ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ
ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍ଫେର୍ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାଉତଙ୍କୁ ନିଲମ୍ବିତ କରାଯାଇଛି। ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନମିତା…
ଖୁବ୍ଶୀଘ୍ର ପିଲାଙ୍କୁ ଦିଆଯିବ ଟିକା: ୧ କୋଟି ଡୋଜ୍ କିଣିବେ ସରକାର
ନୂଆଦିଲ୍ଲୀ,୭।୧୧: ଭାରତରେ ପିଲାମାନଙ୍କୁ ଖୁବ୍ଶୀଘ୍ର କରୋନା ଟିକା ଦିଆଯିବ। ୧୨ ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ଅହମ୍ମଦାବାଦ ସ୍ଥିତ କମ୍ପାନୀ ଜାୟଡସ କାଡିଲା ଠାରୁ ତିନି ଡୋଜ ଟିକା ‘ଜାଇକୋଭ-ଡି’ର ୧ କୋଟି…
ପୁନିତଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ସୁରକ୍ଷା ଲୋଡା
ବେଙ୍ଗାଲୁରୁ,୭।୧୧: କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଅକାଳ ବିୟୋଗକୁ ସପ୍ତାହରେ ଊର୍ଦ୍ଧ୍ୱ ସମୟ ବିତି ସାରିଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି। ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ଅକାଳେ ପୁନିତ ଆଖି ବୁଜିଲେ ବୋଲି ଫ୍ୟାନ୍ସଙ୍କ…
୯ ବର୍ଷରେ ପ୍ରଥମ ଥର
ନୂଆଦିଲ୍ଲୀ,୭।୧୧: ଚଳିତ ଟି୨୦ ବିଶ୍ୱକପ୍ରେ ନ୍ୟୁଜିଲାଣ୍ଡ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଆଫଗାନିସ୍ତାନକୁ ହରାଇ ଦେଇଛି। ମ୍ୟାଚ୍ର ଏଭଳି ଫଳାଫଳ ଯୋଗୁ ସେମିଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଛି ଟିମ୍ ଇଣ୍ଡିଆ। ୯ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତୀୟ ଦଳ…
ପଞ୍ଚାୟତ ଅଫିସରେ ବୁଲାଇଲେ କଳାକନା
ଲାଠୋର,୭ା୧୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ କାର୍ଯ୍ୟାଳୟରୁ କମ୍ପ୍ୟୁଟର, ଇନଭର୍ଟର ଓ ଅନ୍ୟାନ୍ୟ କେତେକ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚ ବିଜୟଲକ୍ଷ୍ମୀ ବାଗ ରବିବାର ଲାଠୋର ଥାନାରେ ଏତଲା ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ…
ବୋହୂଙ୍କୁ ଫେରାଇ ଆଣିବାକୁ କହିବାରୁ ମା’ଙ୍କୁ ହତ୍ୟା
ସୁନ୍ଦରଗଡ଼,୭ା୧୧(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅଧୀନ ମନଭଲାପଡ଼ାରେ ମଦ୍ୟପ ପୁଅ ନିଜ ମା’ଙ୍କୁ ଇଟାରେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ ଉକିଆ ବାର୍ଲା (୬୫)। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ…
ଟୁଇଟର୍ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ
ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍ କମ୍ପାନୀ ଟେସ୍ଲାର ସିଇଓ ଏଲନ ମସ୍କ ଟୁଇଟର୍ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ମସ୍କ ଏକ ସର୍ଭେରେ ପ୍ରଶ୍ନ କରିଛନ୍ତି ଯେ, ମୁଁ ଟେସ୍ଲାର ୧୦…
ଭଜିଙ୍କ ସର୍ବକାଳିନ ଟି୨୦ ଦଳରେ କୋହଲିଙ୍କ ପାଇଁ ସ୍ଥାନ ନାହିଁ
ନୂଆଦିଲ୍ଲୀ,୭।୧୧: ଭେଟେରାନ ଅଫ୍ ସ୍ପିନର ହରଭଜନ ସିଂ ରବିବାର ନିଜର ସର୍ବକାଳିନ ଟି୨୦ ଏକାଦଶ ବାଛିଛନ୍ତି। ପୂର୍ବତନ ଓ ବର୍ତ୍ତମାନ ତାରକା ଖଚ୍ଚିତ ଦଳରେ ଭଜିଙ୍କ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ଭଜିଙ୍କ ଦଳରେ ଓପନର ଭାବେ ସ୍ଥାନ…
‘ମୋଦି ଜଣେ ଚତୁର ରାଜନେତା’
ନୂଆଦିଲ୍ଲୀ,୭।୧୧:କଂଗ୍ରେସ ଏମ୍ପି ଶଶି ଥରୁର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି। ସେ ମୋଦିଙ୍କୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସହ ତୁଳନା କରିଛନ୍ତି। ରବିବାର ସେ କହିଛନ୍ତି ସର୍ଦ୍ଦାର ସମଗ୍ର ରାଷ୍ଟ୍ର ତଥା ଗୁଜରାଟୀଙ୍କ ପ୍ରତିନିଧିତ୍ୱ କରୁଥିଲେ। ମୋଦି…
ଶାସ୍ତ୍ରୀଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି ଏହି ଆଇପିଏଲ ଫ୍ରାଞ୍ଚାଇଜ
ନୂଆଦିଲ୍ଲୀ,୭।୧୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ରେ ନୂଆ କରି ସାମିଲ ହୋଇଥିବା ଅହମ୍ମଦାବାଦ୍ ଫ୍ରାଞ୍ଚାଇଜ ସମ୍ଭବତଃ ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀଙ୍କ ସହ ଚୁକ୍ତି କରିପାରେ। ଚଳିତ ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆ ସହ ଶାସ୍ତ୍ରୀଙ୍କ ଚୁକ୍ତି ଶେଷ…
ବିଜୟର ମନ୍ତ୍ର ଦେଲେ ମୋଦି
ନୂଆଦିଲ୍ଲୀ,୭।୧୧: ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବଚନ ସମ୍ପର୍କରେ ଦଳର କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳ ସାଧାରଣ ଲୋକଙ୍କ ବିଶ୍ୱାସର…
ଦିନ ଥିଲା ତୃତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିଲେ, ଏବେ କୋଟିପତି ଅଭିନେତ୍ରୀ
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନୁଷ୍କା ସେଟ୍ଟୀ ଜଣେ। ତାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ‘ରୁଦ୍ରମାଦେବୀ, ମିର୍ଚ୍ଚି ଏବଂ ଅରୁନ୍ଧତି’ ଭଳି ହିଟ୍ ଫିଲ୍ମରେ କାମ କରି ବାହାବା ସାଉଁଟିଛନ୍ତି ସେ। ଅନୁଷ୍କା ୧୪୨…
Archives


