ମାଟି ମା‘ର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ
ମାଟି ମା‘ର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀଙ୍କ ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ ଜାତୀୟ ପଦାତିକ ବାହିନୀ ପତାକା ଦିବସ ( ନ୍ୟାଶନାଲ ଆର୍ମଡ୍ ଫୋର୍ସ ଫ୍ଲାଗ୍ ଡ଼େ)…
ଆଗାମୀ ନିର୍ବାଚନରେ ୩୦୦ରୁ ଊର୍ଦ୍ଧ୍ୱ ଆସନରେ ଭାଜପା ବିଜୟୀ ହୋଇ ୟୁପିରେ ଗଢିବ ସରକାର: ମୋର୍ଯ୍ୟ
ଲକ୍ଷ୍ନୌ,୭ ।୧୨: ପାଖେଇ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସମୟ । ଆଉ ଏହାରି ଭିତରେ ସମସ୍ତ ରାଜନୈତୀକ ଦଳ ବଳ କଷିବାକୁ ପ୍ରସ୍ତୁତ ହେଉଛନ୍ତି । ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ…
ନାଗାଲାଣ୍ଡରେ ତଥ୍ୟ ସଂଗ୍ରହ କରିବ କଂଗ୍ରେସ
ନୂଆଦିଲ୍ଲୀ,୭।୧୨: କଂଗ୍ରେସର ଏକ ୪ ଜଣିଆ ପ୍ରତିନିଧି ଦଳ ନାଗାଲାଣ୍ଡର ଗୁଳିକାଣ୍ଡ ଘଟିଥିବା ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ସଂଗ୍ରହ କରିବ। ସପ୍ତାହେ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଉକ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।…
ମହିଳା ନୁହେଁ, ପୁରୁଷଙ୍କ ପାଇଁ ତିଆରି ହୋଇଥିଲା ହାଇ ହିଲ୍ ଜୋତା: ପଛରେ ରହିଛି ରୋଚକ କାହାଣୀ
ମହିଳାମାନେ ହାଇ ହିଲ୍ ଜୋତା ପିନ୍ଧିବାକୁ ଭଲ ପାଆନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଉଚ୍ଚ ହିଲ ମହିଳାମାନଙ୍କ ପାଇଁ ନୁହେଁ ବରଂ ପୁରୁଷମାନଙ୍କ ପାଇଁ ତିଆରି ହୋଇଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁରୁଷମାନଙ୍କ ପାଇଁ ହାଇ ହିଲ୍…
ନୀତୀଶ ସରକାର କରିବେ ଜାତିଗତ ଜନଗଣନା, ସର୍ବ ଦଳୀୟ ବୈଠକ ପରେ ନିଆଯିବ ନିଷ୍ପତ୍ତି
ପାଟନା,୭ ।୧୨: ବିହାରରେ କିଛି ଦିନ ହେବ ଜାତିଗତ ଜନଗଣନାକୁ ନେଇ ରାଜନୀତି ଚାଲିଥିବା ବେଳେ ଏବେ ଏକ ପ୍ରକାର ସ୍ଥିର ହୋଇଯାଇଛି କି ରାଜ୍ୟରେ ଜାତିଗତ ଜନଗଣନା କରାଯିବ । ତେବେ ସର୍ବଦଳୀୟ ବୈଠକ ପରେ ଏହାର ନିଷ୍ପତ୍ତି ନିଆଯିବ…
ପ୍ରେମିକାଙ୍କ ପାଇଁ ଏଲ୍ଓସି ଡେଇଁଲେ ପାକିସ୍ତାନୀ ଯୁବକ
ଜୟପୁର,୭।୧୨: ପାକିସ୍ତାନ ସୀମାକୁ ଲାଗିଥିବା ଲାଇନ ଅଫ୍ କଣ୍ଟ୍ରୋଲ (ଏଲ୍ଓସି ) ଡେଇଁବାକୁ ଉଦ୍ୟମ କରି ରାଜସ୍ଥାନର ଶ୍ରୀ ଗଙ୍ଗାନଗରରେ ଧରା ପଡ଼ିଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ଉକ୍ତ ଯୁବକଙ୍କ ନାମ ମହମ୍ମଦ ଅମିର। ଧରା ପଡ଼ିବା ପରେ ପ୍ରେମିକାଙ୍କୁ…
ଜନ୍ତରମନ୍ତରରେ ବସିଲେ ମେହବୁବା
ନୂଆଦିଲ୍ଲୀ, ୭।୧୨: ଜମ୍ମୁ-କଶ୍ମୀରରେ ନିରୀହ ଜନସାଧାରଣଙ୍କୁ ହତ୍ୟା କରାଯାଉଛି। ତୁରନ୍ତ ଏହାକୁ ବନ୍ଦ କରିବା ଦାବିରେ ସୋମବାରଠୁ ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି। ତାଙ୍କ ସହ ଧାରଣାରେ ବହୁସଂଖ୍ୟାରେ ସାମିଲ ହୋଇଛନ୍ତି ଦଳୀୟ କର୍ମୀ। କଶ୍ମୀରରେ ବିକ୍ଷୋଭ…
ଗୁଣିଗାରେଡ଼ି ସନ୍ଦେହରେ ବଡ଼ମା’ଙ୍କୁ ହାଣି ଦେଲେ
ପଟ୍ଟାଙ୍ଗୀ,୬ା୧୨(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କାକିପାଡୁ ଗ୍ରାମରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ିି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ବଡ଼ମା’ଙ୍କୁ ହତ୍ୟା କରିଛନ୍ତି। ଘଟଣା ପରେ ସେ ପରିବାର ସହ ଫେରାର ହୋଇଯାଇଛନ୍ତି। ଖବରରୁ…
ବକ୍ସିଂ ଡେ’ ଟେଷ୍ଟରୁ ଆରମ୍ଭ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର୍
ଜୋହାନ୍ସବର୍ଗ, ୬ା୧୨- ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଟୁର୍ର ସଂଶୋଧିତ କାର୍ଯ୍ୟସୂଚୀ ସୋମବାର ପ୍ରକାଶ ପାଇଛି। ତଦନୁସାରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଡିସେମ୍ବର ୨୬ରୁ ସିରିଜ ବକ୍ସିଂ ଡେ’ ଟେଷ୍ଟ ସହ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ସେଞ୍ଚୁରିଅନଠାରେ…
ଭିକି-କଟ୍ରିନାଙ୍କ ବିବାହର ସୁରକ୍ଷା ଦାୟିତ୍ୱରେ ସଲମାନଙ୍କ ବଡିଗାର୍ଡ
ମୁମ୍ବାଇ,୬।୧୨: ଚଳିତ ସପ୍ତାହରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଟ୍ରିନା କୈଫ ଓ ଭିକି କୌଶଲ। ଏହି ସିକ୍ରେଟ ବିବାହକୁ ସୁରକ୍ଷା ଯୋଗାଉଛନ୍ତି ବଲିଉଡ୍ ସୁପରଷ୍ଟାର ତଥା କଟ୍ରିନାଙ୍କ ପୂର୍ବତନ ବୟଫ୍ରେଣ୍ଡ ସଲମାନ ଖାନଙ୍କ ବଡିଗାର୍ଡ ଶେରା। ପିଙ୍କଭିଲାରେ…
ଚାଷୀଙ୍କୁ କଚାଡ଼ି ମାରିଲା ହାତୀ
ବଅଁରପାଳ,୬।୧୧(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଏକ ପଲରେ ୪୬ ହାତୀ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ସୋମବାର ହାତୀ ଆକ୍ରମଣରେ ନଳଟାଙ୍ଗର ଗ୍ରାମର ଚାଷୀ ଧନେଶ୍ୱର ଭୁକ୍ତା (୬୦)ଙ୍କ ଜୀବନ ଯାଇଛି। ସକାଳୁ ବିଲକୁ ଯାଇଥିବାବେଳେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ।…
ବୈଜ୍ଞାନିକଙ୍କ ଚେତାବନୀ ଭୟଙ୍କର ହେବ ଆଗାମୀ ମହାମାରୀ
ଲଣ୍ଡନ,୬।୧୨: ଭବିଷ୍ୟତରେ ଆସିବାକୁ ଥିବା ମହାମାରୀ କୋଭିଡ୍-୧୯ଠାରୁ ଅଧିକ ଭୟଙ୍କର ହୋଇପାରେ। କରୋନା ଅପେକ୍ଷା ଏହା ବେଶୀ ସଂକ୍ରାମକ ଓ ଘାତକ ହୋଇପାରେ। ଏଥିପାଇଁ ବିଶ୍ୱ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ଅକ୍ସଫୋର୍ଡ-ଆଷ୍ଟ୍ରଜେନିକା ଭାକ୍ସିନ ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରୁ ଅନ୍ୟତମ ବୈଜ୍ଞାନିକ…
Archives


