Home Left

ବଡ଼ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ

ଶ୍ରୀନଗର,୨୮।୧୦: ଜମ୍ମୁ କଶ୍ମୀରର ଡୋଡା ଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳେ ଥାଟ୍ରି-ଡୋଡା ରାସ୍ତାରେ ସୁଇ ଗାୱାରୀରେ ଏହି ସଡ଼କ…

ଇତିହାସ ରଚିଲେ ଏହି କ୍ରିକେଟର୍‌

ଆବୁଧାବି,୨୮।୧୦: ନାମ୍ବିଆର ପେସର୍‌ ରୁବେନ ଟ୍ରମ୍ପେଲମ୍ୟାନ ଟି -୨୦ ବିଶ୍ୱକପ ୨୦୨୧ରେ ଇତିହାସ ସୃଷ୍ଟି କରିଛନ୍ତି। ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ସ୍କଟଲ୍ୟାଣ୍ଡ ବିପକ୍ଷ ଇନିଂସର ପ୍ରଥମ ଓଭରରେ ସେ ୩ ଉଇକେଟ ନେଇଥିଲେ। ଏହା ପ୍ରଥମ ଥର ପାଇଁ ଟି…

କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ

ମୁମ୍ବାଇ: ଟେଲି ଦୁନିଆର ପ୍ରସିଦ୍ଧ ଅଭିନେତ୍ରୀ କାମ୍ୟା ପଞ୍ଜାବୀ କଂଗ୍ରେସରେ ଯୋଗ ଦେଇଛନ୍ତି । ମୁମ୍ବାଇର କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାଜନୀତିରେ…

ସଲମାନଙ୍କୁ ଜୋରରେ ଲାଗିଲା ଭୋକ: କଲେ ଏମିତି

ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ ଫିଟନେସ୍‌ ପାଇଁ ଜଣାଶୁଣା। ସଲମାନ ନିଜ ଡାଏଟକୁ ନେଇ ବେଶ୍‌ ସଚେତନ। ପ୍ରତିଦିନ ସେ ଜିମ୍‌ ଯିବାକୁ ଭୁଲନ୍ତି ନାହିଁ। କିନ୍ତୁ ଯଦି ସଲ୍ଲୁ କେବେ ଭୋକିଲା ଥାନ୍ତି ସେତେବେଳେ ସେ ଡାଏଟ୍‌ ସହ…

ଡ୍ରଗ୍ସ୍‌ ଆଇନରେ ପରିବର୍ତ୍ତନ ପାଇଁ ମନ୍ତ୍ରୀଙ୍କ ଦାବି, ଯୁବବର୍ଗଙ୍କୁ ଜେଲ୍‌ ବଦଳରେ ସୁଧାର ଗୃହ ପଠାଯାଉ…

ଲକ୍ଷ୍ନୌ,୨୮।୧୦: ଦେଶରେ ଡ୍ରଗ୍ସ ମାମଲାକୁ ନେଇ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱାଲେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଏକ ଗଣମାଧ୍ୟମ ସମ୍ମିଳନୀରେ ରାମଦାସ କହିଛନ୍ତି ଦେଶରେ ପ୍ରଚଳିତ…

ଏ ମନ ଖୋଜୁଥାଏ…

କଥାରେ ଅଛି ‘ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା’। ରିତେଶ ଦେଶମୁଖଙ୍କୁ ନାୟକ ଭାବରେ ବ୍ରେକ୍‌ ମିଳିଥିଲା ‘ତୁଝେ ମେରି କସମ୍‌’ରେ। ଫିଲ୍ମଟି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ଅଭିନୟ…

ଭାରତଠାରୁ ୨ ବିଶ୍ୱକପ୍‌ ଟାଇଟଲ୍‌ ଛଡାଇ ନେଇଛି ନ୍ୟୁଜିଲାଣ୍ଡ

ଦୁବାଇ,୨୮।୧୦: ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ହାରିଛି ଭାରତୀୟ ଦଳ। ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚରେ ଦଳକୁ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡର ସାମ୍ନା କରିବାକୁ ପଡିବ। ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନଠାରୁ ପ୍ରଥମ ମ୍ୟାଚ ହାଇଛି। ଏହାସତ୍ତ୍ୱେ ଭାରତକୁ ନ୍ୟୁଜିଲାଣ୍ଡ ପ୍ରତି ସତର୍କ ରହିବାକୁ…

ବିମାନକୁ ଗୋଡ଼ାଇଲେ ଏଲିଅନ୍ସ !

ଓ୍ବାଶିଂଟନ: ଆମେରିକୀୟ ପାଇଲଟମାନେ ଆକାଶରୁ ଖସିଥିବା ଏକ ଉଜ୍ଜ୍ୱଳ ଜିନିଷକୁ କାବୁ କରିଥିବା ଦାବି କରିଛନ୍ତି। ଯେତେବେଳେ ପାଇଲଟ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ ସେତେବେଳେ ବିମାନ ଆକାଶରେ ଉଡୁଥିଲା। କୁହାଯାଉଛି, ଉଡୁଥିବା କିଛି ଉଜ୍ଜ୍ୱଳ ଜିନିଷ ହେଉଛନ୍ତି ଏଲିଅନ୍ସ।…

ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ

ଭବାନୀପାଟଣା,୨୮।୧୦(ସ୍ବ.ପ୍ର): କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅସନ୍ତୋଷ ଦେଖାଦେଉଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶି ଦଣ୍ଡାଦେଶ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ପ୍ରତିବାଦ…

କାହାକୁ ପିଟିବାକୁ ଚାହୁଁଛନ୍ତି ସାମନ୍ଥା

ଦକ୍ଷିଣ ଫିଲ୍ମ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ହେବା ପରେ ତାଙ୍କ ଜୀବନ ସଜାଡିବାକୁ ଆରମ୍ଭ କରିଛନ୍ତି। ନିକଟରେ ସେ ଦର୍ଶନ ପାଇଁ ବଦ୍ରିନାଥ ଏବଂ କେଦାରନାଥରେ ପହଞ୍ଚିଥିଲେ। ଦର୍ଶନ ପରେ ପରେ ସେ ନିଜ ସମାଲୋଚକଙ୍କୁ…

ଓସ୍କାର ଦୌଡ଼ରୁ ବାଦ ପଡ଼ିଲା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି । ଫିଲ୍ମରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ କରାଯାଇଥିବାରୁ ଏହାକୁ ଚୟନ କମିଟି ଖାରଜ କରିଥିବାର ସୂଚନା ମିଳିଛି । କିନ୍ତୁ ଫିଲ୍ମ…

ବୀରେନ୍ଦ୍ର ସେହ୍ବାଗଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପ ୨୦୨୧ ଏବେ ଏକ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଛି। ଏହି ଟୁର୍ନାମେଣ୍ଟର ସୁପର ୧୨ ଲିଗରେ ପ୍ରତ୍ୟେକ ଦଳ ସେମିଫାଇନାଲରେ ସ୍ଥାନ ପାଇବାକୁ କଠିନ ଚେଷ୍ଟା କରୁଛନ୍ତି। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ହାରିବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri