ମଲାଇକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହେଲେ ପ୍ରେମିକ; ଲେଖିଲେ ଭାବିବିହ୍ବଳ ନୋଟ୍
ବମ୍ବେ: ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍ ହୋଇଛନ୍ତି ଅଭିନେତା ଅର୍ଜୁନ କପୁର। ଦିନଟିକୁ ସ୍ବତନ୍ତ୍ର କରିବାକୁ ଯାଇ ସେ ମଲାଇକା ଅରୋରାଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି। ଏହି ଦିନ ହେଉ ଅଥବା ଅନ୍ୟ ସବୁ ଦିନରେ ମୁଁ କେବଳ ତୁମ ମୁହଁରେ…
ଦାରିଙ୍ଗବାଡ଼ିରେ ପହିଲି ଶୀତ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ
ଦାରିଙ୍ଗବାଡ଼ି,୨୩ା୧୦: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୫ଡିଗ୍ରୀ ପାରଦ ଖସି ୧୬ରୁ ୧୧ଡିଗ୍ରୀରେ ପହଞ୍ଚିଥିବା…
ଅନେକଙ୍କୁ ଜଣାନାହିଁ ପ୍ରଭାସଙ୍କ ପୂରା ନାମ
ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ୨୩ ଅକ୍ଟୋବରକୁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏସ୍ ଏସ୍ ରାଜାମୌଳିଙ୍କ ଫିଲ୍ମ ‘ବାହୁବଳି’ ଜରିଆରେ ଫେମଶ ହୋଇଥିବା ପ୍ରଭାସ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହେଁ ।…
ଫୈଜାବାଦ୍ ହେଲା ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ୍…
ଲକ୍ଷ୍ନୌ,୨୩।୧୦: ଫୈଜାବାଦ ରେଳ ଷ୍ଟେଶନକୁ ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ ନାମରେ ନାମିତ କରାଯାଇଛି। ଭାଜପା ଏମ୍ପି ଲାଲୁ ସିଂଙ୍କ ପ୍ରସ୍ତାବକୁ ରେଳ ବୋର୍ଡ ଅନୁମୋଦନ କରିଛନ୍ତି। ଶନିବାର ବାରାଣସୀରେ ପହଞ୍ଚିଥିବା ଲକ୍ଷ୍ନୌର ଡିଆରଏମ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ…
ଶହୀଦ ଯବାନଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦେଲେ ଶାହା
ଜମ୍ମୁ,୨୩ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଯାଇ ଶନିବାର ସେଠାରେ ପହଞ୍ଚିଛନ୍ତି । ଶ୍ରୀନଗରରେ ପହଞ୍ଚିବା ପରେ ଶାହା ସିଧା ଶହୀଦ ଇନସ୍ପେକ୍ଟର ପରବେଜ ଅହମ୍ମଦଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ଶାହା ଶହୀଦ…
ବର୍ଷାପାଣି ବୁନ୍ଦା ହୋଇଥାଏ ଗୋଲାକାର, ଜାଣନ୍ତୁ ଏହା ପଛର କାରଣ
ଆମ ଚତୁଃପାର୍ଶ୍ୱରେ ପ୍ରତିଦିନ ଅନେକ ଘଟଣା ଘଟିଥାଏ। ମାତ୍ର ଆମେ କିଛି ଜିନିଷ ବିଷୟରେ ଅଜ୍ଞ ଥାଉ। ଯେମିତି କି ବର୍ଷା ପାଣି କାହିଁକି ଗୋଲାକାର ହୋଇଥାଏ ବେଳେବେଳେ ଏମିତି ପ୍ରଶ୍ନ ମନକୁ ଆସିଥାଏ। ପାଣିକୁ କୌଣସି ପାତ୍ର ଉପରେ ପକାଇଲେ…
ମେଣ୍ଟର ଧୋନୀଙ୍କୁ ନେଇ ଗାଭାସ୍କର କହିଲେ ଏଭଳି; ସେ କେବଳ ଡ୍ରେସିଂ ରୁମ୍ରେ…
ନୂଆଦିଲ୍ଲୀ,୨୩।୧୦: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ର ମେଣ୍ଟର(ମାର୍ଗଦର୍ଶକ) ଭାବେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପୂର୍ବ ଅଭିଜ୍ଞ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି, ମେଣ୍ଟର ଅଧିକ କିଛି କରିପାରିବ ନାହିଁ। ଏହି ଫର୍ମାଟରେ…
ଏଥର ବି ଭକ୍ତଙ୍କୁ ଦର୍ଶନ ଦେବେନି ବାବା ଧବଳେଶ୍ୱର
ଆଠଗଡ଼,୨୩।୧୦(ଡି.ଏନ୍.ଏ.): କାର୍ତ୍ତିକ ମାସ ପ୍ରଥମ ସୋମବାର ଆଉ ମାତ୍ର ଗୋଟିଏ ଦିନ ବାକି। ଏହି ମାସର ପ୍ରତ୍ୟେକ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ବହୁତ ଭିଡ଼ ହୁଏ। ବର୍ଷକର ପ୍ରତୀକ୍ଷା ପରେ କାର୍ତ୍ତିକ ସୋମବାରରେ ବାବାଙ୍କ ଦର୍ଶନ କରି ପୁଣ୍ୟ ଅର୍ଜନ…
ସବୁଜିମାରେ ଭରିଲା ଲଣ୍ଡା ପାହାଡ଼
ସମ୍ବଲପୁର,୨୩।୧୦(ବ୍ୟୁରୋ): ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଯୋଜନାଗୁଡିକ କାର୍ଯ୍ୟକାରୀ କରାଯାଉଛି। ଏହି ସହଭାଗିତା ଯୋଜନାର ସଫଳ ରୂପାୟନ ଦେଖିବାକୁ ମିଳିଛି ସମ୍ବଲପୁର ଜିଲା…
ଭୋକ ଉପାସରେ ଲୋକେ, କିମ୍ଙ୍କ ଚିନ୍ତା ବଢ଼ିଲା…
ଜେନେଭା,୨୩।୧୦: ଉତ୍ତର କୋରିଆରେ ଲୋକଙ୍କ ଦୁଇବେଳା ଦୁଇମୁଠା ଖାଇବାକୁ ମିଳୁ ନାହିଁ। ଏନେଇ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଭୋକିଲାଙ୍କ ସମ୍ପର୍କିତ ଏକ ରିପୋର୍ଟ ଜାତିସଂଘର ମାନବିକ ଅଧିକାରର ଅନୁସନ୍ଧାନକାରୀ ଟିମ୍ଙ୍କ ପକ୍ଷରୁ ପ୍ରକାଶ…
ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୩୦୫କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ଜଣ ରହିଥିବା ବେଳେ ପୁରୀ, ଅନୁଗୋଳରୁ ଜଣେ ଲେଖାଏ ରହିଛନ୍ତି ।
ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଲା ତୈଳଦର; ଲିଟର ପିଛା…
ନୂଆଦିଲ୍ଲୀ,୨୩।୧୦: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର। ଶନିବାର ଲଗାତାର ଚତୁର୍ଥ ଦିନ ପାଇଁ ସାରା ଦେଶରେ ଇନ୍ଧନ ଦର ୩୫ ପଇସା ବୃଦ୍ଧି ପାଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୦୭.୨୪ ଟଙ୍କାକୁ ବୃଦ୍ଧି ପାଇଛି।…
Archives


