Home Left

ଏବେଠୁ ସତର୍କ ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇପାରିବ ନାହିଁ’

କେନ୍ଦ୍ରାପଡ଼ା ଅଫିସ,୨୩ା୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଏହା ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇବାରୁ ବଞ୍ଚିତ ହେବ। ଜଳ ସଂରକ୍ଷଣ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ…

ଏସ୍‌ପି-ଆର୍‌ଏଲ୍‌ଡି ମଧ୍ୟରେ ଖୁବ ଶୀଘ୍ର ହେବ ଆସନ ଭାଗବଣ୍ଟା

ଲକ୍ଷ୍ନୌ,୨୩।୧୧: ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମଧ୍ୟରେ ମେଣ୍ଟ କରିବାକୁ ସହମତି ହୋଇଛି। ଆର୍‌ଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧରୀ ମଙ୍ଗଳବାର ଏହି ସୂଚନା…

ପୂର୍ବତନ ପୋଲିସ କମିଶନରଙ୍କ ଘରେ ଲାଗିଲା ନୋଟିସ

ମୁମ୍ବାଇ,୨୩।୧୧: ବେଆଇନ ଅର୍ଥ ଆଦାୟ ମାମଲାରେ ସ୍ଥାନୀୟ ଅଦାଲତ ମଙ୍ଗଳବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିଛନ୍ତି। ଏପରି କି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ…

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ରନ୍‌ ମେସିନ ବିରାଟ କୋହଲି ଆଜିକୁ ଠିକ୍‌ ୨ ବର୍ଷ ତଳେ ଅନ୍ତିମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୧୯ ନଭେମ୍ବର ୨୩ ତାରିଖ ଠାରୁ ତାଙ୍କ ବ୍ୟାଟରୁ ରନ୍‌ ବାହାରୁ ଥିଲେ ମଧ୍ୟ ସେ କୌଣସି ଫର୍ମାଟରେ…

ବସ୍‌ରେ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୪୬ ଯାତ୍ରୀ

ସୋଫିଆ,୨୩।୧୧:ବୁଲଗେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ମାସିଡୋନିଆର ଏକ ବସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ୪୬ ଜଣ ଜିଅନ୍ତା ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ସମୟ ସକାଳ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏ ନେଇ ବୁଲଗେରିଆନ ନ୍ୟାଶନାଲ ଟିଭି (ବିଏନଟି)ରେ…

ଚାଲିବ ୧୮୦ଟି ‘ଭାରତ ଗୌରବ’ ଟ୍ରେନ

ନୂଆଦିଲ୍ଲୀ,୨୩ ।୧୧: ମଙ୍ଗଳବାର ରେଲୱେ ପକ୍ଷରୁ ୧୮୦ଟି ‘ଭାରତ ଗୌରବ’ ଟ୍ରେନ୍ ଚାଲିବା ନେଇ ଘୋଷଣା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଘରୋଇ କମ୍ପାନୀ ଓ ଆଇଆରସିଟିସି ଦ୍ୱାରା ଚଳାଯିବ । ଏହାଦ୍ୱାରା ଦେଶର ପର୍ଯ୍ୟଟନକୁ…

ସମିତା ମୋ’ ପାଦ ତଳ ଚପଲ

ବମ୍ବେ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଆସୁଛି ବିଗ୍‌ବସ୍‌-୧୫। ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏବେ ନୂଆ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଲା ଅଫସାନା ଖାନ ଏବଂ ସମିତା ସେଟ୍ଟୀଙ୍କ ମଧ୍ୟରେ ଝଗଡ଼ା। ବିଗତ ଦିନରେ ଉଭୟଙ୍କ ମଧ୍ୟରେ କଥା କଟାକଟି…

ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା

କାନପୁର,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା କାରଣରୁ ବାଦ୍‌ ପଡ଼ିଛନ୍ତି ସିନିୟର ଭାରତୀୟ ଓପନର ଲୋକେଶ ରାହୁଲ। ତାଙ୍କ ବାମ ଜଙ୍ଘରେ ମାଂସପେଶୀ…

ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧିରେ ଗଣଧାରଣା

ବଲାଙ୍ଗୀର ଅଫିସ,୨୩।୧୧: ରନ୍ଧନ ଗ୍ୟାସ ବୃଦ୍ଧି ବିରୋଧରେ ମଙ୍ଗଳବାର ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ପୁର୍ବତନ ସାଂସଦ…

ମନୀଷଙ୍କ ପୁସ୍ତକ ବମ୍‌

ନୂଆଦିଲ୍ଲୀ,୨୩।୧୧: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନ କରିବାରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିଓ୍ବାରି ମନମୋହନ ସିଂ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ମନୀଷ ତିୱାରୀ ତାଙ୍କ ପୁସ୍ତକରେ…

ଦିବ୍ୟାଙ୍କ ଦେବୀ ଅବତାର

ମୁମ୍ବାଇ: ବଲିଉଡ ଅଭିନେତା ଜନ୍ ଆବ୍ରାହମଙ୍କ ମୁଭି ‘ସତ୍ୟମେବ ଜୟତେ ୨’ ଏବେ ରିଲିଜ୍ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି । ନଭେମ୍ବର ୨୫ରେ ଥିଏଟରରେ ଏହି ମୁଭି ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଦେବାକୁ ଅପେକ୍ଷା ରଖିଛି ।…

ଦଶମରେ ୩ ଥର ଫେଲ୍‌, ସୁନ୍ଦରୀ ଜ୍ୟାକ୍‌ଲିନ୍‌ଙ୍କୁ କରିଛନ୍ତି ଡେଟ୍‌; ଜାଣନ୍ତୁ ଏହି ବିବାଦୀୟ ନିର୍ଦ୍ଦେଶକଙ୍କ…

ବମ୍ବେ: ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କୁ କିଏ ବା ନ ଜାଣେ। ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇଛନ୍ତି ସେ। ୧୯୭୧ ଆଜିର ଦିନରେ ମୁମ୍ବାଇରେ ତାଙ୍କ ଜନ୍ମ। ଛଅ ବର୍ଷ ବୟସରେ ମା’ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ ସାଜିଦ। ଏଣୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri