ବିଜେଡି ଦଖଲରେ ୯୦ ପ୍ରତିଶତ ବ୍ଲକ

ଭୁବନେଶ୍ୱର,୧୩।୩(ବ୍ୟୁରୋ)- ରାଜ୍ୟରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ବିଜେଡି ଏକପ୍ରକାର କ୍ଲିନ୍‌ସୁଇପ କରିଛି। ୩୧୪ ବ୍ଲକରୁ ୯୦ ପ୍ରତିଶତ ହାତେଇବାରେ ସଫଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୋଳ ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ସମସ୍ତ ବ୍ଲକ ଅକ୍ତିଆର କରିଥିବା ବେଳେ ବାଲେଶ୍ବର ଜିଲାର ୧୨ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୯ଟି, ଭାଜପା ୨ ଓ କଂଗ୍ରେସ ଗୋଟିଏ ବ୍ଲକ ଦଖଲ କରିଛନ୍ତି । ସେହିପରି ବଲାଙ୍ଗୀର ଜିଲାର ୧୪ ବ୍ଲକରୁ ବିଜେଡି ସମର୍ଥିତ୍ତତ ପ୍ରାର୍ଥୀମାନେ ୧୦, ଭାଜପା ଗୋଟିଏ ଓ କଂଗ୍ରେସ ୩ ବ୍ଲକ ଦଖଲ କରିଛି । ବରଗଡ଼ ଜିଲାର ୧୨ଟି ବ୍ଲକରୁ ବିଜେଡି ସମସ୍ତ ବ୍ଲକ ଅକ୍ତିଆର କରିଥିବା ବେଳେ ଭଦ୍ରକ ଜିଲାର ୭ଟି ବ୍ଲକରୁ ବିଜେଡି ସବୁ ବ୍ଲକ ଅକ୍ତିଆର କରିଛି । ବୌଦ୍ଧ ଜିଲାର ୩ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଗୋଟିଏ ଏବଂ ୨ଟି ବ୍ଲକ ଭାଜପା ଦଖଲକୁ ଯାଇଛି ।
କଟକ ଜିଲାର ୧୪ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୩ ଅକ୍ତିଆର କରିଥିବା ବେଳେ ଭାଜପା ଗୋଟିଏ ବ୍ଲକ ଦଖଲ କରିଥିବା ସୂଚନା ମିଳିଛି । ସେହିପରି ଦେବଗଡ଼ ଜିଲାର ୩ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୨ଟି ଏବଂ ଗୋଟିଏ ଭାଜପା ସମର୍ଥତ୍ତ ପ୍ରାର୍ଥୀ ଅକ୍ତିଆାର କରିଛନ୍ତି । ଢେଙ୍କାନାଳ ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୬ ଏବଂ ୨ଟି ଭାଜପା ସମର୍ଥତ୍ତ ପ୍ରାର୍ଥୀ ଅକ୍ତିଆର କରିଛନ୍ତି । ଗଜପତି ଜିଲାର ୭ ବ୍ଲକରୁ ବିଜେଡି ପ୍ରାର୍ଥୀମାନେ ୭ଟି ଯାକ ଅକ୍ତିଆର କରିଛନ୍ତି । ଗଞ୍ଜାମ ଜିଲାର ୨୨ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୨୧ଟି ଅକ୍ତିଆର କରିଥିବା ବେଳେ ଭାଜପା ଗୋଟିଏ ଦଖଲ କରିଛି ।
ସେହିପରି ଜଗତ୍‌ସିଂହପୁର ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୮ଟି ଯାକ ଅକ୍ତିଆର କରିଥିବା ବେଳେ ଯାଜପୁର ଜିଲାର ସମସ୍ତ ୧୦ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ସବୁ ଅକ୍ତିଆର କରିଛନ୍ତି । ଝାରୁସୁଗୁଡ଼ା ଜିଲାର ୭ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ସମସ୍ତ ବ୍ଲକ ଦଖଲ କରିଥିବା ବେଳେ କଳାହାଣ୍ଡି ଜିଲାର ୧୩ ବ୍ଲକରୁ ବିଜେଡି ୧୧ଟି ଅକ୍ତିଆର କରିଥିବା ବେଳେ ଭାଜପା ୨ଟି ଦଖଲ କରିଛି । କନ୍ଧମାଳ ଜିଲାର ୧୨ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୧ଟି ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଲକରେ କଂଗ୍ରେସ ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
କେନ୍ଦ୍ରାପଡ଼ା ଜିଲାର ସମସ୍ତ ୯ଟି ବ୍ଲକ ବିଜେଡି ହାତକୁ ଯାଇଥିବା ବେଳେ କେନ୍ଦୁଝର ଜିଲାର ସମସ୍ତ ୧୩, ଖୋର୍ଦ୍ଧା ଜିଲାର ୧୦ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୮ଟି ଅକ୍ତିଆର କରିଥିବା ବେଳେ ୨ଟି ବ୍ଲକରେ ଭାଜପା ସମର୍ଥତ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କୋରାପୁଟ ଜିଲାର ୧୪ ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୨ଟି ଅକ୍ତିଆର କରିଥିବା ବେଳେ ୨ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାଲକାନଗିରି ଜିଲାର ୭ଟି ବ୍ଲକରୁ ବିଜେଡି ସମସ୍ତ ବ୍ଲକ ଅକ୍ତିଆର କରିଛି। ମୟୂରଭଞ୍ଜ ଜିଲାର ୨୬ଟି ବ୍ଲକରୁ ବିଜେଡି ପ୍ରାର୍ଥୀମାନେ ୨୫ଟି ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଲକରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ନବରଙ୍ଗପୁର ଜିଲାର ୧୦ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୧୦ଟି ଯାକ ଅକ୍ତିଆର କରିଛନ୍ତି। ନୟାଗଡ଼ ଜିଲାର ୮ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୭ଟି ଅକ୍ତିଆର କରିଥିବା ବେଳେ ଗୋଟିଏ ବ୍ଲକରେ ଭାଜପା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନୂଆପଡ଼ା ଜିଲାର ୫ଟି ବ୍ଲକରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀମାନେ ୨ଟି ଅକ୍ତିଆର କରିଥିବା ବେଳେ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?