ଅନ୍ଲାଇନ୍ରେ ମଗାଇଥିଲେ ଆଇଫୋନ୍-୧୨; ପ୍ୟାକେଟ୍ ଖୋଲିବା ପରେ ବ୍ୟକ୍ତିଙ୍କ ଉଡିଗଲା ହୋସ୍…
ଆଜିକାଲି ସମୟରେ ଅନଲାଇନ ମାର୍କେଟିଂର ଚାହିଦା ବହୁତ ବୃଦ୍ଧି ପାଇଛି। ଏହାଦ୍ୱାରା ଲୋକମାନେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରିପାରୁଛନ୍ତି। ହେଲେ ବେଳେବେଳେ ଲୋକମାନେ କିଛି ସାମଗ୍ରୀ ଅର୍ଡର କରି ଠକାମୀର ଶିକାର ହୋଇଥାନ୍ତି। ସେମାନେ ମଗାଇଥାନ୍ତି ଗୋଟିଏ ସାମଗ୍ରୀ,…
ନକଲି ନମ୍ବର ଟ୍ରେଲରକୁ ଖସାଇଦେଲେ
ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୨୩।୧୦:ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩ଟି ନକଲି ନମ୍ବର ଥିବା ଟ୍ରେଲରକୁ ପୋଲିସ ଓ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗ(ଆର୍ଟିଓ) ଅଧିକାରୀ ସଲାସୁତୁରା କରି ଖସେଇ ଦେଇଥିବା ଅଭିଯୋଗ ହେଉଛି। ଗତ ୧୨ ତାରିଖରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ…
ପୂର୍ବତନ ମନ୍ତ୍ରୀଙ୍କ ଜବରଦଖଲରେ ସରକାରୀ ଜମି
ବାଲେଶ୍ୱର ଅଫିସ, ୨୩।୧୦: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଜବରଦଖଲରେ ରହିଛି ବାଲେଶ୍ୱର ଜିଲା ସଦର ତହସିଲ ଅଧୀନସ୍ଥ ପଢୁଆଁପଦା ଅଞ୍ଚଳର ଅନାବାଦୀ କିସମ ଜମି। ଏହାକୁ ବିରୋଧ କରି ସହରର କେତେଜଣ ବୁଦ୍ଧିଜୀବୀ ଜିଲାପାଳଙ୍କଠାରେ…
କୁକୁର ସହ ପ୍ରି ଓ୍ବେଡିଂ ଫଟୋ ଶୁଟ୍ କଲେ ମହିଳା, କାରଣ ଜାଣିଲେ…
ବିବାହ ପୂର୍ବରୁ ବରକନ୍ୟା ଏବେ ପ୍ରି ଓ୍ବେଡିଂ ଫଟୋ ଶୁଟ୍ କରୁଛନ୍ତି। କିନ୍ତୁ ଜଣେ ଯୁବତୀ ଏକ କୁକୁର ସହ ପ୍ରି ଓ୍ବେଡିଂ ଫଟୋ ଶୁଟ୍ କରିଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
୫ ଲକ୍ଷ ଟଙ୍କାର କଫ ସିରପ୍, ବ୍ରାଉନସୁଗାର ଜବତ
ଖୋର୍ଦ୍ଧା ଅଫିସ,୨୩।୧୦: ଖୋର୍ଦ୍ଧା ଜିଲାରେ ନିଶା କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏସ୍ଟିଏଫ, ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଚଢ଼ାଉ ସତ୍ତ୍ୱେ ଏହି କାରବାର କମୁନାହିଁ। ଏଥିସହ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଯୁବକ, କଲେଜ ଛାତ୍ର…
ଦିବ୍ୟଶଙ୍କରଙ୍କ ବାସଭବନକୁ ଅଣ୍ଡା ମାଡ଼
ଭବାନୀପାଟଣା,୨୩।୧୦(ସ୍ବ.ପ୍ର.): ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଯୁବ ଓ ଛାତ୍ର କଂଗ୍ରେସ ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି। ଭବାନୀପାଟଣାସ୍ଥିତ ମନ୍ତ୍ରୀ ଦିବ୍ୟ…
ଥାନାରେ ପୋଲିସ-ଭାଜପା ମହିଳା ମୋର୍ଚ୍ଚା ଧସ୍ତାଧସ୍ତି
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାପିଟାଲ ଥାନା ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରାଯାଇଥିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।…
ନିଶା ବେପାରୀଙ୍କ ଘରେ ସାଢ଼େ ୮ କେଜି ସୁନା
ଖଲ୍ଲିକୋଟ(ଡି.ଏନ୍.ଏ.)/ବ୍ରହ୍ମପୁର ଅଫିସ,୨୩।୧୦: ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ପୋଲିସ ଖୋଜାପଲି ବଡ଼ଦାଣ୍ଡସାହିର ଜଣେ ନିଶା ବେପାରୀଙ୍କ ଘରେ ଗୁରୁବାର ରାତିରେ ଚଢ଼ାଉ କରିଥିଲା। ସେଠାରୁ ୩୪ କେଜି ୯୪ ଗ୍ରାମ୍ ଗଞ୍ଜେଇ, ୧୦ କେଜି ୧୦ ଗ୍ରାମ୍ ଅଫିମ ସହ ୮…
ଏସ୍ପି ଅଫିସ ସମ୍ମୁଖରେ କଂଗ୍ରେସର ଗଣଧାରଣା
ଭବାନୀପାଟଣା,୨୩।୧୦(ସ୍ବ.ପ୍ର.): ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ପାଇଁ ଶୁକ୍ରବାର ଭବାନୀପାଟଣାସ୍ଥିତ ଏସ୍ପି ଅଫିସ ସମ୍ମୁଖରେ ଗଣଧାରଣା ଦେଇଛି ଜିଲା କଂଗ୍ରେସ। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ…
ସୁସ୍ମିତା ଦେବଙ୍କୁ ଆକ୍ରମଣ
ନୂଆଦିଲ୍ଲୀ,୨୩।୧୦: ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ବେଳେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ସୁସ୍ମିତା ଦେବଙ୍କ କାର୍କୁ ଆକ୍ରମଣ କରାଯାଇଛି। ଭାଜପା କର୍ମୀମାନେ ତାଙ୍କ କାର୍କୁ ଟାର୍ଗେଟ କରିଥିବା ସୁସ୍ମିତା ଟୁଇଟରରେ ଅଭିଯୋଗ ଆଣିଛନ୍ତି।…
କଂଗ୍ରେସର ‘ପ୍ରତିଜ୍ଞା ଯାତ୍ରା’
ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଶନିବାର ‘ପ୍ରତିଜ୍ଞା ଯାତ୍ରା’ ଆରମ୍ଭ କରିବାକୁ ଯାଉଛି । ଉତ୍ତର ପଦେଶ ଲକ୍ଷ୍ନୌର ବାରବାଙ୍କିରେ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଏହାକୁ ସବୁଜ ସଙ୍କେତ ଦେଇ ଆରମ୍ଭ କରିବାକୁ…
ସିରିଆ ଡ୍ରୋନ୍ ଆଟାକ୍: ଅଲକାଏଦାର ବରିଷ୍ଠ ନେତା ମୃତ
ଦାମସକସ,୨୩ ।୧୦: ସେଣ୍ଟ୍ରାଲ କମାଣ୍ଡର ପ୍ରବକ୍ତା ମେଜର ଜନ ରିଗସବି ଶୁକ୍ରବାର କହିଥିଲେ କି ଉତ୍ତର ପଶ୍ଚିମ ସିରିଆରେ ଆମେରିକା ସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକରେ ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହାମିଦ ଅଲ-ମାତରଙ୍କ ମୃତ୍ୟୁ ହୋଇଛି । ରିଗସବି…
Archives


