ବିନା ପରିବର୍ତ୍ତନରେ ଓହ୍ଲାଇଲା ନ୍ୟୁଜିଲାଣ୍ଡ
ଆବୁଧାବି,୧୦।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ପ୍ରଥମ ସେମିଫାଇନାଲରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସନ। ବ୍ୟାଟିଂ ପାଇଁ ପିଚ୍ ଭଲ। କିନ୍ତୁ କାକରକୁ ଦୃଷ୍ଟିରେ ରଖି ପ୍ରଥମେ ଫିଲ୍ଡିଂ…
କେବିସି ଶୁଟିଂ ପାଇଁ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲେ କପିଲ
ମୁମ୍ବାଇ,୧୦।୧୧: କୋନ ବନେଗା କରୋରପତି(କେବିସି)ର ୧୩ ତମ ସିଜନରେ ଆଗାମୀ ଶାନଦାର ଶୁକ୍ରବାର ଏପିଶୋଡ୍ରେ ଅତିଥି ଭାବେ ନଜର ଆସିବେ ଅଭିନେତା ସୋନୁ ସୁଦ ଓ କମେଡିଆନ କପିଲ ଶର୍ମା। ଏହି ଏପିଶୋଡ୍ ଶୁଟିଂ ଲାଗି ହାସ୍ୟ ଅଭିନେତା କପିଲ ଧାର୍ଯ୍ୟ…
ପ୍ରଥମ ଖେଳାଳି ଭାବେ ଟି୨୦ ଇତିହାସରେ ବିରଳ ରେକର୍ଡ ହାତେଇଲେ ଭାରତୀୟ ସ୍ପିନର
ନୂଆଦିଲ୍ଲୀ,୧୦।୧୧: ବିଦର୍ଭ ସ୍ପିନର ଅକ୍ଷୟ କାର୍ନଓ୍ବୋର ଚଳିତ ସୟଦ ମୁସ୍ତାକ ଅଲି ଟି୨୦ ଟ୍ରଫିରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ମଙ୍ଗଳବାର ମଣିପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ କାର୍ନଓ୍ବୋର ୪ ଓଭର ବୋଲିଂ କରି ୨ ଉଇକେଟ ନେଇଥିଲେ। ବଡ଼…
ଏମ୍ବିଏ ସହ କରିଥିଲେ ସିଏ; ହେଲେ କ୍ରିକେଟକୁ ବାଛିଥିଲେ; ଏବେ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବା ପରେ…
ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଟିମ୍ରେ ନାମ କମାଇଥିବା ଅଲରାଉଣ୍ଡରଙ୍କ ସଂଖ୍ୟା ଅଧିକ ନୁହେଁ। ଏଥିନେଇ ନିଜର ସ୍ବତନ୍ତ୍ରତା ବଜାୟ ରଖିବା ସହ ନିରନ୍ତର ଭାବେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ଭାବନ୍ତି ମଧ୍ୟପ୍ରଦେଶର ୨୬ ବର୍ଷୀୟ ଖେଳାଳି ଭେଙ୍କଟେଶ ଆୟାର।…
ଜାଡେଜାଙ୍କ ବୋଲିଂ ଆକଶନ୍ କପି କଲେ ବୁମରା
ନୂଆଦିଲ୍ଲୀ,୧୦।୧୧: ଆଧୁନିକ କ୍ରିକେଟର ଅନ୍ୟତମ ସର୍ବଶ୍ରେଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପ୍ରଶଂସକଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ତାଙ୍କ ସାଥି ଖେଳାଳି ଯଶପ୍ରୀତ ବୁମରା। ଆଇସିସି ପକ୍ଷରୁ ଇନ୍ଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ ନେଟ୍ ସେସନରେ ଭାରତୀୟ ପେସର ଜାଡେଜାଙ୍କ ବୋଲିଂ ଷ୍ଟାଇଲକୁ…
ଭାରତୀୟ ଟିମ୍ରେ ମିଳିଲା ସୁଯୋଗ; ଆବେଶ କହିଲେ…
ଇନ୍ଦୋର,୧୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଲାଗି ଭାରତୀୟ ଟି-୨୦ ଟିମ୍ରେ ଦ୍ରୁତ ବୋଲର ଆବେଶ ଖାନ୍ଙ୍କୁ ସୁଯୋଗ ମିଳିଛି। ଏହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ତାଙ୍କ ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି।…
ଗୋଟିଏ ଫିଲ୍ମ କରିବାକୁ ଏତିକି କୋଟି ଟଙ୍କା ଦାବି କରନ୍ତି ଜ୍ୟାକ୍ଲିନ
ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଡିଜ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ଏହି ଶ୍ରୀଲଙ୍କା ସୁନ୍ଦରୀ ଗୋଟିଏ ଫିଲ୍ମ କରିବା ପାଇଁ ୬ କୋଟିରୁ ଅଧିକ ଟଙ୍କା ଦାବି କରନ୍ତି। ସେ ଶ୍ରୀଲଙ୍କାର ଏକ ଏନ୍ଜିଓ ସହିତ ଜଡ଼ିତ ଅଛନ୍ତି। ଜ୍ୟାକ୍ଲିନ…
‘ଜିନ୍ନା ପ୍ରଧାନମନ୍ତ୍ରୀ ହୋଇଥିଲେ, ଦେଶ ବିଭାଜନ ହୋଇ ନ ଥାନ୍ତା’
ଲକ୍ଷ୍ନୌ,୧୦।୧୧:: ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବଙ୍କ ପରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିବି) ସଭାପତି ଓମ ପ୍ରକାଶ ରାଜଭର ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି। ରାଜଭର କହିଛନ୍ତି, ଯଦି ଜିନ୍ନାଙ୍କୁ ଦେଶର ପ୍ରଥମ…
ଏମିତି ଗାଁ ଯେଉଁଠି ସମସ୍ତଙ୍କର ନାଁ ଇଂରାଜୀ ଶବ୍ଦରେ; କାରଣ ଜାଣିଲେ…
ଦୁନିଆ ଅଜବ ଜିନିଷରେ ପରିପୂର୍ଣ୍ଣ। ଖାଦ୍ୟପେୟଠାରୁ ଆରମ୍ଭ କରି ପୋଷାକ, ଭ୍ରମଣ ଏବଂ ବିଭିନ୍ନ ସ୍ଥାନର ଅଦ୍ଭୁତ ନାମ ରହିଛି। କେବଳ ଏତିକି ନୁହେଁ, ଅନେକ ଅଜବ ପରମ୍ପରା ମଧ୍ୟ ସାରା ବିଶ୍ୱରେ ରହିଛି। ଭାରତରେ ଏପରି ଏକ ଗାଁ ଅଛି…
ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ପାଇଁ ପାଖରେ ନ ଥିଲା ଟଙ୍କା, ବୟଫ୍ରେଣ୍ଡ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ
ଭିଣ୍ଡ୍,୧୦।୧୧: ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡଙ୍କ ଖର୍ଚ୍ଚ ଉଠାଇବା ପାଇଁ ନିଜ ହିଁ ଅପହରଣ ନାଟକ ରଚି ପରିବାର ଲୋକଙ୍କଠାରୁ ଅଢେଇ ଲକ୍ଷ ଟଙ୍କାର ମୁଣ୍ଡଜାମିନ ମାଗିଥିଲେ। ପୋଲିସ ଯାଞ୍ଚ୍ରୁ ମାମଲାର…
ଗିରଫ ହେଲେ କୋଟିପତି ଓପିଏଚ୍ଡବ୍ଲ୍ୟୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲ
ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲେଫେୟାର କର୍ପୋରେଶନ(ଓପିଏଚ୍ଡବ୍ଲ୍ୟୁସି)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବୁଧବାର ଗିରଫ କରାଯାଇଛି। ଶେଷରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପ୍ରତାପ ସାମଲ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ…
ଏପରି ନ କହିଲେ ସ୍ବାମୀ ମୋତେ ଜୀବନରେ ମାରିଦେବେ? ପ୍ରିୟଙ୍କା କାହାକୁ ଏପରି…
ମୁମ୍ବାଇ: ବଲିଉଡ୍ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ରୁହନ୍ତି। ବଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ ଯାଏ ତାଙ୍କର ଲୋକପ୍ରିୟତା କିଛି କମ୍ ନୁହେଁ। ଗାୟକ ତଥା ଅଭିନେତା ନିକ୍ ଜୋନାସ୍ଙ୍କୁ ବିବାହ…
Archives


