ପ୍ରଫେଶନାଲ ଫୁଟ୍‌ଓ୍ବେର୍‌

ଅଫିସ୍‌କୁ ଯିବା ସମୟରେ ଫର୍ମାଲ ଡ୍ରେସ୍‌ ସହ ସେହିଭଳି ଫର୍ମାଲ ଶୁ ମଧ୍ୟ ପିନ୍ଧିବାକୁ ପଡ଼େ। ସେଥିପାଇଁ କିଭଳି ଫୁଟ୍‌ଓ୍ବେର ପିନ୍ଧିବେ, ତାକୁ ନେଇ ଅନେକ ଯୁବତୀଯୁବକ କନ୍‌ଫ୍ୟୁଜ୍‌ ଥାଆନ୍ତି। ତେବେ କିଭଳି ଫୁଟ୍‌ଓ୍ବେର ପିନ୍ଧିଲେ ଆପଣ ପ୍ରଫେସନାଲ ଲାଗିବେ ଜାଣନ୍ତୁ…

ଫର୍ମାଲ ଡ୍ରେସ୍‌ ପିନ୍ଧୁଥିଲେ ବ୍ଲାକ୍‌ କଲର ଲେଦର ବୁଟ୍‌ କିମ୍ବା ନର୍ମାଲ ବ୍ଲାକ୍‌ ବୁଟ୍‌ ଟିମ୍‌ଅପ୍‌ କରନ୍ତୁ। ଅଫିସିଆଲ୍‌ ଆଉଟ୍‌ଫିଟ୍‌ରେ ବୁଟ୍‌କୁ ସାମିଲ କଲେ ଆପଣ ସ୍ମାର୍ଟ ସହ ଷ୍ଟାଇଲିସ୍‌ ଦେଖାଯିବେ।
ଜୁତି କିମ୍ବା ସ୍ୟାଣ୍ଡେଲ ମଧ୍ୟ ଅଫିସ୍‌ଓ୍ବେର ପାଇଁ ଭଲ ଅପ୍ସନ। କମ୍‌ ଉଚ୍ଚତା ଯୁବତୀମାନେ ଏହାକୁ ପିନ୍ଧି କ୍ଲାସି ଲୁକ୍‌ ପାଇପାରିବେ।
ଫ୍ଲାଟ୍‌ ହିଲ୍‌ ମଧ୍ୟ ଅଫିସ୍‌ ପିନ୍ଧି ଆସିବା ପାଇଁ ଷ୍ଟାଇଲିସ୍‌ ଲୁକ୍‌ ଦେଇଥାଏ। ଏହା ସବୁ ଷ୍ଟାଇଲ୍‌କୁ ମ୍ୟାଚ୍‌ କରିବା ସହ ଆପଣଙ୍କୁ ଫର୍ମାଲ୍‌ ଆଉଟ୍‌ଫିଟ୍‌ରେ ବି କ୍ଲାସି ଏବଂ ଟ୍ରେଣ୍ଡି ଲୁକ୍‌ ଦେଇଥାଏ।
ଜୁତି ମଧ୍ୟ ସବୁ ଷ୍ଟାଇଲ୍‌କୁ ମାନିଥାଏ। ଆପଣ କୁର୍ତ୍ତି ଟ୍ରାଉଜରରେ ଥାଆନ୍ତୁ କିମ୍ବା ଷ୍ଟ୍ରେଟ କଟ୍‌ ଜିନ୍ସରେ ଏହା ସବୁବେଳେ ଫର୍ମାଲ ଏବଂ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
ଆପଣ ଚାହିଁଲେ ଲୋଫର୍‌ ଶୁ ମଧ୍ୟ ଟ୍ରାଏ କରିପାରିବେ। ବ୍ରାଉନ୍‌ ଓ ବ୍ଲାକ୍‌ କଲର୍‌ ଲୋଫର୍‌ ଶୁ ଅଫିସ୍‌ ଓ୍ବେର ପାଇଁ ବେଷ୍ଟ ଅପ୍ସନ।


Enter your email to get our daily news in your inbox.

All Right Reserved By Dharitri.Com

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ମହାରାଜ ସାଗର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର: କେମିତି ହେଲା ମୃତ୍ୟୁ ଛାନ୍‌ଭିନ ଚଳାଇଛି ପୋଲିସ

ବଲାଙ୍ଗୀର,୨୫।୫ (ସୁନୀଲ କୁମାର ମହାନ୍ତି ): ଟିଟିଲାଗଡ଼ ମହାରାଜ ସାଗର ପରିସର ମଧ୍ୟରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଟିଟିଲାଗଡ଼ ପୋଲିସ ଉଦ୍ଧାର କରିଛି । ମହାରାଜ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପ୍ରେମିକଙ୍କ ସହ ଅସଂଜତ ଅବସ୍ଥାରେ ସ୍ତ୍ରୀଙ୍କୁ ଦେଖିଦେଲେ ସ୍ବାମୀ, ତା’ପରେ ଯାହା ଘଟିଲା…

ଦିଗପହଣ୍ଡି,୨୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଚର୍ଚ୍ଚିତ ଘଟଣା। ଘରେ ସ୍ବାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀ ତାଙ୍କ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ରାସ୍ତାରେ ଅଚେତ୍‌ ହୋଇ ପଡ଼ିଥିଲେ ମହିଳା, ଦେଖିକି ମୁଖ୍ୟମନ୍ତ୍ରୀ ବସ୍‌ ଚାଳକ, କଣ୍ଡକ୍ଟର କଲେ ଏମିତି କାମ

ନନ୍ଦପୁର, ୨୫।୫(ତୁଷାର କାନ୍ତ ମହାନ୍ତି ): ଲମତାପୁଟ-ଟିକରପଡ଼ା ମୁଖ୍ୟମନ୍ତ୍ରୀ ବସ୍‌ରେ କାର୍ଯ୍ୟରତ ଚାଳକ, କଣ୍ଡକ୍ଟର ସୋମବାର ପୂର୍ବାହ୍ନରେ ରାସ୍ତା କଡ଼ରେ ଅଚେତ୍‌ ଅବସ୍ଥାରେ ପଡ଼ିଥିବା ଜଣେ ମହିଳାଙ୍କୁ…

ବିଜେଡି ଛାଡିବା ପରେ ବଡ଼ ଗୁମର ଖୋଲିଲେ ଦେବାଶିଷ, କହିଲେ-ନବୀନ ବାବୁ ଭାଜପା ହାତ ଧରି…

ଭୁବନେଶ୍ୱର,୨୫।୫: ବିଜେଡି ଛାଡ଼ିବା ପରେ ଦେବାଶିଷ ସାମନ୍ତରାୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ଭାଜପା ହାତ ଧରି କ୍ୟାରିୟର ଆରମ୍ଭ କରିଥିଲେ। ବାଜପେୟୀ,…

ଝାରସୁଗୁଡ଼ା ପ୍ରିମିୟର ଲିଗ୍‌: ଟାଉନ୍‌ ବୀର୍ସ ଚାମ୍ପିୟନ

ଝାରସୁଗୁଡ଼ା,୨୫।୫(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ମନମୋହନ ଏମ୍‌.ଇ. ସ୍କୁଲ ପଡ଼ିଆଠାରେ ଝାରସୁଗୁଡ଼ା ପ୍ରିମିୟର ଲିଗ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ମଙ୍ଗଳ ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri