Home Left

ରୌପ୍ୟ ପଦକ ଜିତିଲେ ପ୍ରମିଳା କିସାନୀ

ବୁଗୁଡ଼ା,୧ା୧(ଡି.ଏନ.ଏ.): ଆନ୍ଧ୍ର ପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟଠାରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗଞ୍ଜାମ ଜିଲା ବୁଗୁଡ଼ା ପିପୁଲସ୍‌ କଲେଜ ଛାତ୍ରୀ ପ୍ରମିଳା କିସାନୀ ରୌପ୍ୟ ପଦକ ଜିତି ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି। ଡିସେମ୍ବର ୨୭ରୁ ୩୦…

ଭୁଲ୍‌ ସତ୍ୟପାଠ ଦାଖଲ କଲେ ଜେଲ

ଭୁବନେଶ୍ୱର,୧ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନରେ ସଂଶୋଧନ ପାଇଁ ୩ଟି ଅଧ୍ୟାଦେଶକୁ ଅନୁମୋଦନ କରାଯାଇଛି। ଓଡ଼ିଶା ଗ୍ରାମପଞ୍ଚାୟତ ଅଧିନିୟମ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ-୧୯୫୯ ଏବଂ ଓଡ଼ିଶା ଜିଲା ପରିଷଦ ଅଧିନିୟମ-୧୯୯୧ରେ…

ପିଲାଙ୍କୁ ଟିକା: ଆଜିଠୁ ପଞ୍ଜୀକରଣ

ଭୁବନେଶ୍ୱର, ୧।୧(ବ୍ୟୁରୋ):  ଆସନ୍ତା ୩ ତାରିଖରୁ ରାଜ୍ୟରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବ। ଏଥିପାଇଁ ଶନିବାରଠାରୁ ପଞ୍ଜିକରଣ ଆରମ୍ଭ ହେବ। ୨୦୦୭ କିମ୍ବା ତା’ ପୂର୍ବରୁ ଯେଉଁ ପିଲା ଜନ୍ମ ହେଇଛନ୍ତି ସେମାନେ କୋଭାକ୍ସିନ ଟିକା ନେବା…

ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ନେଇ ଅସନ୍ତୋଷ

କଳିଙ୍ଗନଗର,୧ା୧(ଡି.ଏନ.ଏ.): ଦାନଗଦି ପଞ୍ଚାୟତ ସମିତିର ୧୦ମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷା ଲୋପାମୁଦ୍ରା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗରେ ଦେଖା ଦେଇଥିବା ଅବ୍ୟବସ୍ଥାକୁ ନେଇ ପଞ୍ଚାୟତ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରିଥିଲେ। ଗ୍ରାମ୍ୟ ପାନୀୟ ଜଳଯୋଗାଣ…

‘ପ୍ରଥମେ ପଛୁଆ ବର୍ଗଙ୍କୁ ସଂରକ୍ଷଣ, ପରେ ନିର୍ବାଚନ କର’

ଭୁବନେଶ୍ୱର,୧।୧(ବ୍ୟୁରୋ): ଆଗାମୀ ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ସଂରକ୍ଷଣ ଦାବିକୁ ଦୋହରାଇଛି କଂଗ୍ରେସ। ଶୁକ୍ରବାର ପ୍ରଦେଶ କଂଗ୍ରେସ କମିଟିର ୩ଜଣିଆ ପ୍ରତିନିଧି ଦଳ ଲୋକସେବା ଭବନକୁ ଯାଇ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଭେଟି ଏନେଇ ଆଲୋଚନା…

ଆସୁଛି ପୃଥିବୀ ପାଇଁ ବଡ଼ ବିପଦ, ଚାରିଆଡ଼େ ଘୋଟିଯିବ ଅନ୍ଧାର

ସୂର୍ଯ୍ୟ ଆମ ପୃଥିବୀ ପାଇଁ ଆଲୋକର ଏକ ବଡ଼ ତଥା ପ୍ରାକୃତିକ ଉତ୍ସ। ସମଗ୍ର ବିଶ୍ୱ ଏଥିରୁ ଆଲୋକ ପାଇଥାଏ। ଯାହା ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଙ୍କ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିବ ନାହିଁ,…

୨୪ ଘଣ୍ଟିଆ କରୋନା ଟେଷ୍ଟ ବୁଥ ଖୋଲିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଉଭୟ ଜନସାଧାରଣ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ କରୋନା ଟେଷ୍ଟିଂ…

ଆମେରିକା କଲରାଡୋ ଜଙ୍ଗଲରେ ନିଆଁ: ଉଜୁଡିଗଲା ଶହ ଶହ ଘର

ଦେନଭର,୧ ।୧: ଆମେରିକା କଲରାଡୋ ରାଜ୍ୟର ଦେନଭର ଜଙ୍ଗଲରେ ନିଆଁ ଲାଗି ପାଖାପାଖି ୫୮୦ ଘର, ଗୋଟିଏ ହୋଟେଲ ଓ ଏକ ଶପିଂ ମଲ ଜଳି ଯାଇଥିବା ଜଣାପଡିଛି । ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦେନଭର…

ବସୁଧୈବ କୁଟୁମ୍ବକମ୍‌ ହିଁ ଏକତାର ସଂକଳ୍ପ ସୃଷ୍ଟି କରେ

ସମଗ୍ର ବିଶ୍ୱ ଏକ ବଡ଼ ପରିବାର ସଦୃଶ। ତେଣୁ ବସୁଧୈବ କୁଟୁମ୍ବକମ୍‌ ଭାବେ ଏହାକୁ ବିବେଚନା କରାଯାଇଥାଏ। ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ବିଶ୍ୱର ପ୍ରତିଟି ଲୋକଙ୍କ ମଧ୍ୟରେ ସମନ୍ବୟ ଏକତାର ସଂକଳ୍ପ ସୃଷ୍ଟି ଦ୍ୱାରା ଏହା ସମ୍ଭବ ହୋଇପାରିଥାଏ। ଏହାର…

ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ତାଙ୍କର ଟେଲିଭିଜନ କ୍ୟାରିୟର ‘ଦ ଗୋଲଡେନ ଗର୍ଲସ’ ଓ ‘ଦ ମେରି…

‘ଜବତ ଟଙ୍କା ଭାଜପାର ନୁହେଁ’

ନୂଆଦିଲ୍ଲୀ,୩୧।୧୨- ଉତ୍ତର ପ୍ରଦେଶର ଅତର ପ୍ରସ୍ତୁତକାରୀ ପୀୟୁଷ ଜୈନଙ୍କଠାରୁ ଜବତ ହୋଇଥିବା ୧୯୭.୪୯ କୋଟି ଟଙ୍କା ଭାଜପାର ନୁହେଁ। କାର୍ଯ୍ୟାନୁଷ୍ଠାନଯୋଗ୍ୟ ଗୋଇନ୍ଦା ତଥ୍ୟ ଆଧାରରେ ଟିକସ ଅଧିକାରୀମାନେ ଚଢ଼ାଉ କରିଥିଲେ ବୋଲି ଶୁକ୍ରବାର ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ରିପୋର୍ଟ ପଜିଟିଭ ଆସିବାରୁ ଟଏଲେଟରେ ରଖିଦେଲେ

ନ୍ୟୁୟର୍କ, ୩୧।୧୨: ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାରୁ ତାଙ୍କୁ ହଟ୍ଟହଟା ହେବାକୁ ପଡ଼ିଛି। ଉକ୍ତ ଯାତ୍ରୀଙ୍କୁ ବିମାନ ଟଏଲେଟ୍‌ରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆଇସୋଲେଶନରେ ରଖାଯାଇଥିଲା। ୧୯ ତାରିଖରେ ସିକାଗୋରୁ ଆଇସ୍‌ଲାଣ୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri