେ କୋଇଲା ଆସିଥାଏ। ପରେ ଏହି କୋଇଲାକୁ ବିଦେଶକୁ ରପ୍ତାନି ହେଉଥିବା ଜାହାଜରେ ଭର୍ତ୍ତି ସମୟରେ ଗୁଣ୍ଡସବୁ ବର୍ଷା ପାଣିରେ ଗଡି ଗଡି ନିକଟ ନଦୀଜଳରେ ମିଶି ସମୁଦ୍ରକୁ ବୋହି ଯାଇଥାଏ। ପେଟ…
ଭାରତୀୟ ଖେଳାଳିଙ୍କ ମାଲିସ୍ କଲେ ପାକିସ୍ତାନ କ୍ରିକେଟର୍
ଦୁବାଇ,୧୮।୧୦: ଆଗାମୀ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ପାଇଁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଥି ସହିତ ଉଭୟ ଦେଶର ଖେଳାଳିମାନେ ପରସ୍ପର ଏହି ମ୍ୟାଚ୍କୁ ନେଇ ପ୍ରତିକ୍ରିୟ ଦେବାରେ ଲାଗିଛନ୍ତି। କିନ୍ତୁ…
ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୦କୁ ବୃଦ୍ଧି
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି। ଆଜି ଆଉ ୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଇ-ପଞ୍ଜୀକରଣରେ ଓଡ଼ିଶା ଆଗରେ
ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ୨ ମାସ ମଧ୍ୟରେ ଇ-ଶ୍ରମ ପୋର୍ଟାଲରେ ସାରା ଦେଶରୁ ୪ କୋଟିରୁ ଅଧିକ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ଶ୍ରମିକ ପଞ୍ଜୀକରଣ କରିବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସର୍ବାଗ୍ରେ ରହିଛି। ମିଳିଥିବା ତଥ୍ୟ ମୁତାବକ, ଏହି ପୋର୍ଟାଲରେ…
ଭିତରକନିକା ଦେଇ କୋଇଲା ଚାଲାଣ
କେନ୍ଦ୍ରାପଡ଼ା ଅଫିସ, ୧୮ା୧୦: ବନ୍ୟ ଜନ୍ତୁ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ତେବେ ଏହି ଘୋଷଣା ଚୋରା କୋଇଲା ଚାଲାଣକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବନ ବିଭାଗ ଓ ଜିଲା…
ରାଜଧାନୀରେ ମାତିଛନ୍ତି ଚୋର ଗ୍ୟାଙ୍ଗ୍: ବାଲ୍କୋନି କବାଟ ଭାଙ୍ଗି ନେଇଗଲେ ୨୦ଲକ୍ଷ ଟଙ୍କାର ଗହଣା
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ରାତି। ଅନ୍ଧାର ବଢ଼ିବାମାତ୍ରେ ଗଳିକନ୍ଦିରୁ ରାଜରାସ୍ତା ସବୁଠି ଅପରାଧୀଙ୍କ ରାଜ୍ ଚାଲୁଛି। ଲୋକେ ଶୋଇଯିବା ପରେ କମିଶନରେଟ ପୋଲିସ ବି ଶୋଇଯାଉଛି। ପାଟ୍ରୋଲିଂ ଠିକ୍ ହେଉ ନ ଥିବାରୁ ବାରମ୍ବାର ଚୋରି, ଡକାୟତି, ଲୁଟ୍, ହତ୍ୟା…
ଯୁବରାଜ ସିଂ ଗିରଫ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୮।୧୦: ସୋସିଆଲ ମିଡିଆରେ ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେଇଥିବାରୁ ହାନସି ପୋଲିସ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରିଛି। ଏହି ଗିରଫ ୨୦୨୦ର ଏକ ମାମଲାରେ ହୋଇଛି। ଗିରଫ ହେବାର କିଛି ସମୟ ପରେ ଯୁବରାଜ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜାମିନ…
ଆଜି ହୋଇପାରେ ପ୍ରଶାନ୍ତଙ୍କ ଜାମିନ ଶୁଣାଣି
ଖୋର୍ଦ୍ଧା ଅଫିସ,୧୮ା୧୦: ବାଲୁଗାଁ ଭାଜପା ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ ସହ ଆକ୍ରମଣ ମାମଲାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନର ଶୁଣାଣି ୧୮ (ସୋମବାର) କିମ୍ବା ୨୧ ତାରିଖରେ ହୋଇପାରେ। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ…
ଆଜି ରାଜ୍ୟରୁ ୩୪୦ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୦ ଶିଶୁ
ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୩୪୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫,୪୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୯୯ ଜଣ ଚିହ୍ନଟ ହୋଇଥିବା…
ଆଜି ଦେଶବ୍ୟାପୀ ରେଳରୋକୋ
ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ସାରାଦେଶରେ ୬ ଘଣ୍ଟିଆ ରେଳରୋକୋ ହେବ। ପୂର୍ବାହ୍ନ ୧୦ରୁ ରେଳରୋକୋ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜାରି ରହିବ। କୃଷକ ଗଣହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ…
Archives


