କଇଁଛ କାଟୁଛି ରିବନ୍ ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମୁଲାୟମଙ୍କ ଜନ୍ମଦିନ, ଲକ୍ଷ୍ନୌରେ କେକ କାଟିବେ ଅଖିଳେଶ
ଲକ୍ଷ୍ନୌ,୨୨ ।୧୧: ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂ ଯାଦବ ୮୩ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ପାଳନ କରିବାକୁ ମୁଲାୟମଙ୍କ ଭାଇ ଶିବପାଲ ଓ ପୁଅ ଅଖିଳେଶଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି । ଏମାନଙ୍କ ମଧ୍ୟରେ ହୋଇଥିବା…
ଦାଢିରେ ୬୩ କିଲୋ ମହିଳାଙ୍କୁ ଉଠାଇ କଲେ ବିଶ୍ୱ ରେକର୍ଡ, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୨୨ ।୧୧: ନିକଟରେ ଗିନିଜ ୱାର୍ଲଡ ରେକର୍ଡ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି । ଯେଉଁଥିରେ ଜଣେ ବ୍ୟକ୍ତି ୬୩ କିଲୋଗ୍ରାମର ଜଣେ ମହିଳାଙ୍କୁ ତାଙ୍କ ଦାଢିରେ ଉଠାଉଥିବା ଦେଖାଯାଇଛି ।…
ଏହି ବଲିଉଡ୍ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ମିଥାଲି ରାଜ୍
ଭାରତୀୟ ମହିଳା କ୍ରିକେଟର୍ ମିଥାଲି ରାଜ ଏବେ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ଅଛନ୍ତି। ସେ ୨୨ ବର୍ଷ ଧରି ଅନ୍ତର୍ଜାତୀୟ ସ୍ତରରେ କ୍ରିକେଟ୍ ଖେଳୁଛନ୍ତି। ନିକଟରେ ସେ କପିଲ ଶର୍ମାଙ୍କ କମେଡି ଶୋ’ରେ…
କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ କମ୍ପାନୀ ଦେଲା ୧୬ କୋଟି ଟଙ୍କା
ରାୟପୁର,୨୨।୧୧: ଛତିଶଗଡ କୋରବା ଜିଲାରେ ଥିବା ସାଉଥ ଇଷ୍ଟର୍ନ କୋଲଫିଲ୍ଡସ ଲିମିଟେଡ(ଏସ୍ଇସିଏଲ୍) ନିଜର ଜଣେ କର୍ମଚାରୀଙ୍କ ଝିଅର ଚିକିତ୍ସା ପାଇଁ ୧୬ କୋଟି ରାଶି ପ୍ରଦାନ କରିଛି। କମ୍ପାନୀରେ କାର୍ଯ୍ୟରତ ଥିବା ସତିଶ କୁମାର ରବି ନାମକ କର୍ମଚାରୀଙ୍କ ଝିଅ ସୃଷ୍ଟି…
ଗିରଫ ହେଲେ ଟିଏମ୍ସି ନେତ୍ରୀ ଶାୟନି ଘୋଷ
କୋଲକାତା,୨୨ ।୧୧: ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍ସି)ର ରାଜ୍ୟ ସଚିବ ଶାୟନି ଘୋଷଙ୍କୁ ଗିରଫ କରାଯାଇଛି । ଏକ ସଭାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଧମକ ଦେବା ଓ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପ୍ରଥମେ…
କ୍ୟାରିୟର ଶେଷ କରି ଦେଇଥିଲା ଦୁର୍ଘଟଣା, ବର୍ଷକ ପରେ ଜିତିଲେ ଟ୍ରଫି
ଡେନପାସାର(ଇଣ୍ଡୋନେସିଆ),୨୨।୧୧: ନେଦରଲାଣ୍ଡର ଆଣ୍ଡେର୍ସ ଆଣ୍ଟୋସେନଙ୍କୁ ହରାଇ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ ହାତେଇଛନ୍ତି ବିଶ୍ୱ ଚାମ୍ପିୟନ କେଣ୍ଟୋ ମୋମୋଟା। ଗତବର୍ଷ କାର ଦୁର୍ଘଟଣାରେ ଆହତ ହେବା ପରେ ଏହା ତାଙ୍କ କ୍ୟାରିୟରର ପ୍ରଥମ ଟାଇଟଲ। ମୋମୋଟା ପ୍ରତିପକ୍ଷ ଖେଳାଳିଙ୍କୁ ସିଧାସଳଖ (୨୧-୧୭, ୨୧-୧୧)…
ପାକିସ୍ତାନ ସହ ସମକକ୍ଷ ହେଲା ଭାରତ
କୋଲକାତା,୨୨।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟି୨୦ ବିଶ୍ୱକପ୍ ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ କ୍ଲିନ ସୁଇପ୍ ହାସଲ କରିଛି। ୩ରୁ ଅଧିକ ମ୍ୟାଚ୍ ବିଶିଷ୍ଟ ଟି୨୦ ଦ୍ୱିପାକ୍ଷୀକ ସିରିଜ୍ ଇତିହାସରେ ଏହା ଭାରତର ୬ଷ୍ଠ…
ଟିମ୍ ଇଣ୍ଡିଆର କ୍ଲିନ ସୁଇପ୍
କୋଲକାତା,୨୧।୧୧: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ରେ ହିଁ କ୍ଲିନସୁଇପ୍ ହାସଲ କରିଛି। ତାହା ପୁଣି ଟି୨୦ ବିଶ୍ୱକପ୍ର ଉପବିଜେତା ନ୍ୟୁଜିଲାଣ୍ଡ ବିପକ୍ଷରେ। ରବିବାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୭୪…
ନିର୍ବାଚନ ପରେ ଫେରିପାରେ କୃଷି ଆଇନ
ଲକ୍ଷ୍ନୌ,୨୧।୧୧: ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପରେ କେନ୍ଦ୍ର ସରକାର ବାତିଲ ଘୋଷିତ କରିଥିବା କୃଷି ଆଇନକୁ ଫେରାଇ ଆଣିପାରନ୍ତି। ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ରା ଓ ଉନ୍ନାଓର ଭାଜପା ଏମ୍ପି ସାକ୍ଷୀ ମହାରାଜ ଏ ନେଇ ମନ୍ତବ୍ୟ…
ରୋହିତଙ୍କ ଛଡ଼ା ସବୁ ଫେଲ୍
କୋଲକାତା,୨୧।୧୧: ଐତିହାସିକ ଇଡେନ ଗାର୍ଡେନ୍ସରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ରୋହିତ ଶର୍ମାଙ୍କୁ ଛାଡ଼ି ଦେଲେ ଫେଲ୍ ମାରିଛନ୍ତି ପ୍ରତ୍ୟେକ ଭାରତୀୟ ବ୍ୟାଟର। ରୋହିତ ୩୧ ବଲରେ ୫୬ ରନ୍ର ଇନିଂସ ଖେଳିଥିଲେ। ତାଙ୍କ ପାଳିରେ…
ଅନ୍ତର୍ଜାତୀୟ ଟି୨୦ରେ ପୂରଣ କଲେ ୧୫୦ ଛକା
କୋଲକାତା,୨୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ମ୍ୟାଚ୍ରେ ରୋହିତ ୩୧ ବଲରେ ୫୬ ରନ୍ର ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ଅବସରରେ ୩ ଛକା…
Archives


