ରୁଷିଆର ମିଶାଇଲ ମାଡରେ ୟୁକ୍ରେନର ନିପ୍ରୋ ବିମାନବନ୍ଦର ଧ୍ୱଂସ

କ୍ୱିଭ,୧୧ ।୪: ରୁଷିଆ ୟୁକ୍ରେନର ଲୁହାଂସ୍କ ଓ ନିପ୍ରୋ ଅଞ୍ଚଳରେ ରବିବାର ରକେଟ ମାଡ କରିଛି । ଏହାପରେ ବିମାନ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ରୁଷିଆର ଏହି ଆକ୍ରମଣରେ ଅନ୍ୟ ଅଞ୍ଚଳବି କ୍ଷତିଗ୍ରସ୍ତ ହୋଇଛି ।
ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟର ଖବର ଅନୁଯାୟୀ, ରୁଷିଆ ମିଶାଇଲ ପୁଣିଥରେ ନିପ୍ରୋ ବିମାନ ବନ୍ଦର ଉପରେ ଆକ୍ରମଣ କରିଛି । ସ୍ଥାନୀୟ ଅଧିକାରୀମାନେ କହିଛନ୍ତି କି ମାର୍ଚ୍ଚ ମଧ୍ୟଭାଗରେ ଗୋଟିଏ ମିଶାଇଲ ବିମାନ ପନ୍ଦର ଉପରେ ମାଡ କରାଯାଇଥିଲା । ଏହାପରେ ବିମାନ ବନ୍ଦରଟି ନଷ୍ଟ ହୋଇଯାଇଥିଲା ।
ନିପ୍ରୋପେଟ୍ରୋସ ଓବ୍ଲାଷ୍ଟର ଗଭର୍ନର ୱେଲେଂଟାଇନ ରେଜ୍ନିଚେଂକୋ କହିଛନ୍ତି, ବିମାନ ବନ୍ଦର ନିକଟରେ କିଛି ନାହିଁ ଏହାପରେ ବି ସେଠାରେ ମିଶାଇଲ ମାଡ କରାଯାଉଛି । ଗଭର୍ନରଙ୍କ ସୂଚନା ଅନୁଯାୟୀ, ଜରୁରୀକାଳିନ କର୍ମଚାରୀ, ଉକ୍ତ ଅଞ୍ଚଳର ସ୍ଥିତି ସମ୍ପର୍କରେ ତଥ୍ୟ ନେଇଥିଲେ । ରେଜ୍ନିଚେଂକୋ ପୂର୍ବରୁ କହିଥିଲେ, ନିପ୍ରୋରେ ଆକ୍ରମଣ ପରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ରକେଟ ଆକ୍ରମଣ ପରେ ଏଠାରେ ନିଆଁ ଲଗାଇ ଦିଆଯାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ସଡ଼କ ଦୁର୍ଘଟଣା: ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ୫ ଗୁରୁତର

ନ୍ୟୁୟର୍କ,୨୮।୧୦: ଆମେରିକାର ପଶ୍ଚିମ ମାସାଚ୍ୟୁସେଟ୍ସରେ ଗୁରୁବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଗୁରୁତର...

ମସ୍କ, ବେଜୋସଙ୍କ ସମେତ କମିଲା କେତେକ ଅରବପତିଙ୍କ ସମ୍ପତି

ୱାଶିଂଟନ,୩ ।୭: ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ...

ରୁଷିଆ-ୟୁକ୍ରେନ ପଛରେ ଆମେରିକାର ତୈଳ ରାଜନୀତି

ମସ୍କୋ,୩ା୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗୋଟିଏ ପଟେ କ୍ରିମିଆ ଏବଂ ଅନ୍ୟପଟେ ନାଟୋ ମଧ୍ୟ ଗଠନ ହୋଇଛି। ଏହା...

କ୍ଷେପଣାସ୍ତ୍ର ବଙ୍କର ନିର୍ମାଣ କରିଛି ଚାଇନା, ଆମେରିକା ଏଫ୍‌ଏଏସ୍‌ କଲା ପର୍ଦ୍ଦାଫାଶ୍‌…

ଓ୍ବାଶିଂଟନ,୩।୧୧: ଚାଇନା ତିନୋଟି ସ୍ଥାନରେ କ୍ଷେପଣାସ୍ତ୍ର ସିଲୋ ଫିଲ୍ଡ (ବଙ୍କର) ନିର୍ମାଣ କରିଛି। ଚାଇନା ଜାଣିଶୁଣି ଆଣବିକ ପ୍ରତିଯୋଗୀତାକୁ ପ୍ରୋତ୍ସାହିତ କରୁଥିବା କୁହାଯାଇଛଇ। ପାଶ୍ଚାତ୍ୟ ବିଶେଷଜ୍ଞମାନେ...

ସାଂଘାଇରେ ବେକାବୁ ହେଲାଣି କରୋନା, ଗୋଟିଏ ଦିନରେ ୫୨ ଜଣଙ୍କ ମୃତ୍ୟୁ

ବେଜିଂ,୨୬ ।୪: କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଫେରିଲାଣି ମହାମାରୀ । ସାଂଘାଇରେ ପରିସ୍ଥିତି ଅଣାୟତ ହେବାକୁ ଯାଉଛି । ସମାଚାର ଏଜେନ୍ସି ସିହ୍ନୁଆର...

ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ସମେତ ୫ ମୃତ

ଓ୍ବାଶିଂଟନ,୧୧ା୬: ଆମେରିକାର ମେରାଇନ କର୍ପ୍ସ କାଲିଫର୍ନିଆର ମରୁଭୂମିରେ ଟ୍ରେନିଂ ସମୟରେ ଓସପ୍ରେ ଟିଲ୍ଟ୍ରୋଟୋର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ପ୍ରାଣ...

ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ବିଚ ରାସ୍ତାରେ ହତ୍ୟା

ଇସଲାମାବାଦ,୨୨ ।୩: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ଅପରଣ ଉଦ୍ୟମ କରି ଫେଲ ମାରିବାରୁ ତାଙ୍କୁ ବିଚ୍ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିବା...

୪୪ ବର୍ଷରେ ବନ୍ୟ ପ୍ରାଣୀଙ୍କ ସଂଖ୍ୟା କମିଛି ୬୦ ପ୍ରତିଶତ: ପ୍ରତିଦିନ ଶହେ ହାତୀଙ୍କ ମୃତ୍ୟୁ ଘଟୁଛି

ଓ୍ବାଶିଂଟନ,୨୫।୭: ପୃଥିବୀରେ ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ନକାରାତ୍ମକ ପ୍ରଭାବ ଜଙ୍ଗଲ ପରିସୀମା ଉପରେ ପଡ଼ିବାରେ ଲାଗିଛି। ଜଙ୍ଗଲ ଅଭାବ ଯୋଗୁ ବନ୍ୟ ପ୍ରାଣୀଙ୍କ ସଂଖ୍ୟା...

Advertisement
Archives

Model This Week