Home Left

ଆଉ ପାଦେ ଆଗକୁ

ବମ୍ବେ: ବିଗ୍‌ବସ୍‌ ଘରେ ଗଢ଼ି ଉଠିଛି ଅନେକ ପ୍ରେମକାହାଣୀ। ସେଥିରୁ କିଛି ସଫଳ ହୋଇଛି ଏବଂ କିଛି ବିଫଳ ମଧ୍ୟ। ଚଳିତ ସିଜନରେ ମଧ୍ୟ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ତିନି ତିନୋଟି ପ୍ରେମକାହାଣୀ ଚର୍ଚ୍ଚାରେ ରହିଛି। ଅଭିନେତ୍ରୀ ସମିତା…

କାଠରେ ତିଆରି ହେଉଛି ୨୦୪ ଫୁଟ ଉଚ୍ଚର ଜାହାଜ, ଖର୍ଚ୍ଚ ହେବ…

ଗୁଜରାଟର ମାଣ୍ଡଭିରେ ଏକ ବିରାଟ ଜାହାଜ ତିଆରି ହେଉଛି। ତାହା ପୁଣି କାଠରେ। ଏହି ଜାହାଜର ଉଚ୍ଚତା ୨୦୪ ଫୁଟ ହୋଇଥିବା ବେଳେ ଏଥିରେ ୯ଟି କୋଠରି କରାଯିବ। ଏଥିରେ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହା ନିତ୍ୟ…

ଭାରତୀୟ କ୍ରିକେଟ୍‌ର ‘ବାବୁଲ୍‌’ କିଏ ଜାଣନ୍ତି

ବିଶ୍ୱର ପ୍ରସିଦ୍ଧ ମହିଳା କ୍ରିକେଟ୍‌ରଙ୍କ ମଧ୍ୟରୁ ଭାରତର ଝୁଲନ ଗୋସ୍ବାମୀ ଅନ୍ୟତମ। ସେ ଆଜି ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଝୁଲନ ୨୦୦୩ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ଅନେକ ରେକର୍ଡ ନିଜ ନଁାରେ କରିଛନ୍ତି। ଦିନିକିଆ…

ଖୋଜାଖୋଜିରେ ବ୍ୟସ୍ତ

କଥାରେ ଅଛି- ବସିବାଠାରୁ କାଶିବା ଭଲ। ତେଣୁ ଘରେ ବସିବା ଅପେକ୍ଷା ଜାହ୍ନବୀ କପୁର ଏକ ନୂଆ କାମରେ ମନୋନିବେଶ କରିଛନ୍ତି। ତାହା ହେଲା କାହାଣୀ ଖୋଜିବା। କଥା କ’ଣ କି, ଜଣେ ଗାଉଁଲି ନାରୀର ଜୀବନୀକୁ ନେଇ ବୋନି କପୁର…

ସବୁବେଳେ ସୋନିଆଙ୍କୁ ସାକ୍ଷାତ୍‌ କରିବା କ’ଣ ଜରୁରୀ, ଦିଦିଙ୍କ ପ୍ରଶ୍ନ…

କୋଲକାତା,୨୫।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟସ୍ତରରେ ତାଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସ)କୁ ବିସ୍ତାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥି ଲାଗି ଅନ୍ୟ ଦଳର ନେତାମାନଙ୍କୁ ବାଡ଼ ଡିଆଁଇବା କାମ ସେ ଆରମ୍ଭ କରିଛନ୍ତି ଏବଂ ଏଥିରେ ଦିଦିଙ୍କୁ…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ଆଇଟିଡିଏ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଭଡ଼ାଘର ସହିତ ୧୦ଟି ଟିମ୍‌ ୧୦ଟି ସ୍ଥାନରେ ଏହି ଚଡ଼ାଉ…

ସୋନପୁର, ବୌଦ୍ଧରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ବର,୨୫।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ ପାଇଁ ରାଜ୍ୟ ସରକାର ରାଜ୍ୟରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବିତରଣ ଜାରି ରହିଛି । ସୋନପୁର ଓ ବୌଦ୍ଧରେ ଗୁରୁବାର ବିଜୁ ସ୍ମାର୍ଟ ହେଲ୍‌ଥ…

୩୦୩ ତମ ଟେଷ୍ଟ ଖେଳାଳି ହେଲେ ଶ୍ରେୟାସ, କାନପୁର ‘ବାଦଶାହା’ ଦେଲେ କ୍ୟାପ୍‌

କାନପୁର,୨୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ତାଙ୍କର ଟେଷ୍ଟ ଡେବ୍ୟୁ କରିଛନ୍ତି । ଭାରତୀୟ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ତାଙ୍କୁ ଟେଷ୍ଟ କ୍ୟାପ ଦେଇଥିଲେ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ଅଜିଙ୍କେ ରାହାନେ…

ଅଭିନେତ୍ରୀଙ୍କ ପିଲାଦିନର ଫଟୋ ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଆଲିଆ ଅଧିକାଂଶ ସମୟ ଫ୍ୟାନମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ଆଲିଆଙ୍କର…

ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ଅଭିନୀତ ଫିଲ୍ମ ‘ଅତରଙ୍ଗି ରେ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ତେବେ ଏହି ଯୋଡିଙ୍କୁ ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ। ମଙ୍ଗଳବାର ଦିନ ଏହି ଫିଲ୍ମର…

ଜୟଲଲିଥାଙ୍କ ଉତ୍ତରାଧିକାରୀଙ୍କୁ ମିଳିବ ବେଦ ନିଳୟମ୍‌

ଚେନ୍ନାଇ, ୨୫।୧୧: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କ ବାସଭବନ ବେଦ ନିଳୟମ୍‌ରେ ତାଙ୍କ ନାମରେ ଏକ ସ୍ମାରକୀ ନିର୍ମାଣ ଲାଗି ପୂର୍ବରୁ ତାମିଲନାଡୁର ଏଆଇଏଡିଏମ୍‌କେ ସରକାର କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ଉକ୍ତ ସମ୍ପତ୍ତିକୁ ୩…

ରାସ୍ତା କ୍ୟାଟ୍ରିନାଙ୍କ ଗାଲ ଭଳି ହେବା କଥା

ଜୟପୁର,୨୫।୧୧: ରାଜସ୍ଥାନର ଗେହଲଟ ସରକାରରେ ନୂଆକରି ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ସିଂ ଗୁଧାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାଙ୍କ ନିର୍ବାଚନମଣ୍ଡଳୀର ରାସ୍ତାଗୁଡ଼ିକ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଗାଲ ଭଳି ମସୃଣ ହେବା ଉଚିତ ବୋଲି ରାଜେନ୍ଦ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri