Home Left

ଜନ୍ମ ହେବାମାତ୍ରେ ରାତାରାତି ଷ୍ଟାର ପାଲଟିଲେ ଯାଆଁଳା ଶିଶୁ: ଜାଣନ୍ତୁ କେମିତି

କାଲିଫର୍ନିଆରେ ଏକ ସ୍ବତନ୍ତ୍ର ଘଟଣା ଘଟିଛି। ଫାତିମା ମାଡ୍ରିଗାଲ ନାମକ ଜଣେ ମହିଳା ନାଟିଭିଡାଡ ମେଡିକାଲରେ ୧୫ ମିନିଟର ବ୍ୟବଧାନରେ ଯାଆଁଳା ଶିଶୁ ଜନ୍ମ ଦେଇଥିଲେ।ଏଥିରେ କୌଣସି ବିଶେଷତ୍ୱ ନ ଥିଲେ ମଧ୍ୟ ଏହି ଯାଆଁଳା ପିଲା ଦୁଇଟି ଭିନ୍ନ ବର୍ଷ,…

ଆଲିଆ-ରଣବୀରଙ୍କ ମଧ୍ୟରୁ କିଏ ଅଧିକ ଧନୀ

ବଲିଉଡର ଲୋକପ୍ରିୟ ଯୋଡିମାନଙ୍କ ମଧ୍ୟରୁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଅନ୍ୟତମ। ଉଭୟ ସେମାନଙ୍କ ଅଭିନୟ ଆଧାରରେ ଇଣ୍ଡଷ୍ଟ୍ରିର ଟପ ତାରକା ତାଲିକାରେ ଅଛନ୍ତି। ରୋଜଗାର ଦୃଷ୍ଟିରୁ ଏହି ଯୋଡି କାହାଠାରୁ କମ ନୁହଁନ୍ତି। ଯଦି ସଫଳତା ହାର ଦେଖାଯାଏ,…

ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ସରକାର: ଭାଜପା

ଭୁବନେଶ୍ୱର, ୪।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କେବଳ ସ୍ଲୋଗାନରେ ସୀମିତ ା ବିଜେଡି ଶାସନରେ ‘କ୍ରିମିନାଲାଇଜେଶନ ଇନ୍‌ ପଲିଟିକ୍ସ’ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ା ଏହାର ସଦ୍ୟତମ ଉଦାହରଣ କୋରାପୁଟ ଜିଲା ଜୟପୁର ବ୍ରାହ୍ମଣୀ ଗ୍ରାମରେ ବନ୍ଧୁକ ମୁନରେ…

‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଐତିହାସିକ’

ଖୋର୍ଦ୍ଧା ଅଫିସ,୪।୧: ଖବରକାଗଜ ବିତରକ (ହକର)ଙ୍କୁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଖୋର୍ଦ୍ଧାରୁ ଶୁଭାରମ୍ଭ ହୋଇଛି। ସୋମବାର ଜିଲା ସଂସ୍କୃତି ଭବନ ପରିସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା…

ବିଗିଡିବାରେ ଲାଗିଲାଣି କୋଭିଡ୍‌ ସ୍ଥିତି,ବସିବ ସମୀକ୍ଷା ବୈଠକ

ଭୁବନେଶ୍ୱର,୪।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍‌ ସ୍ଥିତିକୁ ନେଇ ମଙ୍ଗଳବାର ସମୀକ୍ଷା ବୈଠକ କରିବେ। ଅପରାହ୍ନ ୫ଟାରେ ଏହି ବୈଠକ ହେବା ନେଇ ସୂଚନା ରହିଛି। ଏହି ବୈଠକରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ଦିନକୁ…

କ୍ରୀଡ଼ା ମନ୍ତ୍ରୀ ଖେଳିବେ ରଣଜୀ ଟ୍ରଫି

କୋଲକତା,୪।୧:ଚଳିତ ବର୍ଷର ରଣଜୀ ଟ୍ରଫି ପାଇଁ ପଶ୍ଚିମବଙ୍ଗ ନିଜର ଦଳ ଘୋଷଣା କରିଛି। ପୂର୍ବତନ ଅଧିନାୟକ ମନୋଜ ତିୱାରୀଙ୍କ ନାମ ମଧ୍ୟ ୨୧ ସଦସ୍ୟ ବିଶିଷ୍ଟ ଦଳରେ ସାମିଲ ଅଛି। ମନୋଜ ଏବେ ପଶ୍ଚିମବଙ୍ଗର କ୍ରୀଡ଼ା ମନ୍ତ୍ରୀ ଅଟନ୍ତି। ଗତ ବର୍ଷ…

ଏମିତି କାମ କରି ସମସ୍ତଙ୍କ ହୃଦୟ ଜିତିଲେ ରାହୁଲ

ଜୋହାନ୍ସବର୍ଗ,୪।୧: ଭାରତୀୟ କ୍ରିକେଟରେ କେଏଲ ରାହୁଲ ଏବେ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ ଟେଷ୍ଟରେ ୧୨୩ ରନ ସ୍କୋର କରିବା ପରେ କେ.ଏଲ ରାହୁଲଙ୍କୁ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅଧିନାୟକ କରାଯାଇଥିଲା।…

ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଅନନ୍ୟା

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନୂଆ ନୂଆ ପ୍ରେମରେ ପଡିଛନ୍ତି। ସେ ଅନ୍ୟ କାହାକୁ ନୁହେଁ, ଅଭିନେତା ଇଶାନ ଖଟ୍ଟରଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ଇଶାନ ଏବଂ ଅନନ୍ୟା ନୂତନ…

ହୁ ହୁ ହୋଇ ବଢୁଛି କରୋନା,ରାଜ୍ୟରେ ୬୮୦ ପଜିଟିଭ୍‌

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୩୯୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୮୩ ଜଣ ଲୋକାଲ କେସ…

ବଦଳିବନି ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜ୍‌ ତାରିଖ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗଡେଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। କିନ୍ତୁ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଫିଲ୍ମର ରିଲିଜ୍‌ ତାରିଖ ସ୍ଥଗିତ ରଖାଯାଇପାରେ ବୋଲି ଗୁଜବ…

ଦୁଇ ମାସର ପୁଅକୁ ମାରିଦେଲେ ମା’

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ, ୪।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗଁାରେ ରବିବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଘରୋଇ କଳିରୁ ୨ ମାସର ଶିଶୁପୁତ୍ରକୁ ମା’ ମାରି ଏକ ଅବ୍ୟବହୃତ କୂଅରେ ପକାଇ ଦେଇଛନ୍ତି। ଖବରପାଇ…

‘ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ରଖ’

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲୁଥିବା ବେଳେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଭର୍ଚୁଆଲ ମୋଡ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri