Home Left

ଆମେଠିରେ ତିଆରି ହେବ ଏକେ-୨୦୩ ଅସ୍ଲଟ ରାଇଫଲ

ନୂଆଦିଲ୍ଲୀ,୨୩ ।୧୧: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଯାତ୍ରାରେ ଆସୁଛନ୍ତି । ପୁଟିନଙ୍କ ଏହି ଯାତ୍ରା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକେ ୨୦୩ ଅସଲ୍ଟ ରାଇଫଲର ୫୦୦୦ କୋଟି ଡିଲକୁ ନେଇ ପ୍ରସ୍ତୁତିରେ ଲାଗିପଡିଛି…

୧୮୭୨ କୋଟିର ୮ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟ ସରକାର ୧୮୭୨.୧୧କୋଟି ଟଙ୍କାର ୮ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସିଙ୍ଗିଲ୍‌ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁସିଏ) ବୈଠକରେ ଅନୁମୋଦନ ଦିଆଯାଇଛି। ଏହି ସବୁ ପ୍ରକଳ୍ପ…

ସ୍ପୁଲ୍‌ ଯାଇ ନ ପାରିବାରୁ ୯ମ ଶ୍ରେଣୀ ଛାତ୍ର ନେଲେ ଏମିତି ପଦକ୍ଷେପ

ଭୋପାଳ,୨୩।୧୧: ମଧ୍ୟପ୍ରଦେଶର ବୈତୁଲରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ଯାଇ ନ ପାରିବା କାରଣରୁ ଜଣେ ୯ମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାର ଯାଞ୍ଚ୍‌ ଆରମ୍ଭ କରିଛି। ମୃତ ଛାତ୍ର ଜଣଙ୍କ ହେଲେ ରାହୁଲ ସରଦାର। ସେ…

୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ସମ୍ବଲପୁର,୨୩।୧୧(ବ୍ୟୁରୋ): ବୁର୍ଲା ଭୀମସାର ମେଡିକାଲର ଏମବିବିଏସ୍‌ ପ୍ରଥମ ବର୍ଷର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ଛାତ୍ରୀ ରହିଥିବାବେଳେ ୭ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ପଜିଟିଭ୍‌ ଆସିବା…

‘୭ ମିନିଟ୍‌ରେ କୋଚ୍‌ ହୋଇ ଭାରତକୁ କରିଥିଲେ ବିଶ୍ୱବିଜେତା’

ଭାରତୀୟ କ୍ରିକେଟ ଇତିହାସରେ ଗ୍ୟାରି କର୍ଷ୍ଟନଙ୍କୁ ସର୍ବଦା ସ୍ମରଣ କରାଯିବ। ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତୀ ଖେଳାଳିଙ୍କ କୋଚିଂରେ ଟିମ ଇଣ୍ଡିଆ ୨୦୧୧ରେ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଆଜି କର୍ଷ୍ଟନଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କୁ ୫୪…

ନୂଆ ସାଙ୍ଗ ସହ ପଡ଼ିଆକୁ ଓହ୍ଲାଇଲେ କୋହଲି

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ନଭେମ୍ବର ୨୫ରୁ ଆରମ୍ଭ ହେଉଛି। ଏହି ସିରିଜ ଆରମ୍ଭ ପୂର୍ବରୁ ଉଭୟ ଦଳ କାନପୁରରେ ପହଞ୍ଚିଛନ୍ତି। ଭାରତୀୟ ଅଧିନାୟକ ବିରାଟ କାନପୁର ଟେଷ୍ଟର ଅଂଶ ନୁହଁନ୍ତି, ସେ ମୁମ୍ବାଇ ଟେଷ୍ଟରେ ଭାରତୀୟ ଦଳରେ…

ପ୍ରିୟଙ୍କା-ନିକ୍‌ଙ୍କ ଛାଡପତ୍ର ଚର୍ଚ୍ଚାକୁ ନେଇ ମା’ କହିଲେ…

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ପ୍ରିୟଙ୍କା ଚୋପ୍ରାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରିୟଙ୍କା ଗତ ନଭେମ୍ବର ୨୨ରେ ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍‌ ହଟାଇ ଦେଇଛନ୍ତି। ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି। ସେବେଠାରୁ…

ରାଜ୍ୟରେ ୨୬ରୁ ବଢିବ ଶୀତ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ପାଗ ମେଘୁଆ ଓ କୋହଲା ରହିଥିବା ବେଳେ ପାଗରେ ପରିବର୍ତ୍ତନ ଆସିବ। ଧିରେ ଧିରେ ରାତି ତାପମାତ୍ରା କମିବ । ରାଜ୍ୟରେ ଆସନ୍ତା ୨୬ରୁ ଶୀତ ବଢିବା ସହ ତାପମାତ୍ରା ପ୍ରାୟ ୫ ରୁ ୬ ଡିଗ୍ରୀ କମିଯିବ…

ଶୀତ ଗାଏବ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ପାରଦ ଉପରମୁହଁା ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ରାତ୍ରିର ସର୍ବନିମ୍ନ ତାପମାତ୍ରା ତଳକୁ ଖସୁନାହିଁ। ଓଡ଼ିଶା ଉପକୂଳରେ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆକାଶ ମେଘାଚ୍ଛନ୍ନ ରହିବା ସହ ଆସନ୍ତା ୨୬ ତାରିଖ…

ନିର୍ବାଚନ କମିଶନଙ୍କୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

କଟକ ଅଫିସ,୨୩।୧୧: ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ମାମଲାର ଶୁଣାଣି ସୋମବାର ହୋଇଛି। ଏହି ମାମଲାରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୂରଲୀଧର…

କୁକୁର ଉଇକେଟ୍‌ କିପିଂ ସହ କରୁଛି ଫିଲ୍ଡିଂ: ସଚିନ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୧: ଭାରତର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସୋମବାର ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ବହୁତ ପସନ୍ଦ କରାଯାଉଛି। ଭିଡିଓରେ ଗୋଟିଏ କୁକୁର ଉଇକେଟ କିପର ଦାୟିତ୍ୱ ନିର୍ବାହ କରୁଛି ଏବଂ ଫିଲ୍ଡିଂ…

ଝରକା ଗ୍ରୀଲ୍‌ ତାଡ଼ି ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩।୧୧: ବାଳଅପରାଧୀଙ୍କୁ ସୁଧାରିବା ପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ ଏବେ ବିବାଦ ଘେରକୁ ଚାଲିଆସିଛି। ରବିବାର ବିଳମ୍ବିତ ରାତିରେ ଝରକା ଗ୍ରିଲ୍‌ ତାଡ଼ି ୬ ଅନ୍ତେବାସୀ ସୁଧାର ଗୃହରୁ ଖସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri