କିଡ୍‌ନୀ ପାଇଁ କ୍ଷତିକାରକ ବାସିଖାଦ୍ୟ

କୌଣସି ଖାଦ୍ୟ ଅଧିକ ରାନ୍ଧି ଦେଇଥିଲେ, ସେସବୁ ନଷ୍ଟ ନହେବା ପାଇଁ ଆପଣ ତାକୁ ଫ୍ରିଜ୍‌ରେ ରଖିଥା’ନ୍ତି। ହେଲେ ବିଶେଷଜ୍ଞଙ୍କ ଅନୁସାରେ ଖାଦ୍ୟ ବେଶିଦିନ ଫ୍ରିଜ୍‌ରେ ରହିଲେ ସେଥିରେ ଫଙ୍ଗସ୍‌ ହୋଇଯାଏ। ଏହି ଖାଦ୍ୟକୁ ଖାଇବା ଦ୍ୱାରା ବ୍ୟାକ୍ଟେରିଆଲ ଇନ୍‌ଫେକ୍ସନ ହୋଇପାରେ। ଏହାକୁ ସେପ୍ସିସ ରୋଗ କୁହାଯାଏ। ତେବେ ଅଧିକାଂଶ ସମୟ ବାସିଖାଦ୍ୟ ଖାଇଲେ ତାହାର ପ୍ରଭାବ କିଡ୍‌ନୀ ଉପରେ ପଡ଼ିବାର ଆଶଙ୍କା ରହିଛି। ‘ବାସିଖାଦ୍ୟ ଓ କିଡ୍‌ନୀ ସମସ୍ୟା’ ଶୀର୍ଷକ ବିଷୟକୁ ନେଇ ସିଡ୍‌ନୀ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ପରୀକ୍ଷା କରିଥିଲେ। ଏପରି ଖାଦ୍ୟ ଫଙ୍ଗସ୍‌ ସଂସ୍ପର୍ଶରେ ଆସିବା ଦ୍ୱାରା ତାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ବିଶେଷ ଭାବରେ ଏହାର ପ୍ରଭାବ କିଡ୍‌ନୀ ଉପରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ସେମାନେ ସତର୍କ କରାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ପୂର୍ବରୁ ଭାବନ୍ତୁ

ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ଅନେକ ସମୟରେ ଆମେ ଖାଦ୍ୟ ଖାଇବା ପରେ ଅସୁସ୍ଥ ଅନୁଭବ କରିଥାଉ। କାରଣ...

ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଖଜୁରୀ ପାଣି…

ଶରୀରକୁ ସୁସ୍ଥ ରଖିବା ପାଇଁ ଖଜୁରୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ପ୍ରତିଦିନ ସକାଳେ ଅଧାକପ୍‌ ଖଜୁରୀ ପାଣି ପିଇଲେ ଅନେକ ଉପକାର ମିଳିଥାଏ ।...

କ୍ଷୀର ପିଇବା ପୂର୍ବରୁ ଏସବୁ ଖାଉଛନ୍ତି କି?

କ୍ଷୀରରେ ବିଭିନ୍ନ ପ୍ରକାର ପୌଷ୍ଟିକ ଆହାର, ଭିଟାମିନ୍‌ ଏବଂ ମିନେରାଲ ରହିଛି। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କିନ୍ତୁ କ୍ଷୀର ପିଇବା ପୂର୍ବରୁ...

ଦଲିଆ କେକ୍‌

ଆବଶ୍ୟକ ସାମଗ୍ରୀ- ଦଲିଆ- ୩,୪ କପ୍‌, ସୁଜି- ୧/୪ କପ୍‌, ପରିବା(ଗାଜର, ବିନ୍ସ, ମଟର)- ୧ କପ୍‌, ଅଦା ପେଷ୍ଟ ୧ ଚାମଚ, କଞ୍ଚାଲଙ୍କା ୧ଟି...

ଆର୍ଟିଫିସିଆଲ୍‌ ଜୁଏଲେରି ପିନ୍ଧୁଥିଲେ

ସୁନା ରୁପା ବାଦ୍‌ ବର୍ତ୍ତମାନ ଅନେକ ଆର୍ଟିଫିସିଆଲ୍‌ ଜୁଏଲେରିକୁ କେବଳ ଝିଅମାନେ ନୁହନ୍ତି ମହିଳାମାନେ ବେଶ୍‌ ପସନ୍ଦ କରୁଛନ୍ତି। ହେଲେ ଏଗୁଡ଼ିକ ଶୀଘ୍ର ଖରାପନ ହେବା...

ଫ୍ଲୋରାଲ୍‌ ପ୍ରିଣ୍ଟ ଫ୍ୟାଶନ୍‌

ଲକ୍‌ଡାଉନ୍‌ ପାଇଁ ଫିକା  ପଡ଼ିଥିବା ଫ୍ୟାଶନ ଟ୍ରେଣ୍ଡ ଏବେ ପୁଣି ଥରେ ନୂଆ ରୂପ  ନେଇଛି । ଫ୍ୟାଶନ୍‌ ଦୁନିଆରେ ଏବେ ଫ୍ଲୋରାଲ୍‌ ପ୍ରିଣ୍ଟର ଚାହିଦା...

ପିସିଓଏସ୍‌-ଆଇଭିଏଫ୍‌ ଚିକିତ୍ସା ପ୍ରଣାଳୀ

”ପଲିସାଇଷ୍ଟିକ୍‌ ଓଭାରିଆନ ଡିଜିଜ (ପିସିଓଡି) ଯାହାକି ପଲିସାଇଷ୍ଟିକ ଓଭାରିୟାନ ସିନଡ୍ରୋମ (ପିସିଓଏସ) ଭାବେ ଏହି ରୋଗ ବର୍ତ୍ତମାନ ମହିଳାମାନଙ୍କ ମଧ୍ୟରେ ବିଶେଷ କରି ୪୦ ବର୍ଷ...

ହେଙ୍ଗୁରେ ରହିଛି ଏସବୁ ଉପକାରୀ ଗୁଣ

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

Advertisement
Archives

Model This Week