ଚାଷ ଜମି ନିଆଁ ବ୍ୟାପିଲା

କୋକସରା,୨୦।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ବୋବରିଆ ଗ୍ରାମରେ ରବିବାର ରାତିରେ ଏକ ଅଗ୍ନିକାଣ୍ଡ ଘଟିଛି। କେହି ଜଣେ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲେ। ଫଳରେ ଜମିରେ ରହିଥିବା ଶୁଖାଲା ପାଳରେ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିଲା। ଏପରି କି ନିଆଁ ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା। ଏନେଇ ବୋବରିଆ ଗ୍ରାମବାସୀ କୋକସରା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଦଫା ଦାବିରେ କୃଷକ ମହାସଂଘର ସ୍ମାରକପତ୍ର

ଜଳେଶ୍ୱର,୩।୬(ସ୍ବ.ପ୍ର)- ବାଲେଶ୍ୱର ଜିଲାର ଜଳେଶ୍ୱର କୃଷି ଜିଲା କୃଷକ ମହାସଂଘ ପକ୍ଷରୁ ବୁଧବାର ୬ଦଫା ଦାବି ନେଇ ଏକ ସ୍ମାରକପତ୍ର କୃଷି ଜିଲା ଅଧିକାରୀଙ୍କ ଜରିଆରେ...

ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ହଡ଼ପ

ଯାଜପୁର ଅଫିସ,୧୫।୧: ନକଲି ବାର୍ଷିକ ଦେୟ ରସିଦ ଓ ବିବାହ ପ୍ରମାଣପତ୍ର ପ୍ରସ୍ତୁତ କରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ୫୪ ଲକ୍ଷ ୩୫ ହଜାର...

ଗାଁରେ ପଶିଲା ଦନ୍ତା

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଗପୋ ଗାଁରେ ଏକ ଦନ୍ତାହାତୀକୁ ଆଜି ସକାଳୁ ଦେଖିବାକୁ ମିଳିଛି। ଶିମିଳିପାଳରୁ ଏକ ହାତୀ ମୟୂରଭଞ୍ଜ ମଧ୍ୟ...

ଚାଷୀ ଚିନ୍ତା ବଢାଇଛି କରୋନା

ବାଲିଗୁଡା ୨୬ା୩(ଡି.ଏନ୍‌.ଏ.)- କରୋନା ପ୍ରଭାବରେ ଚାଷୀ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଶ୍ରମିକ ମିଳୁ ନ ଥିବାରୁ ଚାଷୀ ଫସଲ ଅମଳ କରିପାରୁନାହିଁ। ବାଲିଗୁଡା...

କନ୍ଧମାଳ-ଗଞ୍ଜାମ ସୀମା ସିଲ୍‌ : ୩୬ ଜଣ ଯାତ୍ରୀ ନେଇ ଆସୁଥିବା ଗାଡ଼ି ଜବତ, ଚାଳକ, ହେଲ୍‌ପର ଗିରଫ

ଦାରିଙ୍ଗବାଡ଼ି,୧।୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ପ୍ରଶାସନ ପକ୍ଷରୁ ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରାଯାଇଛି। ମଙ୍ଗଳବାର ଠାରୁ କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ୫୯ ନଂ....

ଚାଲିଚାଲି ଚେନ୍ନାଇରୁ ଫେରିଲେ ୧୦ ଶ୍ରମିକ

ଶେରଗଡ,୨୯ା୪(ଡି.ଏନ୍‌.ଏ.)- ଚେନ୍ନାଇରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ୧୦ ଜଣ ଲକ୍‌ଡାଉନ ପରେ...

ଛେଣ୍ଡିପଦାରେ ଉତ୍କଟ ପାନୀୟ ସଙ୍କଟ

ଛେଣ୍ଡିପଦା,୩୦।୪(ଡି.ଏନ.ଏ)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଦେଖାଦେଇଛି ଉତ୍କଟ ପାନୀୟ ଜଳାଭାବ। ଦିନକୁ ଦିନ ଆଶାତୀତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ...

ଏନ୍‌ଏସି ଅଫିସରେ ତାଲା ପକାଇଲେ ଠିକାଦାର ମିଳୁନି ବକେୟା ପାଉଣା

ହିନ୍ଦୋଳ, ୪।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳର ୨୫ ଠିକାଦାର ବକେୟା ବିଲ୍‌ ଦାବି କରି ମଙ୍ଗଳବାର ଏନ୍‌ଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି।...

Advertisement
Archives

Model This Week