ପ୍ରଶଂସକଙ୍କୁ ପାଗଳ କରୁଛି ସେଲ୍ଫି କୁଇନ୍ଙ୍କ ଲୁକ୍
ମୁମ୍ବାଇ: ବଲିଉଡ୍ରେ ସେଲ୍ଫି କୁଇନ୍ ଭାବରେ ଜଣାଶୁଣା ଗାୟିକା ନେହା କକ୍କର କେବଳ ତାଙ୍କ ଗୀତ ପାଇଁ ନୁହେଁ ବରଂ ତାଙ୍କ ସ୍ବତନ୍ତ୍ର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନେହା ଏବଂ ରୋହନପ୍ରୀତ୍ ଅଧିକାଂଶ ସମୟ ରୋମାଣ୍ଟିକ ନଜରରେ ପ୍ରଶଂସକଙ୍କ ପାଇଁ…
ପ୍ରଥମଥର ପାଇଁ ପିତାଙ୍କ ସହ ଫିଲ୍ମରେ କାମ କଲେ ଜାହ୍ନବୀ, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: କିଛିଦିନ ହେବ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ମିଲି’ର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ଏହି ସମୟରେ ଜାହ୍ନବୀ ସୋସିଆଲ ମିଡିଆରେ ଶୁଟିଂ ସମୟର କିଛି ଫଟୋ…
ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ
ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଗଲାଣି । ମୁମ୍ବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଦକ୍ଷିଣ ଆଫ୍ରିକାରୁ…
ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଉର୍ଫି
ମୁମ୍ବାଇ: ବିଗ୍ବସ ଓଟିଟି ଫେମ ଉର୍ଫି ଜାଭେଦ ସବୁବେଳେ ତାଙ୍କର ଷ୍ଟାଇଲ ଓ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ସେ ତାଙ୍କର ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ ମଧ୍ୟ ହୁଅନ୍ତି । ହେଲେ ଏଥର ସେ…
ବିରଳ ବଜ୍ରକାପ୍ତା ଜବତ
ପାରଳାଖେମୁଣ୍ଡି,୨୭।୧୧(ଡି.ଏନ୍.ଏ) : ଗଜପତି ଜିଲା ଆଦବା ଥାନା ଗୁରୁଜୁଳି ପଞ୍ଚାୟତର ଚିଢାଙ୍ଗପଙ୍ଖା ଗ୍ରାମରୁ ଏକ ବିରଳ ବଜ୍ରକାପ୍ତା ଜବତ କରାଯାଇଛି। ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚିଢାଙ୍ଗପଙ୍ଖା ଗ୍ରାମରେ…
ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ପଜିଟିଭ୍
ଠାକୁରମୁଣ୍ଡା,୨୭।୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମକପୁର ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶନିବାର ଉକ୍ତ ବିଦ୍ୟାଳୟକୁ ଜିଲା ପ୍ରଶାସନ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରିଛି। ବିଦ୍ୟାଳୟରେ ଗତ ଗୁରବାର ଓ…
ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୦୬କୁ ବୃଦ୍ଧି ପାଇଛି। ୩ ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏ ଅଛନ୍ତି। ତେବେ ଆଜି ରାଜ୍ୟରେ ୨୬୪…
ଚିକିତ୍ସା ପାଇଁ ଜର୍ମାନୀରେ ଅଛନ୍ତି ଅନୀଲ କପୁର
ମୁମ୍ବାଇ : ବଲିଉଡ୍ର ଜଣାଶୁଣା ଅଭିନେତା ଅନିଲ କପୁର ଅସୁସ୍ଥ ଅଛନ୍ତି। ସବୁବେଳେ ଫିଟ ରହୁଥିବା ଏହି ଅଭିନେତା ଏବେ ଜର୍ମାନୀରେ ଚିକିତ୍ସା ପାଇଁ ଅଛନ୍ତି । ଭିଡିଓ ଶେୟାର କରି ସେ ନିଜେ ଏହାର ସୂଚନା ଦେଇଛନ୍ତି । ଇନଷ୍ଟାଗ୍ରାମରେ…
ବୋଲ୍ଡ ଲୁକ୍ରେ ଦିଶା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ । ସବୁବେଳେ ସେ ତାଙ୍କର ଫଟୋ, ଭିଡିଓ ଶେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଅନେକ ସମୟରେ ସେ ବୋଲ୍ଡ ଅନ୍ଦାଜରେ ନଜର ଆସନ୍ତି…
ରାଜ୍ୟରେ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୬୪ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୧ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୧୦…
ଷ୍ଟେଶନରେ ବାୟୋଡାଟା ଟାଙ୍ଗିଦେଲେ ଯୁବକ, ମାତ୍ର ୩ ଘଣ୍ଟାରେ ମିଳିଗଲା ଚାକିରି; ଜାଣନ୍ତୁ କେମିତି
ଲଣ୍ଡନ,୨୭ା୧୧: ଲଗାତର ଇଣ୍ଟରଭ୍ୟୁ ଦେବା ପରେ ଜଣେ ଯୁବକଙ୍କୁ ଚାକିରି ମିଳୁ ନ ଥିଲା। ପରେ ସେ ଚାକିରି ଖୋଜିବା ପାଇଁ ଏକ ନୂଆ ତରିକା ଆପଣାଇଥିଲେ। ଯାହା ପରେ ତାଙ୍କୁ ଚାକିରିଟିଏ ମିଳିଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନର ୨୪…
ଜିଲାରେ ଚାଲିଛି ବିପଜ୍ଜନକ ନୌପରିବହନ
କେନ୍ଦ୍ରାପଡ଼ା ଅଫିସ,୨୭।୧୧: ରାଜ୍ୟ ପର୍ଯ୍ୟଟନ ବିଭାଗ ଆସନ୍ତା ଡିସେମ୍ବରରେ ରାଜନଗର ବ୍ଲକ ପେଣ୍ଠଠାରେ ଭିତରକନିକା ଇକୋ ରିଟ୍ରିଟ ଆରମ୍ଭ କରିବ। ଭିତରକନିକାର ପ୍ରାକୃତିକ ବିଭବ ସହିତ ହୁକିଟୋଲା, ହାବେଳିଖଟି, ବତିଘର ଆଦି ପର୍ଯ୍ୟଟକଙ୍କ ଆକର୍ଷଣ ରହିବ। ଏହି ପର୍ଯ୍ୟଟନ କ୍ଷେତ୍ରକୁ ଯିବା…
Archives


