କ୍ରିକେଟ୍ରେ ଏମିତ ରୋଚକ ଘଟଣା ମାତ୍ର ଥରେ ଘଟିଛି
ନୂଆଦିଲ୍ଲୀ,୭।୧୨: ଇଂଲଣ୍ଡକୁ କ୍ରିକେଟର ପିତା କୁହାଯାଏ। ଇଂଲଣ୍ଡ କ୍ରିକେଟର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଖେଳିଥିଲେ। ଏହି ମ୍ୟାଚ୍ ଟେଷ୍ଟ କ୍ରିକେଟ ସହିତ ଆରମ୍ଭ ହୋଇଥିଲା। କିନ୍ତୁ ଆଜିକୁ ପ୍ରାୟ ୯୧ ବର୍ଷ ପୂର୍ବେ, ଇଂଲଣ୍ଡ ଦଳ ଏକାସାଙ୍ଗରେ ୨ଟି ଦେଶରେ…
୩ଟି ମେଗା ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁପି ଗସ୍ତ କରିବେ । ରାଜ୍ୟବାସୀଙ୍କୁ ୩ଟି ମେଗା ପ୍ରକଳ୍ପ ଉତ୍ସର୍ଗ କରିବେ ମୋଦି । ୟୁପିର ଗୋରଖପୁର ଜିଲାରେ ଏମ୍ସ ସାର କାରଖାନା ଭଳି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି…
ଜମି ଅନୁମୋଦନ ପ୍ରକ୍ରିୟା ଆଉ ପାଦେ ବଢ଼ିଲା
ବଲାଙ୍ଗୀର ଅଫିସ, ୬ା୧୨: ୭୭ ବର୍ଷ ପୁରୁଣା ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ଇଞ୍ଚେ ଜମିର ମାଲିକାନା ସ୍ବତ୍ୱ ନାହିଁ। ଏଭଳିକି ବିଶ୍ୱବିଦ୍ୟାଳୟର ଦଖଲଭୁକ୍ତ ଜମିର ମାଲିକାନା ସ୍ବତ୍ୱ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ନଁାରେ…
ଫସଲ କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି। ତେଣୁ ଫସଲ କ୍ଷୟକ୍ଷତି ରିପୋର୍ଟ ଜିଳାପାଳଙ୍କୁ ମଗାଯାଇଛି। ୭ ଦିନ ଭିତରେ ରିପୋର୍ଟ ଦେବାକୁ…
ହୃଦ୍ଘାତ, କ୍ୟାନ୍ସର ଭଳି ଗମ୍ଭୀର ସମସ୍ୟାରୁ ମୁକ୍ତି ଚାହୁଁଥିଲେ
ଅଖ୍ରୋଟ୍ ମସ୍ତିଷ୍କ ଲାଗି ଉପକାରୀ ହୋଇଥାଏ ବୋଲି ଆପଣ ଜାଣିଥିବେ। ମାତ୍ର ଏହା ଖାଲି ମସ୍ତିଷ୍କ ପାଇଁ ନୁହେଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରୁ ଭିଟାମିନ୍ ଫାଇବର୍, ପ୍ରୋଟିନ୍ ଫସ୍ଫରସ୍ , ମ୍ୟାଗ୍ନେଶିୟମ, ଓମେଗା-୩ ଆଦି ବିଭିନ୍ନ ପୋଷକ…
ବିରୋଧୀ ଅଟଳ, ଗୃହ ଅଚଳ
ଭୁବନେଶ୍ୱର,୧୨।୭(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାକୁ ନେଇ ଗତ ୫ ଦିନ ହେବ ବିଧାନସଭା ଅଚଳ ହୋଇଛି। ବିରୋଧୀ ଭାଜପା ଏବଂ କଂଗ୍ରେସର ଗୋଟିଏ ଜିଦ୍ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇ ମାମଲାର ସିିବିଆଇ ତଦନ୍ତ କରାଯାଉ। ଏହି ଦାବିକୁ…
ନାଗାଲାଣ୍ଡ ହିଂସା: ଯେଉଁଠି ହୋଇଥିଲା ବିବାହ ସେଇଠି ହେଲା ସଂସ୍କାର
କୋହିମା,୭ ।୧୨: ନାଗାଲାଣ୍ଡର ମୋନ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ସମସ୍ତଙ୍କୁ ଚମକାଇ ଦେଇଥିଲା । ଯେତେବେଳେ ଏମାନଙ୍କ ମୃତ ଦେହ ଓଟିଂ ଗାଁରେ ପହଞ୍ଚିଥିଲା ସେତେବେଳେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିଥିଲା । ଏମାନଙ୍କ ମଧ୍ୟରେ…
କଂଗ୍ରେସକୁ ଲାଗିବ ବଡ ଝଟ୍କା
ପଣଜୀ,୭ ।୧୨: ଗୋଆରେ କଂଗ୍ରେସକୁ ବଡ ଝଟ୍କା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଇକ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି । ମହାରାଷ୍ଟ୍ରବାଦୀ ଗୋମାଂତକ ପାର୍ଟି(ଏମ୍ଜିପି)ରୁ ରାଜନୀତିର କ୍ୟାରିୟର ଆରମ୍ଭ କରିଥିବା ରବି ନାଇକ ପରେ କଂଗ୍ରେସରେ…
ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ମାଟି ମା‘ର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ
ମାଟି ମା‘ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ ଜାତୀୟ ପଦାତିକ ବାହିନୀ ପତାକା ଦିବସ ( ନ୍ୟାଶନାଲ ଆର୍ମଡ୍ ଫୋର୍ସ ଫ୍ଲାଗ୍ ଡ଼େ)…
ଆଗାମୀ ନିର୍ବାଚନରେ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ଭାଜପା ବିଜୟୀ ହୋଇ ୟୁପିରେ ଗଢିବ ସରକାର: ମୋର୍ଯ୍ୟ
ଲକ୍ଷ୍ନୌ,୭ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସମୟ । ଆଉ ଏହାରି ଭିତରେ ସମସ୍ତ ରାଜନୈତୀକ ଦଳ ବଳ କଷିବାକୁ ପ୍ରସ୍ତୁତ ହେଉଛନ୍ତି । ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ…
ନାଗାଲାଣ୍ଡରେ ତଥ୍ୟ ସଂଗ୍ରହ କରିବ କଂଗ୍ରେସ
ନୂଆଦିଲ୍ଲୀ,୭।୧୨: କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ନାଗାଲାଣ୍ଡର ଗୁଳିକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବ। ସପ୍ତାହେ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଉକ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।…
Archives


