ବିର୍ଲା ଟାୟାର୍ସକୁ କାର୍ଯ୍ୟକ୍ଷମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ବାଲେଶ୍ୱର ଅଫିସ, ୨୭।୧୧: ବାଲେଶ୍ୱର ବାମପଦାସ୍ଥିତ ବିର୍ଲା ଟାୟାର୍ସ ଜିଲାରେ ଏକ ପ୍ରମୁଖ କାରଖାନା। ଏଥିରେ ୪ହଜାରରୁ ଊର୍ଦ୍ଧ୍ୱ ଲୋକ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ମହାମାରୀ କରୋନା ଯୋଗୁ ଆର୍ଥିକ ଦୁରବସ୍ଥା ପାଇଁ ୨ବର୍ଷ ଧରି କମ୍ପାନୀ…
ସମୁଦ୍ରରେ ବୁଡ଼ିଗଲେ ନୌସେନା ଅଧିକାରୀ
ଚେନ୍ନାଇ, ୨୭।୧୧: ନିକଟସ୍ଥ କୋଭାଲମ୍ ଉପକୂଳ ସମୁଦ୍ରରେ ଗୁରୁବାର ବୁଡି ପ୍ରାଣ ହରାଇଛନ୍ତି ଜଣେ ନୌସେନା ଅଧିକାରୀ। ମୃତକ ହେଲେ ୩୬ ବର୍ଷୀୟ ଲ୍ୟୁଟ୍ନାଣ୍ଟ କମାଣ୍ଡର ଜେ.ଆର୍. ସୁରେଶ। ନୂଆଦିଲ୍ଲୀରେ ପୋଷ୍ଟିଂ ପାଇଥିବା ସୁରେଶ ସୋମବାର ତାଙ୍କ ପରିବାର ସହ ଥୋରାଇପକ୍କାମସ୍ଥିତ…
କଲେଜ ଫଙ୍କଶନ୍ ପରେ ୧୮୨ ଛାତ୍ରୀଛାତ୍ର ପଜିଟିଭ୍
ହୁବଲ୍ଲି,୨୬।୧୧: କର୍ନାଟକର ଧରଓ୍ବାଦ୍ ଅନ୍ତର୍ଗତ ସତ୍ତୁରଠାରେ ଥିବା ଏସ୍ଡିଏମ୍ କଲେଜ ଅଫ୍ ମେଡିକାଲ ସାଇନ୍ସରେ ଶୁକ୍ରବାର ଆଉ ୧୧୬ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଉକ୍ତ କଲେଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ରେ ପହଞ୍ଚତ୍ଛି। ଗୁରୁବାର ସେଠାରେ…
ଏହି ରାଜ୍ୟରେ ଜନସଂଖ୍ୟା ତୁଳନାରେ ଗରିବଙ୍କ ସଂଖ୍ୟା ସର୍ବାଧିକ
ନୂଆଦିଲ୍ଲୀ,୨୬।୧୧: ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଜନସଂଖ୍ୟା ତୁଳନାରେ ସର୍ବାଧିକ ଗରିବ ଅଛନ୍ତି। ନୀତି ଆୟୋଗର ବହୁମୂଖୀ ଦାରିଦ୍ର ଇନଡେକ୍ସ (ଏମ୍ପିଆଇ)ରେ ଏହା ଦର୍ଶାଯାଇଛି। ଏହି ଇନଡେକ୍ସ ଅନୁଯାୟୀ, ଅନ୍ୟ ରାଜ୍ୟଠାରୁ ବିହାରରେ ଗରିବଙ୍କ ସଂଖ୍ୟା ସର୍ବାଧିକ। ରାଜ୍ୟର ୫୧.୯୧ ପ୍ରତିଶତ…
ନମାଜ ପାଠ ବେଳେ ‘ଭାରତ ମାତା କୀ ଜୟ’ ନାରା
ନୂଆଦିଲ୍ଲୀ,୨୬।୧୧: ଗୁରୁଗ୍ରାମର ସେକ୍ଟର ୩୭ ସ୍ଥିତ ଏକ ଖୋଲା ସ୍ଥାନରେ ମୁସଲମାନମାନେ ନମାଜ ପାଠ କରିଆସୁଥିବାବେଳେ ଏହାକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ୨୬/୧୧ ଆତଙ୍କବାଦୀ ଆକ୍ରମଣର ୧୩ତମ ବାର୍ଷିକୀ ଅବସରରେ ହିନ୍ଦୁ ସଂଗଠନର ସଦସ୍ୟମାନେ ସେଠାରେ ପହଞ୍ଚତ୍ ଗଣ୍ଡଗୋଳ କରିଥିଲେ।…
କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ
ଭୁବନେଶ୍ୱର,୨୬।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍ର କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପୁଲ୍ ‘ସି’ର ଏକ ମ୍ୟାଚରେ ଏହି ଦଳ ସ୍ପେନ୍କୁ ୩-୨ ଗୋଲରେ ପରାସ୍ତ କରିଛି। ଓଡ଼ିଶା…
ବିଏମ୍ସିରେ ମିଶିଲା ୯ ନୂଆ ପାର୍କ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଭୁବନେଶ୍ୱରରେ ପାର୍କର ସୁପରିଚାଳନା ପାଇଁ ସହରାଞ୍ଚଳ କର୍ତ୍ତୃପକ୍ଷ ସ୍ବତନ୍ତ୍ର ରଣନୀତି କରିଛନ୍ତି। ପାର୍କଗୁଡ଼ିକର ଆୟତନ ଅନୁସାରେ ଏହାର ଶ୍ରେଣୀଭୁକ୍ତ କରାଯାଇଛି। ଏହି ଅନୁସାରେ ଅଧ ଏକରରୁ କମ୍ ପରିସୀମା ଥିବା ପାର୍କଗୁଡ଼ିକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ତତ୍ତ୍ୱାବଧାନରେ ଏବଂ ଅଧ…
ପାକିସ୍ତାନଠୁ ହାରିବା ପଛର କାରଣ କହିଲେ କିମ୍ବଦନ୍ତୀ ଖେଳାଳି
ନୂଆଦିଲ୍ଲୀ,୨୬।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍ରେ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା। ଏଥିସହ କ୍ରିକେଟ ବିଶ୍ୱକପ୍ ଇତିହାସରେ ଭାରତ ବିପକ୍ଷରେ ଜାରି ରହିଥିବା ପରାଜୟ ଧାରା ଭାଙ୍ଗିଥିଲା ପାକିସ୍ତାନ। ଟିମ୍ ଇଣ୍ଡିଆର ଏହି ପରାଜୟ ପଛରେ ଅତ୍ୟଧିକ…
ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ କଳା ବାଦଲ
ମୁମ୍ବାଇ,୨୬।୧୧: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁ ଭାରତୀୟ କ୍ରିକେଟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ଛାୟୀ ହୋଇଯାଇଛି କଳା ବାଦଳ। ଏହି ଗସ୍ତ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାର ଅଛି। ଏହି ସିରିଜ୍ ପୂର୍ବରୁ…
ଗୋପାଳପୁର ବିଧାୟକଙ୍କ ଝିଅଙ୍କୁ ଇଡିର ମାରାଥନ ଜେରା
ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଟାଟା କମ୍ପାନୀରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରି ଜେଲରେ ଥିବା ଆକାଶ ପାଠକଙ୍କ ଭାବି ଶଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭୁବନେଶ୍ୱର…
ବାହାରୁ ଆସିଲେ କୋଭିଡ୍ ଟେଷ୍ଟ କରିବାକୁ ବାଧ୍ୟ
ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ରାଜ୍ୟ ସରକାର ସତର୍କ କରାଇଛନ୍ତି। ଡିଏମ୍ଇଟି ରମା ରମଣ ମହାନ୍ତି କହିଛନ୍ତି, ବର୍ତ୍ତମାନ ଆନ୍ତର୍ଜାତିକ ଗମନାଗମନ ସ୍ବାଭାବିକ ହୋଇଥିବାରୁ ଦେଶକୁ ଏହି ଭାରିଆଣ୍ଟ ଆସିବାର ସମ୍ଭାବନା ଯଥେଷ୍ଟ ରହିଛି। ତେବେ…
‘କୋର୍ଟଙ୍କ ନିଷ୍ପତ୍ତି ଆମେ ମାନିବୁ’
ବ୍ରହ୍ମପୁର ଅଫିସ,୨୬ା୧୧: ନ୍ୟାୟ ଗୁହାରି କରି ବ୍ରହ୍ମାନଗରଠାରେ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି ବୋହୂ ତପସ୍ବିନୀ ଦାଶ। ତପସ୍ବିନୀ ଭାରପ୍ରାପ୍ତ ସମାଜ ମଙ୍ଗଳ ଅଧିକାରୀ କ୍ରିଷ୍ଣା କୁମାରୀ ନନ୍ଦଙ୍କ ଜରିଆରେ କୋର୍ଟରେ ପିଟିସନ୍ ରୁଜୁ କରି ଶ୍ୱଶୁର ଘରେ…
Archives


