Home Left

ପ୍ରଚାରକୁ ଓହ୍ଲାଇଲେ ଦୁଇ ଗର୍ଭବତୀ ପ୍ରାର୍ଥୀ

ନିରାକାରପୁର,୯ା୨(ଡି.ଏନ୍‌.ଏ.):ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଭାବେ ଦୁଇଜଣ ଗର୍ଭବତୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ନିରାକାରପୁର ପଞ୍ଚାୟତ ସରପଞ୍ଚ ପଦ ପାଇଁ ପଛୁଆ ବର୍ଗ ମହିଳା ହୋଇଥିବା ବେଳେ ସମିତିସଭ୍ୟ ପ୍ରାର୍ଥୀ ପାଇଁ ସାଧାରଣ…

ଆଜି ଓଏସ୍‌ଏସ୍‌ଟିଇଟି: କପି କରି ଧରାପଡ଼ିଲେ ଜୀବନଯାକ ପରୀକ୍ଷା ମନା

କଟକ ଅଫିସ,୮ା୨: ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ବୁଧବାର ଅନୁଷ୍ଠିତ ହେବ। କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟର ୩୩୮ଟି କେନ୍ଦ୍ରରେ ୭୨,୨୮୦ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର କରାଯାଇଛି। ଚଳିତବର୍ଷ ଏହି ପରୀକ୍ଷାରେ…

ଯୁକ୍ତ୨: ମାର୍କ ଅପ୍‌ଲୋଡ୍‌ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ତ୍ରୈମାସିକ ଶେଷ ପରୀକ୍ଷା ମାର୍କକୁ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ)ରେ ଅପ୍‌ଲୋଡ୍‌ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ନିର୍ଦ୍ଦେଶ ଦେଇଛି। ଏ ନେଇ ପରିଷଦ ପକ୍ଷରୁ ମଙ୍ଗଳବାର ସମସ୍ତ ଉଚ୍ଚ…

ଏବେ ଦଶମ, ଦ୍ୱାଦଶ ପରୀକ୍ଷା ଚିନ୍ତା

ଭୁବନେଶ୍ୱର, ୯ା୨(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛି। ସ୍କୁଲ ଖୋଲିବା ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେଇଥିବାବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଦୀର୍ଘଦିନ ଧରି ସ୍କୁଲ ବନ୍ଦ ଥିବାରୁ…

ଆଇପିଏଲ୍‌ ଅକ୍ସନ ପୂର୍ବରୁ ନାଁ ଫେରାଇନେଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ନୂଆଦିଲ୍ଲୀ,୮।୨: ଆଇପିଏଲ୍‌ ମେଗା ଅକ୍ସନ ଫେବୃୟାରୀ ୧୨ ଏବଂ ୧୩ ରେ ହେବାକୁ ଯାଉଛି। ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ଏହି ଲିଗ୍‌ର ନିଲାମ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ହେଲେ ଏହା ପୂର୍ବରୁ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବେନ…

ଆଇପିଏଲ୍‌ ଅକ୍ସନ ପୂର୍ବରୁ ପୃଥ୍ବୀଙ୍କୁ ବଡ଼ ସଫଳତା: ପାଲଟିଲେ ଏହି ଟିମ୍‌ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୮।୨: ଦୀର୍ଘଦିନର ଅପେକ୍ଷା ପରେ ଆରମ୍ଭ ହେବାକୁ ଯାଉଛି ରଣଜୀ ଟ୍ରଫି ଟୁର୍ନାମେଣ୍ଟ। ଦୁଇଟି ପର୍ଯ୍ୟାୟରେ ବିସିସିଆଇ ଏହାକୁ ଆୟୋଜିତ କରିବ। ସମସ୍ତ ରାଜ୍ୟ ପକ୍ଷରୁ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବେ ବିସ୍ଫୋରକ ଓପନର ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ଶ’ଙ୍କୁ…

ଭୋଟ ଦେବା ପାଇଁ ମିଳିବ ୩ ଦିନ ଛୁଟି

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ର୍ନିବାଚନ ଅନୁଷ୍ଠିତ ହେବ। ଏହି ଭୋଟ ଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ମିଳିବା ନେଇ ପଞ୍ଚାୟତିରାଜ ସଚିବସମସ୍ତ ସଚିବ, ଆର୍‌ଡିସି…

ବଡ଼ ରେକର୍ଡ ହାସଲ କରିବେ କୋହଲି

ଅହମ୍ମଦାବାଦ,୮।୨: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତି ସିରିଜ ହାତେଇବା ଉଦ୍ଦେଶ୍ୟରେ ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ। ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପଡ଼ିଆରେ ଓହ୍ଲାଇବା ମାତ୍ରେ ଏକ ବଡ଼ ସଫଳତା ହାସଲ…

‘କଂଗ୍ରେସକୁ ଭୟ କରୁଛନ୍ତି ମୋଦି’

ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଭୟ କରୁଛନ୍ତି ବୋଲି ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ସଂସଦରେ ମୋଦି କଂଗ୍ରେସକୁ ଟାର୍ଗେଟ କରିବା ପରେ ରାହୁଲ କହିଛନ୍ତି, ମୋଦି କଂଗ୍ରେସକୁ ଡରୁଛନ୍ତି। କାରଣ କଂଗ୍ରେସ ସବୁବେଳେ ସତ…

କଂଗ୍ରେସରେ ମିଶିବା ପାଇଁ ସିଦ୍ଧୁଙ୍କୁ ୭୦ ଥର ଭେଟିଥିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୮।୨: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ନିଜ ମନ୍ତବ୍ୟକୁ ନେଇ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ନେଇ ପୁଣି ମଙ୍ଗଳବାର ଏକ ଚର୍ଚ୍ଚିତ ମନ୍ତବ୍ୟ ଦେଇଛନ୍ତି। ସିଦ୍ଧୁ କହିଛନ୍ତି ଯେ, ୨୦୧୭ ପଞ୍ଜାବ ବିଧାନସଭା…

କୋକସରାରେ ପ୍ରଚାର ମଙ୍ଗ ଧରିଲେ ନବ

କୋକସରା,୮ା୨(ଡି.ଏନ୍‌.ଏ.): ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ରେ କଳାହାଣ୍ଡି ଜିଲା କୋକସରା ବ୍ଲକର ୩ ଜିଲା ପରିଷଦ ଜୋନ୍‌ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀମାନେ ବାଜିମାତ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ବିଜେଡି ଗଡ଼ ହାତେଇବାକୁ ସମସ୍ତ ଚେଷ୍ଟା…

‘ପୁଷ୍ପା’ ଫିଲ୍ମର ଡାଏଲଗ୍‌ ମାରିଲେ ପ୍ରତିରକ୍ଷା ମନ୍ତ୍ରୀ

ପିଥୋରାଗଡ,୮।୨:ଆଜିକାଲି ଦକ୍ଷିଣ ଭାରତର ପ୍ରସିଦ୍ଧ ଫିଲ୍ମ ‘ପୁଷ୍ପା’କୁ ନେଇ ଅନେକ ଚର୍ଚ୍ଚା ଚାଲିଛି। ଯଦିଓ ଏହି ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା, କିନ୍ତୁ ଏବେ ଏହା ରାଜନୀତିର କରିଡରରେ ମଧ୍ୟ ପହଞ୍ଚିଛି। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri