ଏଜାଜଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ଅଶ୍ୱିନ
ମୁମ୍ବାଇ,୬।୧୨: ମୁମ୍ବାଇ ଟେଷ୍ଟରେ ଫରଫେକ୍ଟ ୧୦ ଉଇକେଟ ହାସଲ କରିଥିବା ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ ପଟେଲଙ୍କୁ ମ୍ୟାଚ୍ ପରେ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଉପହାର ଭାବେ ଭାରତୀୟ ଖେଳାଳିଙ୍କ ହସ୍ତାକ୍ଷର ଥିବା ଟିମ୍…
୩୦ ଫୁଟ ତଳକୁ ଖସିଲା ଟ୍ରକ୍
ବାଙ୍ଗିରିପୋଷି,୬।୧୨(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ସୋମବାର ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଇରନ ପାଇପ୍ ବୋଝେଇ ଟ୍ରକ୍ଟି ଘାଟିରୁ ୩୦ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତୀ ଯାଇଥିବା…
ସୋନୁ ସୁଦଙ୍କୁ ବିଏମ୍ସିର ନୋଟିସ
ମୁମ୍ବାଇ: ବଲିଉଡ୍ର ଜଣେ ପ୍ରତିଷ୍ଠିତ କଳାକାର ତଥା ଗରୀବଙ୍କ ଭଗବାନ ଭାବେ ପରିଚିତ ଅଭିନେତା ସୋନୁ ସୁଦଙ୍କ ନାଁରେ ବୃହାନମୁମ୍ବାଇ ନଗର ନିଗମ (ବିଏମ୍ସି) ପକ୍ଷରୁ ନୋଟିସ ଜାରି କରାଯାଇଛି । ସୋନୁ ଜୁହୁ ସ୍ଥିତ ଏକ ରେସିଡେନ୍ସ ବିଲଡିଂରେ ବେଆଇନ…
ଶିକ୍ଷା ଅଧିକାରୀଙ୍କ କାରକୁ ପିଟିଲା ଟ୍ରେଲର
ବୈଶିଙ୍ଗା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥର ଗଡ଼ଗଡ଼ିଆଠାରେ ସୋମବାର ଏକ ଟ୍ରେଲର ଧକ୍କାରେ ଶିକ୍ଷା ବିଭାଗର ୩ ଅଧିକାରୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ଓ ପରେ ବାରିପଦା ସ୍ଥିତ…
‘ଆମ ପାଇଁ ନୁହେଁ, ଭାଜପା ଲାଗି ଚିନ୍ତାର କାରଣ’
ଲକ୍ଷ୍ନୌ,୬।୧୨: ମଥୁରା ଶାହି ଇଦଗା ମସଜୀଦରେ କୃଷ୍ଣମୂର୍ତ୍ତି ସ୍ଥାପନ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ରୂପେ ଭାଜପା ଉପରେ ନିର୍ଭର କରେ। ଆମର ସୀମା ‘ରାମ ଲାଲା’ଙ୍କ ପର୍ଯ୍ୟନ୍ତ। ଆମର ମଥୁରା ସହ କିଛି ନେବା ଦେବା ନାହିଁ। ଏହାପରେ…
ଗର୍ଭବତୀ ଭଉଣୀଙ୍କ ମୁଣ୍ଡ କାଟିଦେଲେ…
ମୁମ୍ବାଇ,୬।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଭିଣୋଇଙ୍କ ଉପସ୍ଥିତିରେ ଗର୍ଭବତୀ ଭଉଣୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଭାଇ। ଏପରିକି ଭାଇ ଭଉଣୀର କଟା ମୁଣ୍ଡ ଧରି ସେଲ୍ଫି ଉଠାଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ବିଶ୍ୱର ପ୍ରଥମ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡ
ମୁମ୍ବାଇ,୬।୧୨: ବିଶ୍ୱ କ୍ରିକେଟ ଇତିହାସର ପ୍ରଥମ କ୍ୟାପଟେନ ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ମ୍ୟାଚ୍ ଜିତିଛନ୍ତି ବିରାଟ କୋହଲି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ୩୭୨ ରନ୍ର ବିଜୟ ସହ ଏହି ସଫଳତା ପାଇଛନ୍ତି ଭାରତୀୟ ଅଧିନାୟକ। ଏହି…
ଦଳ ଛାଡ଼ିଲେ କଂଗ୍ରେସ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି
ସୁନ୍ଦରଗଡ,୬।୧୨(ଡି.ଏନ୍.ଏ.): ବରିଷ୍ଠ ନେତା ତଥା ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡା. ପ୍ରଫୁଲ୍ଲ କୁମାର ମାଝି ସୋମବାର କଂଗ୍ରେସ ଛାଡ଼ିଛନ୍ତି। ଡା ମାଝି ଆନୁଷ୍ଠାନିକ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ଖବରଦାତା ସମ୍ମିଳନୀରେ ଘୋଷଣା କରିଛନ୍ତି।…
ପ୍ରିୟଙ୍କାଙ୍କ ପରେ ଥରୁର ସଂସଦ ଟିଭି ଶୋ’ରୁ ଓହରିଲେ
ନୂଆଦିଲ୍ଲୀ,୬।୧୨: ଶିବସେନା ଏମ୍ପି ପ୍ରିୟଙ୍କା ଚତୁର୍ବେଦୀଙ୍କ ପରେ କଂଗ୍ରେସ ଏମ୍ପି ଶଶି ଥରୁରୁ ସଂସଦ ଟିଭି ହୋଷ୍ଠ ପଦବୀରୁ ଓହରି ଯାଇଛନ୍ତି। ଟକ ଶୋ’ ‘ଟୁ ଦି ପଏଣ୍ଟ’ହୋଷ୍ଟ ପଦବୀରୁ ସେ ସୋମବାର ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ରାଜ୍ୟ…
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଭାଜପାର ମାଷ୍ଟରଷ୍ଟ୍ରୋକ୍, ଭୋଳା ବାବାଙ୍କ ଦରବାରରେ ଯୋଗୀଙ୍କ କ୍ୟାବିନେଟ ହେବ ହାଜର
ଲକ୍ଷ୍ନୌ,୬ ।୧୨: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ଶାସନ ଭାର ସମ୍ଭାଳିବାକୁ ସବୁ ଶକ୍ତି ପ୍ରୟୋଗ କରୁଛି । ଏଥର ଭାଜପା ଖେଳିଛି ମାଷ୍ଟରଷ୍ଟ୍ରୋକ । ଉତ୍ତର ପ୍ରଦେଶ…
ପିଜ୍ଜା ଡେ’ରେ ଗୁଗଲ୍ ପକ୍ଷରୁ ସ୍ବତନ୍ତ୍ର ଡୁଡଲ୍ସ
ଗୁଗଲ ସର୍ବଦା ଅନେକ ବଡ଼ ଉତ୍ସବକୁ ଏକ ବିଶେଷ ଉପାୟରେ ପାଳନ କରିଥାଏ। ଉତ୍ସବ ସହିତ, ଗୁଗଲ ଡୁଡଲ୍ସ ମାଧ୍ୟମରେ ସେହି ଦିନର ଇତିହାସ ବିଷୟରେ ସୂଚନା ଦେଇଥାଏ। ଆଜି ଗୁଗୁଲ ପିଜ୍ଜା ଦିବସ ପାଳନ କରୁଛି । ୨୦୦୭ ମସିହାରେ…
ଏଥର ଛାଡ଼ିବୁନି : ଅଙ୍ଗନଓ୍ବାଡି କର୍ମୀ
ଭୁବନେଶ୍ୱର,୬।୧୨(ବ୍ୟୁରୋ): ବର୍ଷ ତଳେ ରାଜରାସ୍ତାକୁ ଓହ୍ଲାଇଥିଲୁ । ଆନ୍ଦୋଳନ କରିଥିଲୁ। ଦାବି ପୂରଣ କରିବାକୁ ନେହୁରା ହୋଇଥିଲୁ। ଆମକୁ ଆଶ୍ୱାସନା ଦେଇ ଉଠାଇଦେଲେ। କିଛି ପୂରଣ କଲେ, କିଛି ଭୁଲିଗଲେ। ହେଲେ ଏଥର ଛାଡ଼ିବୁନି ଭଲରେ ଭଲରେ ଆମ ଦାବି ନ…
Archives


