ଜେଟ୍ ଏୟାରଓ୍ବେଜ୍ ପକ୍ଷରୁ ନୂଆ ସିଇଓ ନିଯୁକ୍ତ
ନୂଆଦିଲ୍ଲୀ, ୫ା୩: ଓବେରୟ ହୋଟେଲ୍ସ ଆଣ୍ଡ ରିସର୍ଟର ସଭାପତି ଭାବେ କାର୍ଯ୍ୟରତ ସଞ୍ଜୀବ କପୁରଙ୍କୁ ଜେଟ୍ ଏୟାରଓ୍ବେଜ୍ର ନୂଆ ସିଇଓ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଜେଟ୍ ଏୟାରଓ୍ବେଜ୍ ପକ୍ଷରୁ ଘୋଷଣା କରାଯାଇଛି। କପୁର ଏପ୍ରିଲ ୪ରୁ ଦାୟିତ୍ୱ ଗ୍ରହଣ…
ହିରୋ ମୋଟୋକର୍ପର ନୂଆ ଇଭି ବ୍ରାଣ୍ଡ୍ର ଶୁଭାରମ୍ଭ
ନୂଆଦିଲ୍ଲୀ, ୫ା୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଯାନ(ଇଭି) ବିଭାଗରେ ଏକ ନୂଆ ବ୍ରାଣ୍ଡ୍ର ଶୁଭାରମ୍ଭ କରାଯାଇଛି। ଉକ୍ତ ବ୍ରାଣ୍ଡ୍ର ନାମ ‘ଭିଡା’ ରଖାଯାଇଛି। ଭିଡା ବ୍ରାଣ୍ଡ୍ ଦ୍ୱାରା ହିରୋ…
୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା
ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଥିବା ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ରିପୋର୍ଟରେ…
ପୂର୍ବତନ ସେନା ମୁଖ୍ୟ ଜେନେରାଲ ସୁନୀଥଙ୍କ ବିୟୋଗ
ପଣଜୀ,୫ା୩: ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ସୁନିଥ ଫ୍ରାନ୍ସିସ୍ ରୋଡ୍ରିଗୁଜ୍ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶୁକ୍ରବାର ଏ ନେଇ ଆର୍ମିର ଅଫିସିଆଲ ଟୁଇଟର ପେଜ୍ରେ ସୂଚନା ଦିଆଯାଇଥିଲା। ଜେନେରାଲ ସୁନୀଥ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ଆର୍ମି ମୁଖ୍ୟ ଭାବେ…
ମାର୍ଚ୍ଚ ୨ୟ ସପ୍ତାହ ପରେ ତୈଳ ଦର ବୃଦ୍ଧି ପାଇବ
ନୂଆଦିଲ୍ଲୀ,୫।୩:ଗତ ୪ମାସରୁ ଊର୍ଦ୍ଧ୍ୱ ହେବ ଭାରତରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସ୍ଥିର ରହିଛି। ଫଳରେ ତୈଳ ବିପଣନ କମ୍ପାନୀ ଓ ଇନ୍ଧନ ଖୁଚୁରା ବ୍ୟବସାୟୀମାନେ ମଧ୍ୟ ବ୍ୟାପକ କ୍ଷତି ସହିଛନ୍ତି। ସୂଚନାଯୋଗ୍ୟ, ଦେଶର ପ୍ରମୁଖ ୫ ରାଜ୍ୟର ବିଧାନସଭା ନିର୍ବାଚନ…
ଚର୍ଚ୍ଚାରେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ପଦ
ବ୍ରହ୍ମପୁର ଅଫିସ,୫ା୩: ଗଞ୍ଜାମ ଜିଲା ପରିଷଦ ନିର୍ବାଚନରେ ବିଜେଡି ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହୋଇଛି। ୬୯ ଜୋନ୍ରୁ ୬୭ଟିରେ ବିଜେଡି ପ୍ରାର୍ଥୀମାନେ ନିର୍ବାଚିତ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ଅର୍ଦ୍ଧେକ ଜୋନ୍ ନିୟମ ପ୍ରକାରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ସ୍ଥଳେ…
ଗାଡ଼ି ସହ ୯,୬୦୦ ବୋତଲ କଫ ସିରପ୍ ଜବତ
ନୟାଗଡ଼ ଅଫିସ/ନୂଆଗାଁ, ୫ା୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୯,୬୦୦ କଫ ସିରପ୍ ବୋତଲକୁ ଜବତ କରିଛି। ସେହିଭଳି ୪ ଷ୍ଟ୍ରିଫ ଆଲପ୍ରା ଜୋଲମ, ୫ ମୋବାଇଲ ଫୋନ, ୧୬ ଶହ ଟଙ୍କା ଅନୁରୂପ…
ଅଧ୍ୟକ୍ଷ ପଦକୁ ନେଇ ଉତ୍କଣ୍ଠା
ଯୋଡ଼ା,୫ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌର ପରିଷଦ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସଙ୍ଗଠନକୁ ସୁଦୃଢ଼ କରି କିପରି ଅଧିକ ଆସନ ଅକ୍ତିଆର କରାଯାଇ ପାରିବ ଏ ନେଇ ରଣକୌଶଳ ପ୍ରସ୍ତୁତ କରୁଛନ୍ତି। ୧୪ଟି…
ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ
ପ୍ୟାରିସ,୫ ।୩: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଫାଇନାନସିୟାଲ ଟାସ୍କ ଫୋର୍ସ, ଏଫଏଟିଏଫ ଶୁକ୍ରବାର ବୈଠକର ଶେଷ ଦିନରେ ତା’ର ଗ୍ରେ ଲିଷ୍ଟରେ ଥିବା ପାକିସ୍ତାନକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି । ଏବେ ଗ୍ରେ ଲିଷ୍ଟରୁ ପାକିସ୍ତାନ ନାମ ହଟାଇ…
ନୂଆ ମୁହଁକୁ ଭରସା କରିପାରେ ଖୋର୍ଦ୍ଧା ବିଜେଡି
ଖୋର୍ଦ୍ଧା ଅଫିସ,୫ା୩: ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନର ସଫଳତା ପରେ ଶାସକ ଦଳ ବିଜେଡି ପୌର ନିର୍ବାଚନରେ କ୍ଲିନ ସୁଇପ ଯୋଜନାରେ ରହିଛି। ଅନ୍ୟପଟେ ବିରୋଧୀ ଭାଜପା ଓ କଂଗ୍ରେସ ଭଲ ପ୍ରଦର୍ଶନ କରିବେ ବୋଲି ଆଶା…
ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ
ଆସିକା,୫ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଏନ.ଭି ରାମଦାସଙ୍କୁ ବିଭାଗୀୟ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଛି। ଏ ନେଇ ଆସିକା ଥାନାରେ ନଂ.୧୧୬/୨୨ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା…
ବରୀରେ ୨ ଏଡ୍ସ ରୋଗୀ ଚିହ୍ନଟ
ବରୀ,୫ା୩(ଡି.ଏନ.ଏ.): ବରୀ ବ୍ଲକ ଅଞ୍ଚଳରେ ଶୁକ୍ରବାର ୨ ଏଡ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନେ ଏକ ଦମ୍ପତି ବୋଲି ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ମୁତାବକ, ସଂକ୍ରମିତ ପୁରୁଷ…

