Home Left

କ୍ରନିକ୍‌ ରୋଗ ଓ ଛଣାତେଲ

ଆଜିକାଲି ଛଣାଛଣି ଏବଂ ଚଟପଟିଜାତୀୟ ଖାଦ୍ୟର ଚାହିଦା ଅଧିକ। ଅନେକେ ଏପରି ଖାଦ୍ୟ ପ୍ରସ୍ତୁତ ପାଇଁ ଆବଶ୍ୟକ ତେଲକୁ ଏକାଧିକ ଥର ବ୍ୟବହାର କରିଥାଆନ୍ତି। ଅନେକେ ବଳକା ତେଲକୁ ପୁଣି ଥରେ ଛଣାଛଣି ପାଇଁ ବ୍ୟବହାର କରନ୍ତି। ତେବେ ଏପରି ଖାଦ୍ୟ…

ଏପରି ବନ୍ଧୁ ସର୍ବଦା ରହିଥାନ୍ତି ପାଖରେ

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ବନ୍ଧୁଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏଥି ସହିତ, ସେ ଜଣେ ବନ୍ଧୁଙ୍କ ପ୍ରକୃତି ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି, ଯିଏ ସାରା ଜୀବନ ସାଥିରେ ରହିଥାନ୍ତି। ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ମଧ୍ୟ ଏପରି…

ସ୍ମରଣ ଶକ୍ତି ବୃଦ୍ଧିର ନୂଆ ଉପାୟ

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପାଇଁ ଆମକୁ ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ତା’ ସହ ଆମର ସ୍ମରଣ ଶକ୍ତି ମଧ୍ୟ ସକ୍ରିୟ ରହିବା ନିହାତି ଦରକାର। ତେବେ ଏଥିପାଇଁ ଏକ…

ଜେୱର ବିମାନବନ୍ଦରରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ ଯୋଗୀ ଆଦିତ୍ୟନାଥ, ଗୋଟିଏ ଦିନ ପରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୋଦି

ଲକ୍ଷ୍ନୌ,୨୩ ।୧୧: ଏସିଆର ସବୁଠାରୁ ବଡ ବିମାନ ବନ୍ଦର ଭାବେ ବିକଶିତ ହେବାକୁ ଯାଉଛି ନୋଏଡ଼ା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ । ଏହାର ଶିଳାନ୍ୟାସ ନଭେମ୍ବର ୨୫ରେ କରାଯିବ । ଏହି ଶିଳାନ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ । ଏହାପୂର୍ବରୁ ଶିଳାନ୍ୟାସ…

ବଳାତ୍କାରୀଙ୍କୁ ୩୫ ବର୍ଷ ଜେଲ

ଜୟପୁର,୨୩ା୯(ନି.ପ୍ର.): ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ ପକ୍ସୋ କୋର୍ଟ ବିଚାରପତି ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ସୁନ୍ଦର ରୁପଙ୍କୁ ୩୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…

ବିବାହ ପରେ ପ୍ରତିବର୍ଷ ଗର୍ଭବତୀ ହୋଇଆସୁଛନ୍ତି ଏହି ମହିଳା, ଏପର୍ଯ୍ୟନ୍ତ ଦେଲେଣି ଏତିକି ଶିଶୁ ଜନ୍ମ

ୱାଶିଂଟନ,୨୩।୧୧: ଜଣେ ଆମେରିକୀୟ ମହିଳା ତାଙ୍କ ବିବାହ ପରଠାରୁ ପ୍ରାୟ ପ୍ରତିବର୍ଷ ଗର୍ଭବତୀ ହୋଇ ଆସୁଛନ୍ତି। ଖୁବଶୀଘ୍ର ତାଙ୍କର ଦ୍ୱାଦଶ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ମହିଳା ଏଥିପାଇଁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ…

ଆତଙ୍କବାଦୀ ଆକ୍ରମଣର ଧମକ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଶିମଲା,୨୩ ।୧୧: ହିମାଚଳ ପ୍ରଦେଶ ଶିମଲା ରେଲୱେ ଷ୍ଟେଶନର ଅଥରିଟି କାଲକା-ଶିମଲା ରେଲୱେରେ ସୁରକ୍ଷା କଡାକଡି କରିଛନ୍ତି । ଚଳିତ ମାସ ଆରମ୍ଭରେ କିଛି ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ମନ୍ଦିର ଓ ରେଲୱେ ଷ୍ଟେଶନରେ ଆକ୍ରମଣ କରିବାର ଧମକ ଦେବା ପରେ…

‘ଆଧୁନିକ ଶିକ୍ଷା ଦ୍ୱାରା ଚରିତ୍ର ଗଠନ ହୋଇପାରିବ ନାହିଁ’

ହାଇଦ୍ରାବାଦ, ୨୩ା୧୧: ଆଧୁନିକ ଶିକ୍ଷାର ପ୍ରକୃତି ଉପଯୋଗିତା ଯୋଗ୍ୟ। କିନ୍ତୁ ଏହା ପିଲାଙ୍କ ଚରିତ୍ର ଗଠନ କିମ୍ବା ନୈତିକ ମୂଲ୍ୟବୋଧ ପ୍ରଦାନ ଦିଗରେ ଉପଯୁକ୍ତ ନୁହେଁ। ପ୍ରକୃତ ଶିକ୍ଷାରେ ବ୍ୟକ୍ତିର ସାମଗ୍ରିକ ବିକାଶ ଅନ୍ତର୍ଭୂକ୍ତ ହେବା ଉଚିତ ବୋଲି ଭାରତର ପ୍ରଧାନ…

ପିତାଙ୍କ ଦ୍ୱିତୀୟ ବିବାହ କଥା ଶୁଣି କେମିତି ଥିଲା ସଲମନଙ୍କ ପ୍ରତିକ୍ରିୟା

ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ହେଲେନ ନିକଟରେ ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ହେଲେନଙ୍କୁ ତାଙ୍କ ସମୟର ସର୍ବୋତ୍ତମ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ୧୯୮୧ ମସିହାରେ ସେ ଅଭିନେତା ସଲମନଙ୍କ ପିତା ସଲିମ ଖାନଙ୍କୁ ବିବାହ କରିଥିଲେ। ସଲିମଙ୍କ ଏହା ଥିଲା…

ଭାରତର ୫ ଧନୀ କ୍ରିକେଟର୍‌ଙ୍କ ବିଷୟରେ ଜାଣନ୍ତୁ

ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇକୁ ବିଶ୍ୱର ସବୁଠାରୁ ଧନୀ ବୋର୍ଡ ବୋଲି ବିବେଚନା କରାଯାଏ। କେବଳ ଏତିକି ନୁହେଁ, କ୍ରିକେଟ କେବଳ ଭାରତରେ ଖେଳ ନୁହେଁ, ଧର୍ମ ଏବଂ ଖେଳାଳିଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ। ଏଭଳି ପରିସ୍ଥିତିରେ ଭାରତର ଷ୍ଟାର…

ରାମାୟଣ ସର୍କିଟ ଟ୍ରେନ୍‌: ବିରୋଧ ପରେ ବଦଳିଲା ୱେଟର୍ସଙ୍କ ଡ୍ରେସ୍‌

ନୂଆଦିଲ୍ଲୀ,୨୩ ।୧୧: ରାମାୟଣ ସର୍କିଟ ସ୍ପେଶାଲ ଟ୍ରେନରେ ୱେଟର୍ସଙ୍କ ୟୁନିଫର୍ମକୁ ନେଇ ଉଜ୍ଜୟିନୀର ସାଧୁ-ସନ୍ଥମାନେ ବିରୋଧ କରିବା ପରେ ଆଇଆର୍‌ସିଟିସି ରାମାୟଣ ଏକ୍ସପ୍ରେସରେ ସେବା ଯୋଗାଇ ଦେଉଥିବ ୱେଟର୍ସଙ୍କ ଡ୍ରେସ୍ ବଦଳାଯାଇଛି । ସୋମବାର ସନ୍ଧ୍ୟାରେ ଆଇଆର୍‌ସିଟିସି ପକ୍ଷରୁ ଟୁଇଟ୍ କରି…

ପାରମ୍ପରିକ ମଦକୁ ମିଳିବ ଅନୁମତି

ଭୋପାଳ,୨୩।୧୧: ଭାଜପା ଶାସିତ ମଧ୍ୟପ୍ରଦେଶରେ ମହୁଲରୁ ପ୍ରସ୍ତୁତ ହେଉଥିବା ମଦକୁ ଅନୁମତି ମିଳିବ। ରାଜ୍ୟରେ ଏକ ନୂଆ ଅବକାରୀ ନିୟମ ଆଣିବାକୁ ଯାଉଛନ୍ତି। ଏହା ଅନୁଯାୟୀ, ମହୁଲରୁ ତିଆରି ମଦକୁ ‘ପାରମ୍ପରିକ ମଦ’ ଭାବେ ବିକ୍ରି କରାଯାଇପାରିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri