ଖୁବ୍ଶୀଘ୍ର ଦେଶର ପ୍ରତିଟି ହିରୋଙ୍କ କାହାଣୀ କହିବେ ସୋନୁ
ମୁମ୍ବାଇ: ବଲିଉଡ୍ ନାୟକ ସୋନୁ ସୁଦ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଅଭିନୟ ତାଙ୍କୁ ଯେତିକି ପରିଚୟ ଦେଇଥିଲା ତା’ଠାରୁ ଅଧିକ ପରିଚୟ ଦେଲା ତାଙ୍କ ମାନବିକତା । କରୋନା ମହାମାରୀ ସାଙ୍ଗକୁ ଦେଶରେ ଲକଡାଉନ ସାଧାରଣ ଜୀବନକୁ…
ମହାଲିଙ୍ଗ କଲେଜରେ ପ୍ରଶାସନିକ ଟିମ୍
ଭବାନୀପାଟଣା/ଗୋଲାମୁଣ୍ଡା,୧।୧୧(ସ୍ବ.ପ୍ର./ଡି.ଏନ୍.ଏ): ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏପରିସ୍ଥଳେ ସୋମବାର ମହାଲିଙ୍ଗ କଲେଜରେ ପହଞ୍ଚତ୍ ତଦନ୍ତ କରିଛନ୍ତି ଧର୍ମଗଡ ଉପଜିଲାପାଳ ପାୱାର ସଚିନ ପ୍ରକାଶ। ତାଙ୍କ ସହ ଜିଲା…
ମମିତା ହତ୍ୟାକାଣ୍ଡରେ ବ୍ୟବହୃତ ଜେସିବି, ସ୍କୁଟି ଜବତ
ଭବାନୀପାଟଣା,୧।୧୧(ସ୍ବ.ପ୍ର.): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ରବିବାର ସାରେ ଜବତ କରିଛି ସିନ୍ଧେକେଲା ପୋଲିସ। ମହାଲିଙ୍ଗରୁ ଏହି ୨ ଗାଡ଼ିକୁ ଜବତ କରି…
କୋହଲିଙ୍କ ଝିଅକୁ ବଳାତ୍କାର ଧମକ
ମୁମ୍ବାଇ,୧।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଲଗାତାର ଦୁଇ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୯ ମାସିଆ ଝିଅ(ଭାମିକା)ଙ୍କୁ ବଳାତ୍କାର ଧମକ ଦିଆଯାଇଛି। ବଳାତ୍କାର ଧମକ ଦିଆଯାଇଥିବା ଟୁଇଟର ଆକାଉଣ୍ଟକୁ ଡିଲିଟ୍ କରି ଦିଆଯାଇଥିବା ସୂଚନା ମିଳିଛି। ତେବେ…
ପଲକଙ୍କ ପ୍ରଶଂସକ ପାଲଟିଗଲେ ସଲମାନ
ମୁମ୍ବାଇ: ଟେଲିଭିଜନ କୁଇନନ୍ ଶ୍ୱେତା ତିୱାରି ଏବେ ଖୁସିରେ ଝୁମି ଯାଉଛନ୍ତି । ନିଜର ପ୍ରୋଜେକ୍ଟ ସହ ଏବେ ସେ ଖୁବ୍ ଚର୍ଚ୍ଚାରେ ରହୁଛନ୍ତି ଝିଅ ପଲକଙ୍କ ପାଇଁ । ନିକଟରେ ପଲକ ତିୱାରିଙ୍କ ଏକ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଛି…
ଚନିଙ୍କ ଦୀପାବଳି ଭେଟି: କମିଲା ବିଜୁଳି ଦର
ଚଣ୍ଡିଗଡ଼,୧ ।୧୧: ପଞ୍ଜାବ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଚନି ସରକାର ସୋମବାର ଏକ ବଡ ଘୋଷଣା କରିଛନ୍ତି । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନି ପଞ୍ଜାବବାସୀଙ୍କ ପାଇଁ ବିଜୁଳି ପ୍ରତି ୟୁନିଟ ପିଛା ଦର…
ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା
କୁଚିଣ୍ଡା,୧ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଏନ୍ଏସିର ୯ନଂ. ୱାର୍ଡରେ ରହୁଥିବା ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ବ୍ୟାଙ୍କ…
‘ଅଣ୍ଡରଓ୍ବାଲର୍ଡ ଲିଙ୍କ୍ରେ ଅଛନ୍ତି ନଓ୍ବାବ ମଲିକ’
ମୁମ୍ବାଇ,୧।୧୧: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ବରିଷ୍ଠ ନେତା ତଥା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ ମଲିକ ଅଣ୍ଡରଓ୍ବାଲର୍ଡ ସହ ଲିଙ୍କ୍ରେ ଅଛନ୍ତି। ଦୀପାବଳି ପରେ ପ୍ରମାଣ ସହ ସବୁ ପଦାରେ ପକାଇବି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।…
ଜିନ୍ନା ବିବାଦରେ ମାୟାବତୀଙ୍କ ଏଣ୍ଟ୍ରି
ଲକ୍ଷ୍ନୌ,୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବେଳକୁ ବେଳ ରାଜନୀତି ହେଉଛି ସରଗରମ । ବହୁଜନ ସମାଜ ପାର୍ଟି ସୁପ୍ରିମୋ ଶୁଶ୍ରୀ ମାୟାବତୀ ଏବେ ସମାଜବାଦୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ…
ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା
ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ନିଜ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ପରିଦର୍ଶନ କରି ନ ଥିଲେ। ସୋମବାର ମନ୍ତ୍ରୀ…
୮ ଘଣ୍ଟା ବନ୍ଦ ରହିଲା ବରଗଡ଼
ବରଗଡ଼ ଅଫିସ୍,୧।୧୧: ବରଗଡ଼ ସହର ଉପକଣ୍ଠ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ପୋଲିସ ହେପାଜତରେ ମୃତ୍ୟୁ ଏବଂ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ସୋମବାର…
‘ରୋହିତଙ୍କ ବ୍ୟାଟିଂ ଉପରେ ଭରସା ନାହିଁ’
ଦୁବାଇ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ୩ୟ କ୍ରମକୁ ପଠାଯାଇଥିଲା। ଏହା ଦର୍ଶାଉଛି ଟ୍ରେଣ୍ଟ ବୋଲ୍ଟଙ୍କ ଇନ୍ ସୁଇଙ୍ଗକୁ କାଉଣ୍ଟର କରିବା ପାଇଁ ଷ୍ଟାର ଓପନରଙ୍କ ଉପରେ ଭାରତୀୟ ଦଳର ମ୍ୟାନେଜମେଣ୍ଟର ଆଉ ଭରସା ନାହିଁ। ଏଭଳି…
Archives


