Home Left

କଂଗ୍ରେସକୁ ପ୍ରଥମ ସଫଳତା

ନୂଆଦିଲ୍ଲୀ,୨ ।୧୧: ଦେଶରେ ୩ ଲୋକ ସଭା ଓ ୨୯ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳ ଧୀରେ ଧୀରେ ଆସିବାରେ ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନରେ କଂଗ୍ରେସକୁ ପ୍ରଥମ ସଫଳତା ମିଳିଛି । ଏଠାରେ ୨ଟି ଆସନରେ…

ମା’ଓ ଶିଶୁର ପୋଷଣ

ସୁସ୍ଥ ମା’ ପେଟରୁ ଜନ୍ମ ନିଏ ସୁସ୍ଥ ସମାଜ। ଏଇଠୁ ଅଙ୍କୁରିତ ହୁଏ ସୃଷ୍ଟିର ପ୍ରଥମ ମୂଳଦୁଆ। ଯେକୌଣସି ଦେଶର ଭବିଷ୍ୟତ ନିର୍ଭର କରେ ମା’ ଓ ଶିଶୁର ସୁସ୍ଥତା ଉପରେ। ତେଣୁ ଭବିଷ୍ୟତକୁ ସମୃଦ୍ଧ କରିବାକୁ ହେଲେ ଏମାନଙ୍କର ସୁସ୍ଥତା…

ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୪୦କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ ଥିବା ବେଳେ ଭୁବନେଶ୍ୱରରୁ ଜଣେ, ଜଗତସିଂହପୁରରୁ ଜଣେ ଏବଂ ପୁରୀରୁ ଜଣଙ୍କର…

ବଡ଼ ପଦକ୍ଷେପ ନେଲେ ଶିଳ୍ପାଙ୍କ ସ୍ବାମୀ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନଗ୍ରାଫୀ ମାମଲାରେ ଜେଲରୁ ବାହାରିବା ପରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ସୋସିଆଲ ମିଡିଆକୁ ବିଦାୟ ନେଇଛନ୍ତି। ରାଜ ତାଙ୍କ ଇନଷ୍ଟାଗ୍ରାମ ଏବଂ ଟୁଇଟର ଆକାଉଣ୍ଟକୁ ଡିଲିଟ କରିଛନ୍ତି। ତାଙ୍କ…

ଫେଲ ହୋଇଗଲେ ରାଜକୁମାରୀଙ୍କ ପତି

ଟୋକିଓ,୨ ।୧୧: ଜାପାନର ପୂର୍ବତନ ସମ୍ରାଟ ଅକିହିତୋଙ୍କ ନାତୁଣୀ ତଥା ଜାପାନ ରାଜକୁମାରୀ ମାକୋ ନିକଟରେ ରାଜପରିବାର ତ୍ୟାଗ କରି ନିଜ ପୁରୁଷ ବନ୍ଧୁ କେଇ କୋମୁରୋଙ୍କୁ ବିବାହ କରିଥିଲେ । ଏହି ବିବାହକୁ ନେଇ ଚର୍ଚ୍ଚା ବି ଯୋର ଧରିଥିଲା…

ପୁଣି ବଢ଼ିଲା କରୋନା ସଂକ୍ରମଣ: ଆଜି ରାଜ୍ୟରେ ୩୨୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩୬ ଜଣ ଲୋକାଲ…

ଶାହରୁଖ ଖାନ୍‌ଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ବଲିଉଡ୍‌ ଅଭିନେତା ଶାହରୁଖ ଖାନ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଦିଲ୍ଲୀର ଜଣେ ସରଳ ବାଳକ ବଲିଉଡର ବାଦଶାହ ହେବା କମ୍‌ ବଡ଼ କଥା ନୁହେଁ। ଶାହରୁଖଙ୍କ ଜୀବନ ଏକ ଫିଲ୍‌ କାହାଣୀ ପରି। ଦିଲ୍ଲୀର ଚାନ୍ଦନୀ ଚୌକ ଗଳିରୁ…

ଥରିଲା ଲଦାଖ

ଶ୍ରୀନଗର,୨।୧୧: ଜମ୍ମୁ-କଶ୍ମୀରରେ ଲଦାଖରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି। ତେବେ ଏପର୍ଯ୍ୟନ୍ତ ରାଜ୍ୟରେ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ। ଏହାପୂର୍ବରୁ ଅକ୍ଟୋବର ୩୦ରେ ଲେହରେ ଭୂକମ୍ପ ଅନୁଭୂତ ହୋଇଥିଲା। ଲେହର ଅଲଚି ଗ୍ରାମରେ…

କାଲାକନ୍ଦ

ଆବଶ୍ୟକ ସାମଗ୍ରୀ: ପନିର- ୨୫୦ଗ୍ରାମ, ଖୁଆ- ୨୫୦ ଗ୍ରାମ, ଅଳେଇଚ ଗୁଣ୍ଡ – ୧ ଚାମଚ, ପିସ୍ତା- ୧ ଚାମଚ (କଟା ହୋଇଥିବା), କାଜୁ- ୧ ବଡ଼ ଚାମଚ, କ୍ରିମ୍‌- ଅଧା କପ୍‌, କ୍ଷୀର- ଅଧା କପ୍‌, ଚିନି- ଦେଢ଼ କପ୍‌,…

ଟାର୍ଗେଟରେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨।୧୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପରେ ମଙ୍ଗଳବାର ଆୟକର ବିଭାଗର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆୟକର ବିଭାଗ ପକ୍ଷରୁ ପାୱାରର ପାଞ୍ଚଟି ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପତ୍ତିର ମୂଲ୍ୟ ଏକ ହଜାର କୋଟିରୁ ଅଧିକ…

ସ୍ମୋକି ମେକ୍‌ଅପ୍‌

ପ୍ରଥମେ ଆଖିରେ ଆପଣଙ୍କ ମନପସନ୍ଦର ଆଇସ୍ୟାଡୋ ପ୍ରାଇମର୍‌ ଲଗାନ୍ତୁ। ଆଇସ୍ୟାଡୋକୁ ନିଜ ଆଙ୍ଗୁଠିରେ କିମ୍ବା ବ୍ରସ୍‌ରେ ଆଖିପତାରେ ଲଗାଇପାରିବେ। ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ଗାଢ଼ ଆଇସ୍ୟାଡୋ ଲଗାଇପାରିବେ। ସ୍ମୋକି ଆଇଜ୍‌ ମେକ୍‌ଅପ୍‌ ନେଉଥିଲେ କଳା ରଙ୍ଗର ଆଇଲାଇନର୍‌ ଲଗାନ୍ତୁ। ଯଦି…

ଜଣେ ପ୍ରେମୀ କିପରି ହେବା ଆବଶ୍ୟକ: ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। ଜଣେ ବ୍ୟକ୍ତି ଏହି ଦୁଇଟି ସମ୍ପର୍କରେ କେବେ ବିଫଳ ହେବାକୁ ଚାହେଁ ନାହିଁ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏ ବିଷୟରେ ଉଲ୍ଲେଖ କରିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri