Home Left

ନିକେତନ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି) ରେଜଲ୍ଟ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଘୋଷିତ ଫଳ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୩ ଜଣ ପରିକ୍ଷାର୍ଥୀ ର଼୍ୟାଙ୍କ-୧ରେ ରହିଛନ୍ତି। ସେମାନେ ହେଲେ…

ବଢୁଛି ଜିକା ଭାଇରସ ରୋଗୀଙ୍କ ସଂଖ୍ୟା, କାନପୁରରେ ଆଉ ଜଣେ ମହିଳା ଚିହ୍ନଟ

କାନପୁର,୨ ।୧୧: ଉତ୍ତର ପ୍ରଦେଶରେ ଆଉ ଜଣେ ମହିଳା ଜିକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ) ଲକ୍ଷ୍ନୌର ମାଇକ୍ରୋବାୟୋଲୋଜି ବିଭାଗ ଏହାର ସୂଚନା ଦେଇଛି । ଏହାକୁ ମିଶାଇ ଏବେ କାନପୁରରେ ମୋଟ…

ବୁଲା କୁକୁରକୁ କଷ୍ଟ ଦେଉଥିଲେ ବ୍ୟକ୍ତି, ଏମିତି ପ୍ରତିଶୋଧ ନେଲା ଗାଈ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଭାଙ୍ଗିଲା ଧୋନୀଙ୍କ ନେତୃତ୍ୱ ରେକର୍ଡ

ଶାରଜା,୨।୧୧: ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି ଇଂଲଣ୍ଡ ଅଧିନାୟକ ଇଆନ ମୋର୍ଗାନ। ଚଳିତ ଟି୨୦ ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଂଲଣ୍ଡ ୨୬ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦେଇଛି। ଏହା ଥିଲା ଟି୨୦…

ନିର୍ଯାତନା ମାମଲାରେ କେଜରିଓ୍ବାଲଙ୍କୁ ନୋଟିସ

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୧ ଜଣଙ୍କ ନାମରେ ୨୦୧୮ରେ ଏକ ନିର୍ଯାତନା ମାମଲା ଦାୟର କରିଥିଲେ ପୂର୍ବତନ ମୁଖ୍ୟ ସଚିବ ଅଂଶୁ ପ୍ରକାଶ। ଗତ ଅଗଷ୍ଟରେ ଏହି ମାମଲାରୁ କୋର୍ଟ…

ଚାମ୍ପିୟନ ଭଳି ଖେଳୁଛି ଗତ ଥରର ରନର୍ସଅପ୍‌

ଶାରଜା,୧।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଟସ୍‌ ଜିତିବାର ଅର୍ଥ ଏକତରଫା ମ୍ୟାଚ୍‌ ହାତେଇ ନେବା। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାୟତଃ ଟସ୍‌ ଜିତୁଥିବା ଦଳ ହିଁ ମ୍ୟାଚ୍‌ ଜିତୁଛନ୍ତି। କିନ୍ତୁ ଏହାକୁ ଭୁଲ କରି ଦେଖାଇଛି ଗତ ଥରର ରନର୍ସଅପ୍‌ ଇଂଲଣ୍ଡ।…

ବାପାଙ୍କ ଆସନରୁ କ୍ୟାରିୟର ଆରମ୍ଭ କରିବେ ପୁଅ

ପଣଜୀ,୧।୧୧: ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରାକ୍ତନ ପ୍ରତିରକ୍ଷାମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ପୁଅ ଉତ୍ପଳ ପାରିକର ପଣଜୀ ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ମନ ବଳାଇଛନ୍ତି। ଉଚ୍ଚଶିକ୍ଷିତ ବ୍ୟବସାୟୀ ଉତ୍ପଳ କହିଛନ୍ତି, ବାପାଙ୍କ ପାରମ୍ପରିକ ଆସନରୁ ରାଜନୈତିକ କ୍ୟାରିୟର…

ଘରେ ପଶି ମା’ ଝିଅଙ୍କୁ ହାଣିଲେ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ଶୈଳେଶ୍ରୀ ବିହାର ଅଞ୍ଚଳରେ ସୋମବାର ଜଣେ ଯୁବକ ଲେଡିସ୍‌ ପୋଷାକ ପିନ୍ଧି ପଡୋଶୀଙ୍କ ଘରେ ପଶି ମା’-ଝିଅଙ୍କୁ ଛୁରା ମାଡ କରିଛନ୍ତି। ପ୍ରତିଆକ୍ରମଣରେ ଯୁବକ ଜଣକ ମଧ୍ୟ ଆହତ ହୋଇଛନ୍ତି। ଆହତ ମା’ ଝିଅ ହେଲେ…

ଅଷ୍ଟ୍ରେଲିଆ ଯାଇପାରିବେ କୋଭାକ୍ସିନ ନେଇଥିବା ଭାରତୀୟ

ନୂଆଦିଲ୍ଲୀ,୧।୧୧: ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅଷ୍ଟ୍ରେଲିଆ ସ୍ବୀକୃତି ପ୍ରଦାନ କରିଛି। ଏହି ଟିକା ନେଇଥିବା ଲୋକେ ଅଷ୍ଟ୍ରେଲିଆ ଯାଇପାରିବେ। ଅଷ୍ଟ୍ରେଲିଆରେ ପଞ୍ଜୀକୃତ ହୋଇ ନ ଥିବା ଦୁଇଟି ଟିକା କୋଭାକ୍ସିନ ଏବଂ ଚାଇନାର ସିନୋଫାର୍ମ ପ୍ରସ୍ତୁତ ବିବିଆଇବିପି-କୋର୍‌ଭିକୁ ସ୍ବୀକୃତି…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, କାହିଁକି…

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାବଦରେ ଓଡ଼ିଶାର ୧୦୮୮.୭୨ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡ଼ିଛି। ଏଥିରେ ୩୭୭.୯୧ କୋଟି ଦରମା ଏବଂ ୭୧୦.୮୧ କୋଟି ଟଙ୍କା ମ୍ୟାଟେରିଆଲ ବାବଦକୁ ଅର୍ଥ ପାଇବାର ଅଛି। ଏହି ବକେୟା ରାଶି ତୁରନ୍ତ ପ୍ରଦାନ କରିବା…

ବଟଲରଙ୍କ ଛକା, ଚୌକା ବର୍ଷା

ଶାରଜା,୧।୧୧: ଫୁଲ ଫର୍ମରେ ଥିବା ଜୋସ ବଟଲର ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ବ୍ୟାଟର ଭାବେ ଶତକ ହାସଲ କରିଛନ୍ତି। ତାଙ୍କର ୧୦୧ ରନ୍‌ର ଅପରାଜିତ ପାଳି ବଳରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଥ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଧାର୍ଯ୍ୟ ୨୦…

ଏସ୍‌ସି କମିଶନ ମୁଖ୍ୟଙ୍କୁ ଭେଟିଲେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୧।୧୧: ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ମୁମ୍ବାଇ ଜୋନାଲ ମୁଖ୍ୟ ସମୀର ଓ୍ବାଙ୍ଖଡେ ସୋମବାର ଜାତୀୟ ଅନୁସୂଚିତ ଜାତି କମିଶନ (ଏନ୍‌ସିଏସ୍‌ସି)ମୁଖ୍ୟ ବିଜୟ ସାମ୍ପଲାଙ୍କୁ ଦିଲ୍ଲୀଠାରେ ଭେଟିଛନ୍ତି। ଏଥିପୂର୍ବରୁ ଓ୍ବାଙ୍ଖଡେ ଏନ୍‌ସିଏସ୍‌ସିର ଭାଇସ୍‌ ଚେୟାରମ୍ୟାନ ଅରୁଣ ହଲଦରଙ୍କୁ ମୁମ୍ବାଇରେ ଭେଟିଥିଲେ। ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri