ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି
ଭୁବନେଶ୍ୱର,୮।୧୨: ବାତ୍ୟା ‘ଜୱାଦ’ ଫଳରେ ବହୁ ଜିଲାର ଚାଷୀଭାଇମାନେ ନାହିଁ ନ ଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା, ସହାୟତା ଯୋଗାଇ ଦେବାକୁ ମଙ୍ଗଳବାର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ…
ପକ୍କାଘର ଯୋଗାଇବା ନେଇ ମୁହାଁମୁହିଁ
ଭୁବନେଶ୍ୱର,୮।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬.୭ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବାକୁ ପୋର୍ଟାଲ ଖୋଲିବା ନିମନ୍ତେ ରାଜ୍ୟ ସଭାରେ ବିଜେଡି ଏମ୍ପି ଯେଉଁ ଦାବି କରିଛନ୍ତି ତାହା ଚୋରି ଏବଂ ଚୋରି ଉପରେ ସିନା ଜୋରି ସଦୃଶ ବୋଲି ଭାଜପା ରାଜ୍ୟ…
ତେଜସ୍ବୀଙ୍କ ବାଜିବ ସାହାନାଇ
ପାଟନା,୮।୧୨: ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତଥା ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତାଙ୍କ ନିର୍ବନ୍ଧ ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ସେ କାହାକୁ ବିବାହ…
ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି
ନୂଆଦିଲ୍ଲୀ,୮।୧୨: ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଜେଲରେ ଥିବା ଆଇନଜୀବୀ ତଥା ଆକ୍ଟିଭିଷ୍ଟ ସୁଧା ଭରଦ୍ୱାଜଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଲ୍ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ବମ୍ବେ ହାଇକୋର୍ଟଙ୍କ ଜାମିନ ରାୟକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ସୁପ୍ରିମକୋର୍ଟରେ…
ଲାଲ୍ଟୋପି ଭାଜପାକୁ ବିପଦ
ଗୋରଖପୁର/ଲକ୍ଷ୍ନୌ,୮।୧୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ବିରୋଧୀଙ୍କ ବାକ୍ଯୁଦ୍ଧ ସେତିକି ତୀବ୍ର ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୋରଖପୁରରେ ଭାଜପାର ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସମାଜବାଦୀ ପାର୍ଟି (ଏସ୍ପି)କୁ ଟାର୍ଗେଟ…
ଜିଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ ୫ କି.ମି. ଚାଲିଲେ ଛାତ୍ରୀଛାତ୍ର
ରାୟଗଡ଼ା ଅଫିସ, ୮।୧୨: ଓଡ଼ିଶା ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ପ୍ରାୟ ୩ଶହ ଛାତ୍ରୀଛାତ୍ର ୫ କି.ମି.ଚାଲି ଚାଲି ରାୟଗଡ଼ା ଜିଲାପାଳ ସରୋଜ କୁମାର ମିଶ୍ରଙ୍କୁ ଭେଟିଛନ୍ତି। ସ୍କୁଲରେ ଥିବା ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ସେମାନେ…
ସ୍ତ୍ରୀ ଝଗଡ଼ା କରିବାରୁ ଶିଶୁପୁତ୍ରର ମୁଣ୍ଡ କାନ୍ଥରେ ପିଟିଦେଲେ
ନୂଆଦିଲ୍ଲୀ,୮।୧୨: ସ୍ତ୍ରୀ ସହ ଝଗଡ଼ ହେବାରୁ ମଦ ନିଶାରେ ଥିବା ୨୬ ବର୍ଷୀୟ ଯୁବକ ୩ ମାସର ଶିଶୁ ପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା କରିଛନ୍ତି। ଏଭଳି ଘଟଣା ଗତ ୩ ତାରିଖରେ ଦିଲ୍ଲୀର ଭାଲସ୍ବା ଡାଏରୀ ଅଞ୍ଚଳରେ ଘଟିଥିଲା।…
ବିଷାକ୍ତ ମଦ ନେଲା ମହିଳାଙ୍କ ଜୀବନ
ପାଟଣା,୭।୧୨(ସ୍ବ.ପ୍ର.): ବିଷାକ୍ତ ମଦ ପିଇ କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୁଠାଘର କୁଦରସାହିର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସେ ହେଲେ ବିରଞ୍ଚି ମୁଣ୍ଡାଙ୍କ ସ୍ତ୍ରୀ ଗୁରୁବାରୀ(୫୦)। ବିରଞ୍ଚିଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସାରେ ଘର…
ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ରବାଡା, ନର୍ଟଜେ
ଜୋହାନ୍ସବର୍ଗ,୭।୧୨: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଘରୋଇ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା। ଦଳରେ ସ୍ଥାନ ପାଇଛନ୍ତି ଦୁଇ ଘାତକ ପେସର କାଗିସୋ…
ବ୍ରିଟେନରେ ମାତିଲାଣି ଓମିକ୍ରନ
ଲଣ୍ଡନ,୭।୧୨: ବ୍ରିଟେନରେ ଓମିକ୍ରନ ସଂକ୍ରମଣ ମାମଲା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଇଂଲଣ୍ଡର କେତେକ ଅଞ୍ଚଳରେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇସାରିଥିବା ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ ପାର୍ଲାମେଣ୍ଟରେ ଜଣାଇଛନ୍ତି। ସୋମବାର ୯୦ ମାମଲା ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ…
ମରାମତି ବେଳେ ଗଲା ବସ୍ ଚାଳକଙ୍କ ଜୀବନ
ଭବାନୀପାଟଣା,୭।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଗୋବରା ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ବେଲୁନ ସଜାଡୁଥିବା ବେଳେ ଜେକ୍ରଡ ଖସିଯିବାରୁ ବସ୍ ତଳେ ଚାପିହୋଇ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବସ୍ ଚାଳକ ହେଲେ କୋରାପୁଟ ଜିଲା…
ପଞ୍ଚାୟତ ନିର୍ବାଚନ ପୂର୍ବରୁ ମନେ ପଡ଼ିଲା ଚିନିକଳ କଥା
ବରଗଡ଼ ଅଫିସ୍,୭।୧୨: ବରଗଡ଼ ସହର ଉପକଣ୍ଠ ତୋରାସ୍ଥିତ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଅନ୍ୟ ଶିଳ୍ପ ପ୍ରତିଷ୍ଠା ପାଇଁ ମଙ୍ଗଳବାର ବିଧାନସଭା ରୁମ ନଂ-୫୪ରେ ଏକ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି । ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ…
Archives


