Home Left

ଗ୍ରାମ୍ୟ ସଭାପତିଙ୍କୁ ପିଟି ପିଟି ମାରିଦେଲେ

ଗଞ୍ଜାମ,୨୬ା୧୧(ଡି.ଏନ.ଏ.): ପୂର୍ବ ଶତ୍ରୁତାରୁ ଗଞ୍ଜାମ ଜିଲା ରମ୍ଭା ଥାନା ପୋଇରାଶି ପଞ୍ଚାୟତର କଣ୍ଟିଆପଲ୍ଲୀ ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡ୍ଡୀଙ୍କୁ ଶୁକ୍ରବାର ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ଏ ନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୫୪୮/୨୧) ରୁଜୁ କରି ଘଟଣାରେ ସମ୍ପୃକ୍ତ ୩…

ଆତଙ୍କବାଦୀ ସଙ୍ଗଠନର ଗାଇଡ ହାଜି ଆରିଫ ନିହତ

ନୂଆଦିଲ୍ଲୀ,୨୬ ।୧୧: ପାକିସ୍ତାନୀ ସେନା ଓ ଗୁଇନ୍ଦା ଏଜେନ୍ସି ଆଇଏସ ସହ ଆତଙ୍କବାଦୀ ସଙ୍ଗଠନକୁ ବଡ ଝଟକା ଲାଗିଛି । ଶୁକ୍ରବାର ଭାରତୀୟ ସୁରକ୍ଷାକର୍ମୀଙ୍କ ଦ୍ୱାରା ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନର ଜଣେ ବଡ ଗାଇଡ ହାଜି ଆରିଫ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)…

କାଠପୋଲ ଛଡା ଆଉ ବାଟ ନାହିଁ

ପାରଳାଖେମୁଣ୍ଡି,୨୬।୧୧(ଡି.ଏନ୍‌.ଏ.): ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଗଜପତି ଜିଲା ରାୟଗଡ଼ ବ୍ଲକ ଜଳଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଅବହେଲିତ। ଗମନାଗମନ ପାଇଁ ଗାଁକୁ ରାସ୍ତା ନାହିଁ। ଏକରି କି ଗାଁ ନିକଟରେ ଥିବା ନାଳ ଉପରେ କାଠ ତିଆରି ଅସ୍ଥାୟୀ…

‘ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ଭାଜପା ସରକାର’

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଭାଜପା ରାଜ୍ୟରେ ସରକାର ଗଢ଼ିବ। ମାର୍ଚ୍ଚ ସୁଦ୍ଧା ପରିବର୍ତ୍ତନ ଦେଖିବାକୁ ମିଳିବ। ଏଭଳି ବୟାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ରାଣେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ…

ପରିବାରର ୪ ଜଣଙ୍କୁ ଟାଙ୍ଗିଆରେ ହାଣିଦେଲେ

ଲକ୍ଷ୍ନୌ,୨୬।୧୧: ୧୬ ବର୍ଷର ଝିଅ ଓ ୧୦ ବର୍ଷର ପୁଅ ସମେତ ପରିବାରର ୪ ଜଣଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ। ଗୁରୁବାର ସକାଳେ ଖବର ପାଇ ସେମାନଙ୍କ ଘରୁ…

ନୂଆ ଫିଲ୍ମର ଶୁଟିଂ କରି ଫଟୋ ଶେୟାର କଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଫିଲ୍ମ ‘ଧମାକା’ରେ ଜବରଦସ୍ତ ଅଭିନୟ କରିବା ପରେ ଏବେ ସେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ନେଇ ଖୁବ୍‌ ବ୍ୟସ୍ତ ଅଛନ୍ତି । ତାଙ୍କ ଅଭିନୀତ ଫିଲ୍ମ’ଧମାକା’କୁ ସଫଳତା ମିଳିବା ପରେ ଏବେ ତାଙ୍କ ପାଖରେ…

ଗୋଟିଏ ହେଲେ ଉଇକେଟ ନେଇପାରିଲେ ନାହିଁ

କାନପୁର,୨୬।୧୧: ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୫୭ ଓଭର ବୋଲିଂ କରିବା ପରେ ମଧ୍ୟ ନ୍ୟୁଜିଲାଣ୍ଡର ଗୋଟିଏ ହେଲେ ଉଇକେଟ ନେଇପାରିନାହାନ୍ତି ଭାରତୀୟ ବୋଲର। ତାହା ପୁଣି ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ଇଶାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ ବୋଲରଙ୍କ…

ଦର୍ଶକଙ୍କୁ ପସନ୍ଦ ଆସୁଛି ସଲମାନଙ୍କ ନୂଆ ଅବତାର

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାଁ ପୁଣିଥରେ ବଡ ପରଦାରେ ଧୁମ ମଚାଇବାକୁ ଆସିଯାଇଛନ୍ତି । ସଲମାନ ଖାଁ ଓ ଆୟୁଷ ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ‘ ୨୬ ନଭେମ୍ବରରେ ରିଲିଜ୍ ହୋଇସାରିଛି । ବହୁଦିନ ହେବ…

କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ଗଣଧାରଣା

କର୍ଲାମୁଣ୍ଡା,୨୬।୧୧(ଡି.ଏନ୍‌.ଏ.):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମୁଖରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଶୁକ୍ରବାର ଗଣଧାରଣା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବ୍ଲକ କଂଗ୍ରେସ ସଭାପତି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ଶିବ ମନ୍ଦିର ଠାରୁ ଶୋଭା…

ଅଫିସରୁ ଘରକୁ ଫେରି ନ ଥିଲେ ଭିଏଡବ୍ଲ୍ୟୁ, ଆଜି ରାସ୍ତାପାର୍ଶ୍ୱରୁ ମିଳିଲା ମୃତଦେହ

ବାରିପଦା ଅଫିସ,୨୬ା୧୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପଞ୍ଚାୟତ ଭୋଳାଗଡ଼ିଆ ଗାଁ ପାଖ ଗୋଟିଏ ଖାଲ ଭିତରୁ ଶୁକ୍ରବାର ସକାଳୁ ଏକ ମୃତଦେହକୁ ପୋଲିସ ଜବତ କରିଛି। ମୃତ ବ୍ୟକ୍ତି ଜଣକ ବ୍ରାହ୍ମଣ ଗାଁର ଭିଏଡବ୍ଲ୍ୟୁ ଅର୍ଥାତ୍‌ ଗ୍ରାମ୍ୟ…

ହୋସ ଉଡାଇଲେ ରଣବୀର

ମୁମ୍ବାଇ: କ୍ରିକେଟର କପିଲ ଦେବଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ଚଳଚ୍ଚିତ୍ର ୮୩ର ଟିଜର ରିଲିଜ ହୋଇଛି । ଏଥିରେ କପିଲ ଦେବଙ୍କ କ୍ୟାରେକ୍ଟରରେ ବଲିଉଡ୍ ନାୟକ ରଣବୀର ସିଂ ନଜର ଆସିଛନ୍ତି । ଫିଲ୍ମର ଘୋଷଣା ଓ ଫାଷ୍ଟ…

ରାନୁ ମଣ୍ଡଳଙ୍କୁ ମୁମ୍ବାଇରେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ହିମେଶ

ମୁମ୍ବାଇ: ୨୦୧୯ ଅଗଷ୍ଟରେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେଶନରେ ‘ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ’ର ଗୀତ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ରାନୁଙ୍କ ଗୀତ ସୋସିଆଲ ମିଡିଆରେ ସେତେବେଳେ ଭାଇରାଲ ହେବା ପରେ ବଲିଉଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri