ବୁଧବାରରୁ ଆରମ୍ଭ ଦଶମ ସମେଟିଭ୍-୧ ପରୀକ୍ଷା
ଭୁବନେଶ୍ୱର,୪।୧(ବ୍ୟୁରୋ): ଦଶମ ସମେଟିଭ୍-୧ ପରୀକ୍ଷା ବୁଧବାରରୁ ଆରମ୍ଭ ହେବ। ତେବେ ଏହି ପରୀକ୍ଷା ୫ରୁ ୮ ଯାଏ ଚାଲିବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଦିନକୁ ୨ଟି ସିଟିଂରେ ପରୀକ୍ଷା ହେବ। ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ହୋଇସାରିଛି। ୩୦୯୩…
ଗାଭାସ୍କରଙ୍କ ବଡ଼ ଭବିଷ୍ୟବାଣୀ
ଜୋହାନ୍ସବର୍ଗ,୪।୧: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଟିମ ଇଣ୍ଡିଆ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି। ଏହି ସିରିଜର ପ୍ରଥମ ମ୍ୟାଚ ଜିତିବା ପରେ ଭାରତ ଏବେ ୧-୦ରେ ଆଗୁଆ ରହିଛି। କିନ୍ତୁ ଟିମ ଇଣ୍ଡିଆର କିଛି…
ବୁମ୍ରାଙ୍କ ଛକା ଦେଖି ସ୍ତ୍ରୀ ହେଲେ ଆଶ୍ଚର୍ଯ୍ୟ: ଦେଲେ ଏମିତି ପ୍ରତିକ୍ରିୟା
ଜୋହାନ୍ସବଗ,୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ଦଳ ପ୍ରଥମ ଇନିଂସରେ ମାତ୍ର ୨୦୨ ରନର ଅଲଆଉଟ୍ ହୋଇଛି। କିନ୍ତୁ ଭାରତୀୟ ବୋଲର୍ ଜସପ୍ରୀତ ବୁମ୍ରା ସମସ୍ତଙ୍କୁ ବଲରେ ନୁହେଁ ବରଂ ବ୍ୟାଟ…
ଅଧିକାରୀଙ୍କ ସୁରକ୍ଷାରେ ନକଲି ଶିକ୍ଷକ
ଯାଜପୁର ଅଫିସ,୪।୧: ନକଲି ପ୍ରମାଣପତ୍ର ଦେଇ ଚାକିରି କରୁଥିବା ଶିକ୍ଷକଙ୍କୁ ବହିଷ୍କାର କରି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି। ଏପରି କି ତଦନ୍ତରେ ଶିଥିଳତା, କାର୍ଯ୍ୟରେ ଅବହେଳା, ଉପଯୁକ୍ତ ତଦନ୍ତ କରୁ…
ଦେଶରେ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କେନ୍ଦ୍ର ସରକାର: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୪ ।୧: ସାରା ଦେଶରେ ଏବେ ବଢି ଚାଲିଛି କରୋନା ସଂକ୍ରମଣ । ଏହାସହ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ ବି ତା’ର ତାଣ୍ଡବ ରଚି ଚାଲିଛି । ଏବେ ସୁଦ୍ଧା ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୨୦୦୦ ଛୁଇଁବାକୁ ଯାଉଥିବା…
୫ରୁ କମିବ ଶୀତ
ଭୁବନେଶ୍ୱର,୪।୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଯୋଗୁ ଚଳିତ ବର୍ଷ ଓଡ଼ିଶା ଭିତରକୁ ବାରମ୍ବାର ପଶ୍ଚିମା ବାୟୁ ପ୍ରବାହ ହେଉଛି। ଏଥିଯୋଗୁ ବର୍ଷା ମଧ୍ୟ ଲାଗିରହୁଛି। ଆସନ୍ତା ୮ ତାରିଖରୁ ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ। ୮ରୁ ୧୦ ତାରିଖ ମଧ୍ୟରେ…
କୁକୁଡାର କେକ୍ କଟା: ଭିଡିଓ ଦେଖିଲେ…
ସୋସିଆଲ ମିଡିଆର ଦୁନିଆ ମଧ୍ୟ ଅଜବ ଅଟେ। ଏଠାରେ କିଛି ସେକେଣ୍ଡରେ ଏମିତି ଭାଇରାଲ ହୁଏ, ଯାହା ଜଣଙ୍କୁ ରାତାରାତି ଷ୍ଟାର୍ କରାଇଦିଏ। ଏପରି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କୁକୁଡ଼ାର ଦ୍ୱିତୀୟ ଜନ୍ମଦିନ ଅତ୍ୟନ୍ତ ଉତ୍ସାହର ସହିତ…
ପ୍ରଥମ ଦିନରେ ୮୦ ହଜାର ନେଲେ ଟିକା
ଭୁବନେଶ୍ୱର, ୪।୧(ବ୍ୟୁରୋ): ସାରା ଦେଶରେ ସୋମବାରଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କର ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦେଶରେ ପ୍ରାୟ ୧୬ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଟିକା ନେଇଛନ୍ତି। ଟିକାକରଣ ପାଇଁ ଗତ ୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଦେଶରେ…
ଚାଇନାରେ ଲକ୍ଡାଉନ୍, ୟୁଝାଉରେ ୧୦ ଲକ୍ଷ ଲୋକ ଘରେ ବନ୍ଦ…
ବେଜିଂ, ୪।୧ : ଚାଇନାରେ ପୁଣି କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ହେନାନ୍ ପ୍ରଦେଶର ୟୁଝାଉ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍ଡାଉନ୍ ଜାରି ହୋଇଛି। ଫଳରେ ସହରର ୧୦ ଲକ୍ଷରୁ ଅଧିକ…
ମାସେ ହେବ ପରିବାର ଗୃହବନ୍ଦୀ
ଆଳି,୪।୧(ଡି.ଏନ୍.ଏ): କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ତରିପାଟଣା ଗ୍ରାମର କେତେଜଣ ବ୍ୟକ୍ତି କଙ୍ଗାରୁ କୋର୍ଟ କରି ବାବୁଲି ସାହୁଙ୍କ ପରିବାର ଲୋକଙ୍କୁ ମାସେ ହେବ ଗୃହବନ୍ଦୀ ଅବସ୍ଥାରେ ରଖିଛନ୍ତି। ଏ ନେଇ ସେ ତହସିଲ ଓ ଥାନାର ଦ୍ୱାରସ୍ଥ ହୋଇଥିଲେ…
ନବରଙ୍ଗପୁର ବିଜେଡି ନେତା, କର୍ମୀ ଭାଜପାରେ ମିଶିଲେ
ଭୁବନେଶ୍ୱର, ୩।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନବରଙ୍ଗପୁର ଜିଲା ବିଜେଡି ସଂଖ୍ୟାଲଘୁ ପ୍ରକୋଷ୍ଠ ସଭାପତି ସୟଦ କାଝାମ ମାଦାନୀ ନିଜ ଶତାଧିକ ସମର୍ଥକଙ୍କୁ ନେଇ ଆନୁଷ୍ଠାନିକ ଭାବେ…
ପଞ୍ଜାବରେ ନାଇଟ୍ କର୍ଫ୍ୟୁ ଲାଗୁ
ଚଣ୍ଡିଗଡ଼,୪।୧: ଦେଶରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡିବାରେ ଲାଗିଛି। କରୋନାର ନୂଆ ଭାରିଆଣ୍ଟ ମଧ୍ୟ ଦୃତ ଗତିରେ ବଢିଚାଲିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ମଙ୍ଗଳବାର ନାଇଟ୍ କର୍ଫ୍ୟୁ ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ…
Archives


