Home Left

‘ସୁପାରିସରେ ଦିଆଯିବ ନାହିଁ ଚାକିରି’

ମୋହାଲି,୨୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର ଆମ ଆଦମି ପାର୍ଟି (ଏଏପି)ର ବିଧାୟକଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ସଚ୍ଚୋଟତା ସହ କାର୍ଯ୍ୟ କରିବାକୁ କହିଛନ୍ତି। ଫାଙ୍କା ପଡ଼ିଥିବା ୨୫ ହଜାର ପଦବୀ ପାଇଁ କୌଣସି ସୁପାରିସ ନ କରିବାକୁ ସେ…

ଜମ୍ମୁ-କଶ୍ମୀର ଘଟଣା ପାଇଁ ପାକିସ୍ତାନ ଦାୟୀ: ଆଜାଦ

ଶ୍ରୀନଗର,୨୦।୩: ବଲିଉଡ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ମନ୍ତବ୍ୟ ସାମ୍ନାକୁ ଆସୁଛି। ଜମ୍ମୁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ…

ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଏମ୍‌ପିଙ୍କ ପ୍ରଚାର

କାଶୀନଗର,୨୦।୩: କାଶୀନଗର ଏନ୍‌ଏସି ନିର୍ବାଚନ ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ୧୩ଟି ୱାର୍ଡ ପରିକ୍ରମା କରି ଅଧ୍ୟକ୍ଷା ପ୍ରାର୍ଥତ୍ନୀ ତଥା ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଏମ.ସୁଧାରାଣୀ ଓ କାଉନସିଲର ପ୍ରାର୍ଥୀମାନଙ୍କ ନିମନ୍ତେ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ…

‘ପଞ୍ଜାବରେ ନୂଆ ସରକାର କାମ ଆରମ୍ଭ କଲେଣି, ୪ ରାଜ୍ୟରେ ତୁଟୁନି ଭାଜପା କଳି’

ନୂଆଦିଲ୍ଲୀ,୨୦।୩: ପଞ୍ଜାବରେ ବିଜୟ ପରେ ଆମ ଆଦମୀ ପାର୍ଟି ଏବେ ସକ୍ରିୟ ହୋଇପଡିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ପଞ୍ଜାବର ସମସ୍ତ ବିଧାୟକଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକରେ…

୧ ଡିଗ୍ରୀ ତାପମାତ୍ରାରେ ବରଫର ମଜା ନେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ପୂଜା ବାତ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍‌। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ଅଧିକାଂଶ ସମୟରେ ନିଜର ହଟ୍‌ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି।…

ଆଇପିଏଲ୍‌ ପୂର୍ବରୁ ଚିନ୍ତାରେ ସିଏସ୍‌କେ

ନୂଆଦିଲ୍ଲୀ,୨୦।୩: ମାତ୍ର ୫ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣ। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ସମସ୍ୟା ଶେଷ ହେଉ ନାହିଁ। ଦୁଇ ଷ୍ଟାର ଯୁବ ଖେଳାଳି ଦୀପକ…

ୟୁରୋପର ବୃହତ୍ତମ ଇସ୍ପାତ୍‌ କାରଖାନା ଧ୍ୱଂସ କଲା ରୁଷିଆ

କ୍ୱିଭ୍‌,୨୦।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରବିବାର ରୁଷିଆ ଏକ ସ୍କୁଲ ବିଲ୍ଡିଂକୁ ଟାର୍ଗେଟ କରିଛି। ମାରିଉପୋଲ ସହରରେ ଥିବା ଏକ ଆର୍ଟ ସ୍କୁଲ ଉପରେ ବୋମା ବର୍ଷା କରିଛି ରୁଷିଆ। ଯୁଦ୍ଧ ଲାଗି ଏହି…

ଅନ୍‌ଲାଇନ୍‌ ଗେମ୍‌ରୁୁ ପଡ଼ିଗଲେ ପ୍ରେମରେ, ଆଉ ତା’ ପରେ…

କୁହାଯାଏ, ପ୍ରେମ ପ୍ରେମ ଅନ୍ଧ। ଏହା ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ବୟସ, ଦୂରତା କିଛି ମାନେନା। ବ୍ରିଟେନର ଏକ ଯୋଡ଼ିଙ୍କ କ୍ଷେତ୍ରରେ ଏପରି ଘଟିଛି। ଏକ ଅଦ୍ଭୁତ ପରିସ୍ଥିତିରେ ପ୍ରେମରେ ପଡ଼ିଥିଲେ। ଦୁହେଁ ଅନ୍‌ଲାଇନ୍‌ ଗେମ୍‌ ଖେଳୁଖେଳୁ ପ୍ରେମରେ ପଡ଼ିଗଲେ।…

ଟିମ୍‌ ଇଣ୍ଡିଆ ସଦସ୍ୟ ପାଲଟିଲେ ନେଟ୍‌ ବୋଲର

ଅହମ୍ମଦାବାଦ,୨୦।୩: ୨୦୧୪ ଆଇପିଏଲର ପର୍ପଲ କ୍ୟାପ୍‌ ଅଧିକାରୀ ମୋହିତ ଶର୍ମାଙ୍କୁ ନେଟ୍‌ ବୋଲର ଭାବେ ଦଳରେ ସାମିଲ କରିଛି ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ। ଏହା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ମୋହିତଙ୍କ ସହିତ ବାମ ହାତୀ ପେସର ବରିନ୍ଦର…

ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଅଧିକାରୀ କହି ଠକୁଥିଲେ କୋଟିକୋଟି ଟଙ୍କା, ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଅଢ଼େଇ କୋଟି ଟଙ୍କା ଠକେଇ ଅଭିଯୋଗରେ ହିମାଂଶୁ ଭଣ୍ଡାରୀ ନାମକ ଜଣେ ବ୍ୟକ୍ତିଙ୍କୁ ନୋଏଡାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରେ ଟଙ୍କା ଦେବାକୁ କହି ଲୋକଙ୍କୁ ଠକି ଚାଲିଥିଲେ ହିମାଂଶୁ। ୨ କୋଟି ୩୫…

ମ୍ୟାଚ୍‌ ପୂର୍ବରୁ ଭୁଶୁଡ଼ି ପଡ଼ିଲା ଗ୍ୟାଲେରୀ

ମାଲପୁରମ(କେରଳ),୨୦।୩: କେରଳର ମାଲପୁରମ ଜିଲାରେ ଶନିବାର ଏକ ଫୁଟ୍‌ବଲ ମ୍ୟାଚ୍‌ ପାଇଁ ନିର୍ମିତ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ଥିବା ପୋଲିସ ପକ୍ଷରୁ…

୨୫ ଟଙ୍କା ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ,୨୦।୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ପେଟ୍ରୋଲ ପମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?