ବିବାହରେ ବିଫଳ ହେବାରୁ ଜୀବନ ହାରିଲେ ନାବାଳିକା
ପଦ୍ମପୁର,୨୩।୧୦(ଡି.ଏନ.ଏ): ପ୍ରେମରେ ବିଫଳ ହେବା ପରେ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ଘଟିଛି। ମାତ୍ର ପ୍ରେମିକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ପରେ ସେ ଥାନାରେ ଆତ୍ମସମର୍ପଣ କରିଛନ୍ତି। ଏଭଳି ଏକ…
ଜୀବନ ହାରିଲା କଳାଭାଲୁ ମୋତି
ବାରଙ୍ଗ,୨୩।୧୦(ଡି.ଏନ୍.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷକ ହିମାଳୟ ଅଣ୍ଡିରା କଳାଭାଲୁ ମୋତିର ଶନିବାର ମୃତ୍ୟୁ ଘଟିଛି। ୧୬ବି ଏନକ୍ଲୋଜରରେ ରହୁଥିବା ମୋତି ୨୦ବର୍ଷର ହୋଇଥିଲା। ୧୩ ସେପ୍ଟେମ୍ବର ୨୦୧୩ରେ ରାଞ୍ଚି ପ୍ରାଣୀ ଉଦ୍ୟାନରୁ ମୋତିକୁ ନନ୍ଦନକାନନ ଅଣାଯାଇଥିଲା। ଚଳିତବର୍ଷ ସେପ୍ଟେମ୍ବର ୫ ପରେ…
ପାକିସ୍ତାନ ଏକ ଶକ୍ତିଶାଳୀ ଦଳ : କୋହଲି
ଦୁବାଇ,୨୩।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର ପାକିସ୍ତାନକୁ ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି। ଟି୨୦ ଓ ଦିନିକିଆ ବିଶ୍ୱକପ୍ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ ୧୨ ଥର ପରସ୍ପରକୁ ଭେଟିଛନ୍ତି। ପ୍ରତ୍ୟେକ ଥର ପାକିସ୍ତାନକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।…
ରୁମ୍ ନଂ.୨୦କୁ ନେଇ ବଢୁଛି ସସ୍ପେନ୍ସ
ଭବାନୀପାଟଣା,୨୩ା୧୦(ସ୍ବ.ପ୍ର): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଏବେ ପୋଲିସ କବଜାରେ ରହିଛନ୍ତି। ଗୋବିନ୍ଦ ଶୁକ୍ରବାର ହତ୍ୟା ଘଟଣାର ସିନ୍ ରିକ୍ରିଏଶନ କରିଥିଲେ ।…
ସଂଘର୍ଷ ପରେ ଜିତିଲା ଅଷ୍ଟ୍ରେଲିଆ
ଆବୁଧାବି,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୫ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଲୋ ସ୍କୋରିଂ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୧୧୮ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା। ଲାଗୁଥିଲା ଅଷ୍ଟ୍ରେଲିଆ ସହଜରେ ମ୍ୟାଚ୍ ଜିତି ନେବ।…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦୁଝରର ଜେଏମ୍ଏମ୍ ନେତା
କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): ଆଗାମୀ ପଞ୍ଚାୟତ ନିର୍ବାଚନରେ କେନ୍ଦୁଝର ଜିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ଦେବ। ଏନେଇ ଜିଲାର ଜେଏମ୍ଏମ୍ କର୍ମକର୍ତ୍ତାଙ୍କ ଏକ ଟିମ୍ ଝାଡ଼ଖଣ୍ଡ ଯାଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଆଗକୁ କିଭଳି…
ରାଜ ଠାକରେ କରୋନାରେ ସଂକ୍ରମିତ
ମୁମ୍ବାଇ,୨୩ ।୧୦: ମହାରାଷ୍ଟ୍ର ନିବନିର୍ମାଣ ସେନା(ଏମ୍ଏନ୍ଏସ୍)ର ଅଧ୍ୟକ୍ଷ ରାଜ ଠାକରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ମା’ଙ୍କର ମଧ୍ୟ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କୁହାଯାଉଛି । ଠାକରେ କରୋନାରେ ସଂକ୍ରମିତ ହେବା ପରେ…
ପାକିସ୍ତାନର ଟପ୍ ଅର୍ଡର ସାଜିପାରେ ଭାରତ ପାଇଁ ଚିନ୍ତାର କାରଣ
ଦୁବାଇ,୨୩।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିପାରେ ପାକିସ୍ତାନର ଟପ୍ ଅର୍ଡର। ଏବେ ଫୁଲ ଫର୍ମରେ ଅଛି ଅଧିନାୟକ ବାବର…
୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ ମୋଦିଙ୍କ ବୈଠକ: ପୁନାୱାଲା ବି ସାମିଲ
ନୂଆଦିଲ୍ଲୀ,୨୩ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ୭ ଭ୍ୟାକ୍ସିନ ନିର୍ମାତାଙ୍କ ସହ କଥା ହୋଇଛନ୍ତି । ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ(ଏସ୍ଆଇଆଇ)ର ସିଇଓ ଅଦର ପୁନାୱାଲା ବି ଉପସ୍ଥିତ ରହିଛନ୍ତି । ଏହାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ…
୨ କି.ମି. ଚାଲିଲେ ଗର୍ଭବତୀ
ବନ୍ତ,୨୩।୧୦(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ତାଳବାଙ୍କ ଆଦିବାସୀ ସାହିକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଚାଲି ଚାଲି ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଯିବାକୁ ପଡ଼ିଛି। ଗତ ଗୁରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିବା…
ଭାରତ ବିପକ୍ଷ ମ୍ୟାଚ୍ରେ ହାରିଲେ ପାକିସ୍ତାନର ସ୍ଥିତି କ’ଣ ହେବ? ଜାଣନ୍ତୁ…
ଦୁବାଇ,୨୩।୧୦: ଟି-୨୦ ବିଶ୍ୱକପ୍ ୨୦୨୧ର ସବୁଠାରୁ ବଡ଼ ମୁକାବିଲା ରବିବାର ଅନୁଷ୍ଠିତ ହେବ। ଏଥିରେ ଚିର ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ ଭାରତ। ସୁପର ସଣ୍ଡେରେ ଏହି ମୁକାବିଲାକୁ ଦେଖିବା ଲାଗି ଏବେଠାରୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ଅପରପକ୍ଷେ ମ୍ୟାଚ୍କୁ ନେଇ ଉଭୟ…
‘ଅଭ୍ୟାସ’ର ସଫଳ ପରୀକ୍ଷଣ
ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଚାନ୍ଦିପୁର ଆଇଟିଆରରୁ ‘ଅଭ୍ୟାସ’ର ସଫଳ ପରୀକ୍ଷଣ ହୋଇଛି। ଏ ନେଇ ଡିଆରଡିଓକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରୀକ୍ଷଣ ଦେଶର ପ୍ରତିରକ୍ଷା ବିଭାଗକୁ ଅଧିକ ସୁଦୃଢ଼ କରିବ ବୋଲି…
Archives


