Home Left

ମହାଶିବରାତ୍ରି ପୂର୍ବରୁ କେତକୀ ଫୁଲ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୨୮ା୨: ଚଳିତ ବର୍ଷ ବ୍ରହ୍ମପୁର ସହରରେ ମହାଶିବରାତ୍ରି ପାଳନକୁ ନେଇ ରେଶମ ନଗରବାସୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଏବେ କେତକୀ ଫୁଲ ଚାହିଦା ବୃଦ୍ଧି ପାଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ସହରରେ କେତକୀ…

ସ୍ବୟଂବର ରଚିବେ ମିକା

ପ୍ରସିଦ୍ଧ ଗାୟକ ମିକା ସିଂ ୪୪ ବର୍ଷ ବୟସରେ ମଧ୍ୟ ସିଙ୍ଗ୍‌ଲ ଅଛନ୍ତି। ଯଦିଓ ତାଙ୍କ ନାମ କିଛି ଯୁବତୀଙ୍କ ସହ ଯୋଡାଯାଇଛି, କିନ୍ତୁ ସେ ଏବେ ବି ଅବିବାହିତ ଅଛନ୍ତି। ତେବେ ସେ ଏବେ ସ୍ବୟବଂର ରଚିବାକୁ ନିଷ୍ପତ୍ତି ନେଇଛନ୍ତି।…

ବୋମା ବିସ୍ଫୋରଣରେ ଥରିଉଠିଲା ଘର, ୟୁକ୍ରେନ୍‌ ମହିଳା କଲେ ଏମିତି କାମ: ସମସ୍ତେ କରୁଛନ୍ତି ପ୍ରଶଂସା

କ୍ୱିଭ୍‌,୨୮।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ରୁଷୀୟ ସୈନ୍ୟମାନଙ୍କ ଦ୍ୱାରା ସହରଗୁଡ଼ିକ ଉପରେ ଆକ୍ରମଣ ଓ ବୋମାମାଡ଼ କରାଯାଉଥିବାରୁ ୟୁକ୍ରେନ ଏବେ ଏକ ତିକ୍ତ ପରିସ୍ଥିତି ସହିତ ମୁକାବିଲା କରୁଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ସଙ୍କଟ ମଧ୍ୟରେ ଅନେକ…

ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି

କ୍ୱିଭ୍‌,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ ମାଟିକୁ ରକ୍ଷା କରିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ ଜାରି ରଖିଛନ୍ତି ୟୁକ୍ରେନବାସୀ। ସେ ମଡେଲ…

କୋହଲିଙ୍କୁ ପଛରେ ପକାଇଲେ ଶ୍ରେୟାସ

ଧର୍ମଶାଳା,୨୮।୨: ଫୁଲ ଫର୍ମରେ ଥିବା ଶ୍ରେୟାସ ଆୟାର ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଲଗାତାର ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁ ଭାରତ ୩-୦ରେ ସିରିଜ୍‌କୁ ମୂଳପୋଛ କରିଛି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରେୟାସ…

କୁମ୍ଭୀରକୁ ଚକ୍‌ମା ଦେଲା କଇଁଛ:ଦେଖନ୍ତୁ ଲୋକଟାଙ୍କୁରା ଭିଡିଓ

ଯେପରି ସିଂହକୁ ଜଙ୍ଗଲର ରାଜା କୁହାଯାଏ, ସେହିପରି କୁମ୍ଭୀରକୁ ‘ଜଳର ରାଜା’ କୁହାଯାଏ। ଶିକାରରେ ଉଭୟ କେହି କାହାଠାରୁ କମ୍‌ ନୁହେଁ। କୁମ୍ଭୀରଟି ତାର ଶିକାରକୁ ଏପରି ଆକ୍ରମଣ କରେ ଯେ ଏହାର କବଳରୁ ରକ୍ଷା ପାଇବା କଷ୍ଟକର ହୋଇଯାଏ। ଯେତେବେଳେ…

ପୁରୁଷୋତ୍ତମପୁର ୩୬ ଜୋନକୁ ଦଖଲ କଲା ବିଜେଡି

ପୁରୁଷୋତ୍ତମପୁର, ୨୮/୨(ଡିଏନ୍ଏ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ବ୍ଲକ ୩୬ ଜୋନ ଅଧିନରେ ଥିବା ୧୦ଗୋଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେଡି ର ଭଜମନ ବେହେରା ୧୭,୮୫୮ ଭୋଟ ପାଇଥିବା ବେଳେ ଭାଜପାର…

୧୮୭ ବର୍ଷ ପରେ କାଶୀ ବିଶ୍ୱନାଥ ମନ୍ଦିରରେ ଏମିତି ଘଟିଲା: ମୋଦି କଲେ ପ୍ରଶଂସା

ବାରାଣସୀ,୨୮।୨: କାଶୀ ବିଶ୍ୱନାଥ ମନ୍ଦିର ଇତିହାସରେ ଆଉ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡା ଯାଇଛି। ୧୮୭ ବର୍ଷର ଦୀର୍ଘ ଅପେକ୍ଷା ପରେ ମନ୍ଦିରରେ ସୁନା ଲଗାଯାଇଥିଲା। ମନ୍ଦିରର ଗର୍ଭଗୃହ ଭିତରେ ଥିବା କାନ୍ଥଗୁଡ଼ିକ ୩୦ ଘଣ୍ଟା ମଧ୍ୟରେ ସୁନାରେ ଆବୃତ ହୋଇଛି।…

ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୦୭୧କୁ ବୃଦ୍ଧି

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୨୦୦ ତଳେ ଥିବା ବେଳେ ଆଜି ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…

ପଞ୍ଜାବ ମଙ୍ଗ ଧରିବେ ମୟଙ୍କ

ନୂଆଦିଲ୍ଲୀ,୨୮।୨: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ସିଜନରେ ମୟଙ୍କ ଅଗ୍ରଓ୍ବାଲ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଭାର ସମ୍ଭାଳିବେ। ୨୦୧୮ଠାରୁ ଭାରତୀୟ ଓପନର ଏହି ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇ ଅଛନ୍ତି। ସେ ପୂର୍ବରୁ ଦଳର ଉପ…

୨୪ ଘଣ୍ଟାରେ ୟୁକ୍ରେନ୍‌ର ହସ୍ପିଟାଲରେ ଶେଷ ହୋଇଯିବ ଅକ୍ସିଜେନ୍‌

କ୍ୱିଭ୍‌,୨୮।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍‌ରେ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। ରାଜଧାନୀ କ୍ୱିଭ୍‌ ସମେତ ସାରା ଦେଶରେ ଅକ୍ସିଜେନ୍‌ ଯୋଗାଣ ସ୍ଥିତି ବିପଜ୍ଜନକସ୍ତରରେ ପହଞ୍ଚତ୍ଛି। ଟ୍ରକ୍‌ ଯୋଗେ ପ୍ଲାଣ୍ଟରୁ ଅକ୍ସିଜେନ ନେଇ ହସ୍ପିଟାଲରେ ପହଞ୍ଚାଇବା ସମ୍ଭବ ହେଉନାହିଁ। କେତେକ ହସ୍ପିଟାଲରେ…

୬ ବର୍ଷର ଝିଅକୁ ପିଟିପିଟି ମାରିଦେଲେ ମା-ବାପା

ଦିଗପହଣ୍ଡି,୨୮ା୨(ଡି.ଏନ୍‌.ଏ.): ଖାଇବାକୁ ଅଝଟ କରିବାରୁ ନିଜ ଝିଅକୁ ପିଟି ପାଟି ମାରିଦେଇଛନ୍ତି ବାପା ଏବଂ ସାବତ ମା’। ଆଗରୁ ଝିଅଟିର ଜନ୍ମକଲା ମା’ ଚାଲି ଯାଇଥିବା ବେଳେ ବାପା ଏବଂ ସାବତ ମା’ଙ୍କ ସହ ରହୁଥିଲା କୁନି ଝିଅଟି। ଶେଷରେ ସାବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?