ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା: ଜିଲା ଯୋଗାଣ ଅଫିସ ଘେରାଉ
ବଲାଙ୍ଗୀର ଅଫିସ,୧୮ା୧୦: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସୋମବାର ଜିଲା ଯୋଗାଣ ଅଧିକାରୀଙ୍କ ଅଫିସ ଘେରାଉ ହୋଇଛି। ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା,ବଲାଙ୍ଗୀର ସହର ୨୧ଟି ଓ୍ବାର୍ଡରେ ରହୁଥିବା ଗରିବ ଲୋକଙ୍କୁ…
ଟଙ୍କା ମୋ ପାଇଁ ସବୁକିଛି, କାହିଁକି ଏମିତି କହିଲେ ପାଣ୍ଡ୍ୟା
ଦୁବାଇ,୧୮।୧୦: ଭାରତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍ କ୍ୟାରିୟର୍ ବେଶ୍ ରୋଚକ। ବରୋଦାରେ ଏକ ଛୋଟ ଆକାରର ଆପାର୍ଟମେଣ୍ଟ ରହିବା ଠାରୁ ମୁମ୍ବାଇରେ ବିଳାସପୂର୍ଣ୍ଣ ସମ୍ପତ୍ତି ପାଇବା ପର୍ଯ୍ୟନ୍ତ ତାଙ୍କ କାହାଣୀ ଏକ ଅସାଧାରଣ କାହାଣୀ ପରି ମନେ ହୁଏ। ନିଜର…
ଚାଇନା ଉପରେ ବି ହେଉ ସର୍ଜିକାଲ୍ ଷ୍ଟ୍ରାଇକ୍…
ମୁମ୍ବାଇ,୧୮।୧୦: ଜମ୍ମୁ-କଶ୍ମୀରର ସ୍ଥିତି ନେଇ ଶିବସେନା ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଏନେଇ ସୋମବାର ସଞ୍ଜୟ ରାଉତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜବାବ ମାଗିଛନ୍ତି। ଏହା ସହିତ ସଞ୍ଜୟ କହିଛନ୍ତି ଯେ, ସ୍ଥିତି…
ଘର ଭଡ଼ା ନେଲେ ସଲମାନ: ମାସକୁ ଗଣିବେ ଏତିକି ଟଙ୍କା
ବଲିଉଡର ଅଭିନେତା ସଲମାନ ଖାନ ତାଙ୍କ ପରିବାର ସହିତ ବାନ୍ଦ୍ରାସ୍ଥିତ ଲୋକପ୍ରିୟ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହା ସହିତ ସେ ପାନଭେଲର ଫାର୍ମ ହାଉସରେ ମଧ୍ୟ ସମୟ ବିତାନ୍ତି। ଏତେ ସମ୍ପତ୍ତି ଥାଇ ମଧ୍ୟ ଏବେ ସଲମାନ ଏବେ ଭଡା ଘରେ…
ଆମକୁ ୧୫ ଦିନ ସମୟ ଦିଅ, କଶ୍ମୀର ସ୍ଥିତି କରିଦେବୁ ଠିକ୍…
ପାଟନା,୧୮।୧୦: ଜମ୍ମୁ-କଶ୍ମୀରରେ ରବିବାର ୨ ଜଣ ବିହାର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଏହାକୁ ନେଇ ରାଜ୍ୟରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଦି ପାଇବାରେ ଲାଗିଛି। ଏହି ମର୍ମରେ ପୂର୍ବ ମୁଖ୍ୟମନ୍ତ୍ରୀ ଜୀତନ ରାମ୍ ମାଂଝି ଜମ୍ମୁ-କଶ୍ମୀରରୁ ଆତଙ୍କବାଦୀଙ୍କୁ…
ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ଜାଣନ୍ତି: ଅବସର ପରେ ମିଳେ ଅନେକ କିଛି ସୁବିଧା
ଭାରତର ରାଷ୍ଟ୍ରପତି ଦେଶର ମୁଖ୍ୟ ହେବା ସହିତ ପ୍ରଥମ ନାଗରିକ ମଧ୍ୟ ଅଟନ୍ତି। ରାଷ୍ଟ୍ରପତି ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀର ସେନାଧ୍ୟକ୍ଷ ଅଟନ୍ତି। ଭାରତରେ ରାଷ୍ଟ୍ରପତି ନିର୍ବାଚକ ମଣ୍ଡଳ ସଦସ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି, ଯେଉଁଥିରେ ଉଭୟ ସଂସଦର ଗୃହ, ରାଜ୍ୟ…
ଏହି ୪ ରାଶିର ବ୍ୟକ୍ତିଙ୍କ ପାଖରେ କେବେହେଲେ ରୁହେ ନାହିଁ ଧନର ଅଭାବ, ମିଳିଥାଏ ସବୁ ସୁଖ
ସମସ୍ତେ ଜୀବନରେ ଖୁସି ରହିବାକୁ ଚାହିଁଥାନ୍ତି। ପାଖରେ ଧନସମ୍ପତ୍ତି ଥାଉ, ବିଳାସମୟ ଜୀବନ ନିର୍ବାହ କରିବାକୁ ସମସ୍ତେ ସ୍ବପ୍ନ ମଧ୍ୟ ଦେଖିଥାନ୍ତି। ହେଲେ ଅନେକ ଥର ପରିଶ୍ରମ କରିବା ସତ୍ତ୍ୱେ ବ୍ୟକ୍ତି ସେତେ ଧନ ଅର୍ଜନ କରିପାରେ ନାହିଁ। ଏପରିକି ତାଙ୍କୁ…
ସ୍ବାମୀଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କଲେ ସ୍ତ୍ରୀ
ଝାରବନ୍ଧ,୧୮ା୧୦(ଡି.ଏନ୍.ଏ.): ବରଗଡ଼ ଜିଲା ଝାରବନ୍ଧ ଥାନା ଅନ୍ତର୍ଗତ କୁସୁମଦର୍ହା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ସମାରୀ ବରିହା(୩୨) ଘରେ ସ୍ବାମୀ ସଦାଶିବଙ୍କ ବେକରେ ଗାମୁଛା ଭିଡ଼ି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ…
ଭାରତୀୟ ଦଳରେ ‘ରାଜା’ଙ୍କୁ ଭବ୍ୟ ସ୍ବାଗତ
ଦୁବାଇ,୧୮।୧୦:ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମହେନ୍ଦ୍ର ସିଂ ଧୋନୀ ପୁଣିଥରେ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଏଥର ସେ ଟି -୨୦ ବିଶ୍ୱକପରେ ବିରାଟ ବ୍ରିଗେଡଙ୍କ ସହ ମେଣ୍ଟର ଭାବରେ କାର୍ଯ୍ୟ କରିବେ। ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏମଏସ…
ପୁରୀରେ ମିଳିବ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା
ପୁରୀ ଅଫିସ,୧୮।୧୦: ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ଭୂତଳ ବିଦ୍ୟୁତ୍ କେବୁଲ୍ ବିଛାଯିବ। ଫଳରେ ପୁରୀ ବାସିନ୍ଦାଙ୍କୁ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ମିଳିବା ସହ ରାସ୍ତାରେ ଯାତାୟତ ସହଜ ହେବ। ଭୂତଳ କେବୁଲ୍ ବିଛାର ପ୍ରଥମ ପର୍ଯ୍ୟାୟ…
ଦିବ୍ୟାଙ୍ଗଙ୍କ ଭ୍ରାମ୍ୟମାଣ ଦୋକାନ
ଭଦ୍ରକ ଅଫିସ,୧୮ା୧୦: ୨୦ ବର୍ଷ ତଳେ ଏକ ଦୁର୍ଘଟଣାରେ ଡାହାଣ ଗୋଡ଼ ହରାଇ ବସିଥିଲେ। ଆଉ ସେହି ଦୁର୍ଘଟଣା ପରଠାରୁ ବଦଳିଗଲା ତାଙ୍କ ଜୀବନର ମୋଡ଼। ତଥାପି ସେ ହାର୍ ମାନି ନାହାନ୍ତି। ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏକ ଭ୍ରାମ୍ୟମାଣ…
ମୟୂରଭଞ୍ଜରେ ସର୍ବାଧିକ ମାମଲା
ବାରିପଦା ଅଫିସ,୧୮ା୧୦: ରାଜ୍ୟର ସର୍ବବୃହତ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି ନାରୀ ନିର୍ଯାତନା ା ଗଣବଳାତ୍କାର, ନାବାଳିକା ବଳାତ୍କାର, ବଧୂ ନିର୍ଯାତନା ଭଳି ବହୁ ଲଜ୍ଜାଜନକ ଘଟଣା ଘଟୁଛି। ୩ବର୍ଷର ଶିଶୁଙ୍କଠାରୁ ଆରମ୍ଭ କରି ୫୦ବର୍ଷରୁ ଊର୍ଦ୍ଧ୍ୱ…
Archives


