ପ୍ରେମିକାଙ୍କୁ ସର୍ପ୍ରାଇଜ୍ ଦେଲେ ଅର୍ଜୁନ
ନିକଟରେ ଅଭିନେତ୍ରୀ ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁର ସହ ମାଳଦ୍ୱୀପ ଛୁଟିରୁ ଫେରିଛନ୍ତି। ଏଠାରେ ଦୁହେଁ ଖୋଲାଖୋଲି ଉପଭୋଗ କରିଥିଲେ। ସେଠାକୁ ଫେରିବା ପରେ ମଧ୍ୟ ଏହି ଛୁଟିଦିନର ଆନନ୍ଦ ଉଭୟ ଭୁଲି ପାରୁ ନାହାନ୍ତି। ବିଶେଷକରି ଅର୍ଜୁନ ଏହି…
ଏମ୍ଏମ୍ଡିଆର୍ ଆଇନ ସଂଶୋଧନ ପରେ ନିଲାମ ହୋଇଛି ୩୫ ଖଣି
ଭୁବନେଶ୍ୱର,୭।୧୨(ବ୍ୟୁରୋ): ଦେଶରେ ମାଇନ୍ସ ଆଣ୍ଡ ମିନେରାଲ (ଡେଭେଲପମେଣ୍ଟ ଆଣ୍ଡ ରେଗୁଲେଶନ) ସଂଶୋଧନ ଆଇନ-୨୦୧୫ ପରେ ରାଜ୍ୟରେ ୩୫ଟି ଖଣି ନିଲାମ ହୋଇଛି। ସେହି ଖଣିଗୁଡ଼ିକ ହେଲା ସୁନ୍ଦରଗଡ଼ ଜିଲାର ଗୋରାବୁରାନି-ସାଗାସାହି ଲୁହାପଥର ଖଣି, ମାଲକାନଗିରି ଜିଲାର କୋଟାମେଟା ଲାଇମଷ୍ଟୋନ୍, କେନ୍ଦୁଝରର ଲାସର୍ଦାପଚେରୀ…
ସାଙ୍ଗୀତିକ ଧାରାକୁ ଦିଆଯାଇନି ଶାସ୍ତ୍ରୀୟ ମାନ୍ୟତା
ଭୁବନେଶ୍ୱର (ବ୍ୟୁରୋ)/ ନୂଆଦିଲ୍ଲୀ,୭।୧୨(ସ୍ବ.ପ୍ର.): ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିବାବେଳେ କେନ୍ଦ୍ର ସରକାର ନିରାଶ କରିଛନ୍ତି। ସରକାର କୌଣସି ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି.…
ଦ୍ରାଭିଡ୍ଙ୍କୁ ଦେଖି ମହତ୍ କାର୍ଯ୍ୟ କଲେ କୋହଲି
ମୁମ୍ବାଇ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳ ୩୭୨ ରନ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛି।…
କ୍ୟାମେରାକୁ କାଟ୍ରିନା ଭାବି ରୋମାନ୍ସ କରୁଥିଲେ ଏହି ଅଭିନେତା
ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ୍ଙ୍କ ବିବାହ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ଆଜି ସଙ୍ଗୀତ, କାଲି ମେହେନ୍ଦୀ ଏବଂ ପରଦିନ ସାତ ଫେରା ଦେବା ଏହି ଯୋଡି। ଦୁହିଁଙ୍କ ଗୁସ୍ତ ପ୍ରେମ ଏବେ ବିବାହରେ ପରିଣତ ହେବାକୁ ଯାଉଛି।…
ସ୍କୁଲରେ ଧର୍ମ ପରିବର୍ତ୍ତନ ଅଭିଯୋଗ, ଭଙ୍ଗାରୁଜା କଲେ ଭିଡ଼…
ଭୋପାଳ,୭।୧୨: ଧର୍ମ ପରିବର୍ତ୍ତନ ଅଭିଯୋଗ ନେଇ ମଧ୍ୟପ୍ରଦେଶର ଏକ ସ୍କୁଲରେ ଭିଡ଼ ଜମା ହେବା ସହିତ ଲୋକେ ଭଙ୍ଗାରୁଜା କରିଛନ୍ତି। ମାଓବାଦୀ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ହିନ୍ଦୁବାଦୀ ସଂଗଠନର କିଛି ଲୋକ ଏଭଳି କରିଥିବା କୁହାଯାଉଛି। ସ୍କୁଲରେ ସିବିଏସ୍ଇ…
ମନ୍ତ୍ରୀଙ୍କ ସମ୍ପୃକ୍ତି ଜାଣି ମୁଖ୍ୟମନ୍ତ୍ରୀ ଚୁପ୍: ଭାଜପା
ଭୁବନେଶ୍ୱର,୭।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ଭାଜପାର ୨ ଜଣ କାର୍ଯ୍ୟକର୍ତ୍ତାଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ସିଧା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି…
ବିଧାନସଭାରେ ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି ସରକାର: ନରସିଂହ
ଭୁବନେଶ୍ୱର,୭।୧୨(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାର ତଦନ୍ତ ଠିକ୍ ବାଟରେ ଯାଉ ନ ଥିବା ଓ ରାଜ୍ୟ ସରକାର ଏନେଇ ବିଧାନସଭାରେ ଆଲୋଚନା କରିବାକୁ ଚାହୁଁ ନ ଥିବା କଂଗ୍ରେସ ଅଭିଯୋଗ ପୁଣି ଆଣିଛି। ଏଥିସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍ଆଇଟି ତଦନ୍ତ…
ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ
ଭୁବନେଶ୍ୱର,୭।୧୨(ବ୍ୟୁରୋ): ଷଷ୍ଠ ଦିନରେ ବି ଚାଲି ପାରିଲାନି ବିଧାନସଭା। ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଅପରାହ୍ନ ୪ଟା ଯାଏ ଗୃହକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଘୋଷଣା କରିଛନ୍ତି।…
ଏହି ଦିନ କ୍ୟାରିୟର୍ର ଶେଷ ମ୍ୟାଚ୍ ଖେଳିବେ ୟୁନିଭର୍ସ ବସ୍!
ଜାମାଇକା,୭।୧୨: କ୍ରିକେଟ ପ୍ରଶଂସକଙ୍କ ପାଇଁ କ୍ରିସ ଗେଲଙ୍କ ନାମ ଯଥେଷ୍ଟ। କ୍ରିକେଟର ସମସ୍ତ ଫର୍ମାଟରେ ତାଙ୍କର ରେକର୍ଡ ଶକ୍ତିଶାଳୀ। କିନ୍ତୁ ଟି-୨୦ କ୍ରିକେଟରେ ସେ ଯେଉଁ ସ୍ଥାନ ହାସଲ କରିଛନ୍ତି, ସେଠାରେ କୌଣସି ବ୍ୟକ୍ତି ପହଞ୍ଚି ନାହାଁନ୍ତି। ସେ ଦୁନିଆର ଏକମାତ୍ର…
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଲେ ଭାଜପା ବିଧାୟକ
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ମହିଳା ସୁରକ୍ଷା ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଜପା ବିଧାୟକ ଦ ଚିଠି ଲେଖିଛି। ଭାଜପା ବିଧାୟକମାନେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ମହିଳାଙ୍କ ସୁରକ୍ଷା ନେଇ ଆପଣଙ୍କ ଦୋମୁହଁା ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବା ନେଇ…
୧ ହଜାର ଦ୍ୱାଦଶ ଛାତ୍ରୀଛାତ୍ରଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପ୍ରଦାନ
ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀର ୧୦୦୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ‘ପଠାଣି ସାମନ୍ତ ଗଣିତ ମେଧାବୃତ୍ତି’ ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏ ମୋଟ୍ ୧…
Archives


