ଦ୍ୱିତୀୟ ଦିନରେ ଠାକୁରଙ୍କ ରାଜୁତି
ଜୋହାନ୍ସବର୍ଗ,୪।୧: ସ୍ଥାନୀ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ନ୍ୟୁ ଇୟର ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ସମ୍ପୂର୍ଣ୍ଣ ରୂପେ ଶାର୍ଦ୍ଦୁଳ ଠାକୁରଙ୍କ ନାମରେ ରହିଛି। ମଙ୍ଗଳବାର ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ମ୍ୟାଚ୍ରେ ଛାୟୀ ହୋଇ ରହିଥିଲେ। ତାଙ୍କ କ୍ୟାରିୟରର ଶ୍ରେଷ୍ଠ…
ବନ୍ଦ ହେଲା ମାର୍କେଟ ବିଲ୍ଡିଂ
ଭୁବନେଶ୍ୱର,୪।୧(ବ୍ୟୁରୋ): ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡି। ଉଠାଦୋକାନୀଙ୍କୁ ଉଠାଇବା ଦାବିରେ ଏହାକୁ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଜଣେ ଉଠାଦୋକାନୀ ମାର୍କେଟ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।…
ରାୟକୁ ନେଇ ସନୁଷ୍ଟ ନୁହଁନ୍ତି ସୁମିତ, ହାଇକୋର୍ଟ ଯିବେ
ବ୍ରହ୍ମପୁର ଅଫିସ,୪।୧: ହାଇକୋର୍ଟ ଯିବେ ଡାକ୍ତର ସୁମିତ ସାହୁ। ତପସ୍ବିନୀ ଦାଶ ଏବଂ ତାଙ୍କ ମଧ୍ୟରେ ଚାଲିଥିବା ବିବାହ ବିବାଦ ମାମଲାରେ ଜିଲା ଜଜ୍ କୋର୍ଟ ଦେଇଥିବା ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବେ ସେ। ଏନେଇ ସୁମିତଙ୍କ ଓକିଲ ସୁରେନ୍ଦ୍ର…
୨୦୦ ଫୁଟ ତଳକୁ ଖସିଲା ପିକ୍ନିକ୍ ଗାଡ଼ି
ରାଇକିଆ,୪।୧(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ କରଡା ଘାଟିରେ ମଙ୍ଗଳବାର ଏକ ଅଘଟଣା ଘଟିଛି। ପିକ୍ନିକ୍ ଯାଉଥିବା ଏକ ଜାଇଲୋ କାର ଘାଟିରେ ଭାରସାମ୍ୟ ହରାଇ ୨୦୦ ଫୁଟ ତଳକୁ ଖସି ପଡିଛି। ଫଳରେ କାରରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
ଆପଣ-ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ: ତପସ୍ବିନୀ
ବ୍ରହ୍ମପୁର ଅଫିସ,୪।୧: ଯାହା ଚାହୁଁଥିଲେ ତାହା ହିଁ ହେଲା। ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ଛତ୍ରପୁର କୋର୍ଟଙ୍କ ରାୟ ତପସ୍ବିନୀ ଦାଶଙ୍କ ସପକ୍ଷରେ ଆସିଛି। ଏହା ଶୁଣିବା ପରେ ଖୁସିରେ କାନ୍ଦି ପକାଇଛନ୍ତି ସେ। ପ୍ରତିକ୍ରିୟା ଦେଇ ଧର୍ମର…
ଠାକୁର ଏକା ଯଥେଷ୍ଟ
ଜୋହାନ୍ସବର୍ଗ,୪।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର୨ୟ ଦିନରେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ପାଇଁ ଏକା ଯଥେଷ୍ଟ ସାବ୍ୟସ୍ତ ହୋଇଛନ୍ତି ଶାର୍ଦ୍ଦୁଳ ଠୁକର। ମଙ୍ଗଳବାର ଭାରତୀୟ ଦଳର ଅନ୍ୟ ସମସ୍ତ ବୋଲରଙ୍କ ହାତ ଖାଲି ରହିଥିବା ବେଳେ ଶାର୍ଦ୍ଦୁଳ…
କଂଗ୍ରେସ ରାଲିରେ ଦଳାଚକଟା
ବରେଲି,୪।୧: ଉତ୍ତର ପ୍ରଦେଶ ବରେଲିଠାରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ମାରାଥନ ରାଲିରେ ଦଳଚକଟା ହୋଇଛି । ଦଳାଚକଟାରେ କିଛି ଛାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାରାଥନ ରାଲିର ଭିଡିଓ ଏବେ ସାମ୍ନାକୁ ଆସିଛି…
ପୁଣି ଏକାଠି ଖେଳିବେ ବୀରୁ, ଭଜି, ଯୁବି
ନୂଆଦିଲ୍ଲୀ,୪।୧: ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ(ବୀରୁ), ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଓ ସ୍ପିନର ହରଭଜନ ସିଂ (ଭଜି) ପୁଣି ଥରେ ଏକାଠି କ୍ରିକେଟ ପଡ଼ିଆରେ ଖେଳିବେ। ଆସନ୍ତା ୨୦ ତାରିଖରୁ ଓମାନଠାରେ ଆରମ୍ଭ ହେବାକୁ ଥିବା ଲିଜେଣ୍ଡସ ଲିଗ୍…
ଘଣ୍ଟ ବଜାଇଲେ ପ୍ରଧାନମନ୍ତ୍ରୀ
ଇମ୍ଫାଲ,୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଗସ୍ତ କରିଛନ୍ତି। ମଣିପୁରରେ ୪୮୦୦ କୋଟିରୁ ଅଧିକ ମୂଲ୍ୟର ୨୨ ଟି ପ୍ରକଳ୍ପର ମୂଳଦୁଆ ପ୍ରଧାନମନ୍ତ୍ରୀ ସ୍ଥାପନ କରିଛନ୍ତି। ଇମ୍ଫାଲରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…
ନାଇଜରର ଗୋଟିଏ ହଷ୍ଟେଲ ସପ୍ତାହେ କଣ୍ଟେନମେଣ୍ଟ
ଖୋର୍ଦ୍ଧା ଅଫିସ,୪।୧ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ବରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍ସି ପକ୍ଷରୁ ସିଲ କରାଯାଇଥିବା ବେଳେ ଏବେ ଜଟଣୀ ସ୍ଥିତ ନାଇଜର ଇନଷ୍ଟିଚ୍ୟୁଟରେ ଗୋଟିଏ ବ୍ଲକରୁ ୩୧…
ବାର୍ହା ଫାଶରେ ବାଘ
ତିଗିରିଆ,୪।୧(ଡି.ଏନ୍.ଏ.): କଟକ ଜିଲା ତିଗିରିଆ ବନାଞ୍ଚଳର ଭିରୁଡ଼ା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ନିକଟରେ ଏକ କଲରାପତରିଆ ବାଘ ଫାଶରେ ପଡ଼ି ମୃତ୍ୟୁ ଘଟିଛି। ବାରହା ଶିକାର ପାଇଁ ବସା ଯାଇଥିବା ଫାଶରେ ପଡ଼ି ବାଘର ମୃତ୍ୟୁ ଘଟିଛି। ଖବରପାଇ ବନ…
ତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟିନେଲେ
ପଦ୍ମପୁର,୪।୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଫକୀରପୁର ଗ୍ରାମର ତାରିଣୀ ମନ୍ଦିରରୁ ସୋମବାର ରାତିରେ ଚୋରି ହୋଇଛି। ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ମୁକୁଟ, ଠାକୁରାଣୀଙ୍କ ସୁନା ଚିତା, ରୂପା ଅଳଙ୍କାର ସମେତ ହୁଣ୍ଡିରେ ଥିବା ସମସ୍ତ ଦାନ ଟଙ୍କା…
Archives


