ସ୍ଥାନୀୟ ଶାସନ ବ୍ୟବସ୍ଥାର ଅଡିଟ୍ ହେବ: ସିଏଜି
ଭୁବନେଶ୍ୱର,୨୩।୧୧: ପ୍ରାକୃତିକ ସମ୍ବଳ ଏବଂ ସ୍ଥାନୀୟ ଶାସନ ବ୍ୟବସ୍ଥାର ଅଡିଟ୍ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ୍ ଇଣ୍ଡିଆ (ସିଏଜି) କରିବେ। ଏଠାରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲଙ୍କ ନୂଆ କାର୍ଯ୍ୟାଳୟ ଶୁଭାରମ୍ଭ ଅବସରରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ସୋମବାର ଏ…
‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’
ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ରିଚା ଚଢା ମଧ୍ୟ ସାମିଲ ଅଛନ୍ତି। ରିଚା ରାହୁଲ ଦ୍ରାଭିଡଙ୍କୁ ତାଙ୍କର ପ୍ରଥମ…
ଆଜି କ୍ୟାବିନେଟ
ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନ ୫ଟା ୪୫ ମିନିଟ୍ ସମୟରେ ମନ୍ତ୍ରୀ ପରିଷଦ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହେବ। ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବିଧାନସଭା ଶୀତଅଧିବେଶନରେ ଆଗତ ହେବାକୁ ଥିବା ଅତିରିକ୍ତ ବଜେଟ୍…
ବିଶ୍ୱବିଦ୍ୟାଳୟ ପାଇଁ ଏକକ ଗବେଷଣା ନୀତି
ରାଜ୍ୟ ସରକାର ଉଚ୍ଚଶିକ୍ଷା ଗବେଷଣା କ୍ଷେତ୍ରରେ ଏକ ବଡ଼ ସଂସ୍କାର ଆଣିବାକୁ ଯାଉଛନ୍ତି। ଏମ୍.ଫିଲ୍., ପିଏଚ୍.ଡି., ଡି.ଲିଟ୍ ଭଳି ଗବେଷଣା ଡିଗ୍ରୀ ପାଇବାକୁ ଛାତ୍ରୀଛାତ୍ରଙ୍କୁ ଆଉ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ନିର୍ଦ୍ଧାରିତ ସମୟରେ ଗବେଷଣା ଶେଷ ହେବା…
ଛାଡପତ୍ରକୁ ନେଇ ଚର୍ଚ୍ଚା ହେବା ପରେ ପ୍ରିୟଙ୍କା ଦେଲେ ଏମିତି କମେଣ୍ଟ୍
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍ ହଟାଇ ଦେଇଛନ୍ତି। ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି। ସେବେଠାରୁ କଳ୍ପନାଜଳ୍ପନାର ଆରମ୍ଭ ହୋଇଛି ଯେ ପ୍ରିୟଙ୍କା ତାଙ୍କ ଆମେରିକୀୟ ଗାୟକ ତଥା ସଙ୍ଗୀତକାର ସ୍ବାମୀ ନିକ…
ଚିନି ମିଲ ଉଦ୍ଘାଟନ ପାଇଁ ଆସିଲେ ଅଜୟ ମିଶ୍ରାଙ୍କୁ କରାଯିବ ବିରୋଧ: ଟିକାଏତ
ଲଖିମପୁର,୨୩ ।୧୧: କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହର କରିନେବା ପରେ ଏବେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ‘ଟେନି’ଙ୍କୁ ଗିରଫ କରିବାକୁ ଦାବି କରାଯାଉଛି । ଭାରତୀୟ କୃଷକ ୟୁନିୟନର ପ୍ରବକ୍ତା ରାକେଶ ଟିକାଏତ କହିଛନ୍ତି, ଯଦି…
ଦିନେ କମୁଛି ଦିନେ ବଢ଼ୁଛି: ଆଜି ରାଜ୍ୟରେ ୨୧୨ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୨୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୧୨୩ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୮୯ ଜଣ ଲୋକାଲ…
ଗିରଫ ହେବେନି ପରମବୀର
ନୂଆଦିଲ୍ଲୀ, ୨୩।୧୧: ସୁପ୍ରିମକୋର୍ଟ ସୋମବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଗିରଫଦାରିରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ବାରମ୍ବାର ଓ୍ବାରେଣ୍ଟ ଜାରି ସତ୍ତ୍ୱେ ସେ ତଦନ୍ତ ପାଇଁ ହାଜର ନ ହେବାରୁ ମୁମ୍ବାଇର ଏକ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ…
ତ୍ରିପୁରା ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ
ନୂଆଦିଲ୍ଲୀ, ୨୩।୧୧: ତ୍ରିପୁରାରେ ଟିଏମ୍ସିର ଯୁବନେତ୍ରୀଙ୍କ ଉପରେ ପୋଲିସର ବର୍ବରତା ଓ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍ପିମାନେ ଧାରଣାରେ ବସିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ସ୍ଲୋଗାନ…
ପାଦରୁ ରକ୍ତ ବାହାରିବା ପରେ ବି ‘କୁସୁକୁସୁ’ ଗୀତ ଶୁଟିଂ କରିଥିଲେ ଏହି ଅଭିନେତ୍ରୀ
ବଲିଉଡର ପରିଶ୍ରମୀ ତଥା ଉଦୀୟମାନ ତାରକାମାନଙ୍କ ମଧ୍ୟରୁ ନୋରା ଫତେହି ଅନ୍ୟତମ। ପ୍ରାୟତଃ ସେ ତାଙ୍କ ନୃତ୍ୟ ଗୀତ ଏବଂ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏବେ ସେ ତାଙ୍କର ନୂତନ ଗୀତ ‘କୁସୁ କୁସୁ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି।…
ସଙ୍କଟରେ ବହୁରୂପିଆଙ୍କ ପାରମ୍ପରିକ କଳା
କେନ୍ଦୁଝର,୨୩ ।୧୧ (ସ୍ବ.ପ୍ର.) ଏକଦା ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହରାଞ୍ଚଳରେ ବହୁରୂପିଆଙ୍କ ଚାହିଦା ବହୁ ଅଧିକ ଥିଲା। ବିଭିନ୍ନ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଏହି କଳାକାରମାନେ ପେଟ ପାଟଣା ପାଇଁ ରୋଜଗାର…
କଙ୍ଗନାଙ୍କ ପରେ ସ୍ୱାଧିନତାକୁ ନେଇ ବିବାଦୀୟ ବୟାନ ଦେଲେ ମଣିଶଙ୍କର
ନୂଆଦିଲ୍ଲୀ,୨୩ ।୧୧: ଦେଶର ସ୍ୱାଧିନତାକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏକ ବିବାଦୀୟ ବୟାନ ଦେଇଥିଲେ । ଏବେ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇତିମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ଦେଶର ସ୍ୱାଧିନତାକୁ ନେଇ…
Archives


