Posted inଜାତୀୟ

ଶିବାଜୀଙ୍କ ମୂର୍ତ୍ତି ପାଇଁ ୧୪୪ ଧାରା

ନିଜାମାବାଦ(ତେଲେଙ୍ଗାନା),୨୦।୩: ଛତ୍ରପତି ଶିବାଜୀଙ୍କ ଏକ ମୂର୍ତ୍ତି ସ୍ଥାପନ ନେଇ ତେଲେଙ୍ଗାନାର ନିଜାମାବାଦ ଜିଲାର ବୋଧାନ ସହରରେ ଦୁଇ ରାଜନୈତିକ ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଏଥିଯୋଗୁ ବୋଧାନ ସହରରେ ୧୪୪ ଧାରା ଜାରି କରାଯାଇଛି।

ତେବେ ମହାରାଷ୍ଟ୍ର ସୀମାକୁ ଲାଗିଥିବା ବୋଧାନ ସହରର ଆମ୍ବେଡକର କ୍ରସରୋଡଠାରେ ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବାର ଥିଲା ବୋଲି ସ୍ଥାନୀୟ ଭାଜପା ଏମ୍‌ପି ଅରବିନ୍ଦ ଧରମାପୁରୀ କହିଛନ୍ତି।

ଏଆଇଏମ୍‌ଆଇଏମ୍‌ ଏବଂ ଟିଆର୍‌ଏସ୍‌ କର୍ମୀ ମୂର୍ତ୍ତି ସ୍ଥାପନକୁ ବିରୋଧ କରିବା ସହ ଭାଜପା ସମର୍ଥକଙ୍କୁ ରୋକିଥିଲେ। ପରେ ଏହା ହିଂସାତ୍ମକ ମୋଡ଼ ନେଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ ରଖିବା ପାଇଁ ଅଞ୍ଚଳରେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଚିକିତ୍ସା ପାଇଁ ଆସିଲା ଔଷଧ: ଦାମ ମାତ୍ର ୧୦୩ ଟଙ୍କା

ନୂଆଦିଲ୍ଲୀ,୨୦।୬: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ କମ୍ପାନୀ କରୋନାରେ ସାମାନ୍ୟ ଭାବେ ପୀଡ଼ିତ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଆଣ୍ଟିଭାଇରାଲ ଔଷଧ ଆଣିଛନ୍ତି। ଫାଭିପିରାଭିର(Favipiravir) ଆଣ୍ଟିଭାଇରାଲ ଔଷଧକୁ ଫାଭିଫ୍ଲୁ...

ମମତାଙ୍କ କ୍ୟାବିନେଟରେ ବଡ଼ ଧରଣର ଅଦଳବଦଳ

କୋଲକାତା,୩।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ଭାଜପାରୁ ଟିଏମସିକୁ ଆସିଥିବା ବାବୁଲ ସୁପ୍ରିୟୋଙ୍କ ସମେତ...

ଜିଲା ମୁଖ୍ୟାଳୟକୁ ସ୍ଥାନାନ୍ତର ହେବେ ହିନ୍ଦୁ କର୍ମଚାରୀ

ଶ୍ରୀନଗର,୧।୬: ଜମ୍ମୁରେ କଶ୍ମୀର ପଣ୍ଡିତଙ୍କୁ ବାରମ୍ବାର ଟାର୍ଗେଟରେ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଜମ୍ମୁ କଶ୍ମୀର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ...

ସରକାର ତୁମେ ମାନିନିଅ

ନୂଆଦିଲ୍ଲୀ,୧୦ା୧୨: ଯୁଦ୍ଧ ଜିତିବା ପରେ ହିଁ ଘରକୁ ଫେରିବ। ତା’ ପୂର୍ବରୁ କଦାପି ନୁହେଁ। ପୁଅର ଏହି କଥା ପଞ୍ଜାବର ୭୧ ବର୍ଷୀୟ କୃଷକ ଗୁର୍‌ଦେବ...

ଆଧାର ତଥ୍ୟ ଲିକ୍‌ କଲେ କଡ଼ା କାର୍ଯ୍ୟାନୁଷ୍ଠାନ:ଇସି

ନୂଆଦିଲ୍ଲୀ,୬ା୭: ଭୋଟର ତାଲିକାରେ ଜାଲିଆତି ରୋକିବା ପାଇଁ ଏହାକୁ ଆଧାର ସହ ସଂଯୋଗ କରିବା ଲାଗି ଭାରତର ନିର୍ବାଚନ କମିଶନ (ଇସିଆଇ) ନିୟମ ପ୍ରଣୟନ କରିବା...

ଉପର ମୁହାଁ କରୋନା, ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ...

ସ୍ତ୍ରୀଙ୍କ କ୍ୟାନସର ଅପରେଶନ ସଫଳ, ଟୁଇଟ୍‌ କରି ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ସିଦ୍ଧୁ

ଚଣ୍ଡିଗଡ,୨୪।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ସିଦ୍ଧୁଙ୍କ ଅପରେଶନ ସଫଳ ହୋଇଛି। ସିଦ୍ଧୁ ନିଜେ ଟୁଇଟ୍‌ କରି ଏହି ସୂଚନା...

ପଞ୍ଜାବ ନିର୍ବାଚନ ପୂର୍ବରୁ ଏଏପିକୁ ବଡ ଝଟକା

ଚଣ୍ଡିଗଡ଼,୩ ।୧୨: ପାଖେଇ ଆସୁଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏହାକୁ ଦେଖି ସବୁ ରାଜନୈତିକ ପାର୍ଟି ସଜବାଜ ହେଉଥିବା ବେଳେ ଆମ ଆଦମୀ ପାର୍ଟି(ଏଏପି)କୁ...

Advertisement
Archives

Model This Week