ନିଜ ଦେଶକୁ ଫେରିବାକୁ ଚାହୁଁନାହାନ୍ତି ଏହି ୪ କ୍ରିକେଟର୍
ଲଣ୍ଡନ,୯।୨: ଆଫଗାନିସ୍ତାନର ଅଣ୍ଡର -୧୯ ବିଶ୍ୱକପ ଦଳର ଚାରିଜଣ ଖେଳାଳି ନିଜ ଦେଶକୁ ଫେରିବାକୁ ମନା କରି ଦେଇଛନ୍ତି। ୱେଷ୍ଟଇଣ୍ଡିଜରେ ବିଶ୍ୱକପ ଖେଳିବା ପରେ ଏହି ଚାରିଜଣ ଖେଳାଳି ଆଫଗାନିସ୍ତାନ ବଦଳରେ ଇଂଲଣ୍ଡରେ ପହଞ୍ଚିଛନ୍ତି। ଏହି ଚାରିଜଣ ସଦସ୍ୟ ବ୍ରିଟେନରେ ଆଶ୍ରୟ…
ଆଜି ଗଜପତି ମହାରାଜାଙ୍କ ସାନ ଝିଅ ବାହାଘର
ପୁରୀ ଅଫିସ,୯।୨: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କନିଷ୍ଠ କନ୍ୟା ଦେବେଶୀ ଦେବୀଙ୍କ ବୁଧବାର ବିବାହ ଅନୁଷ୍ଠିତ ହେବ। ହରିୟାଣା ଗୁରୁଗ୍ରାମରେ ରହୁଥିବା ବର୍ଦ୍ଧମାନ ରାଜପରିବାର ରାଜକୁମାର ଆଦିତ୍ୟ କେହେରଙ୍କ ସହ ଦେବେଶୀଙ୍କ ବିବାହ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ…
ମା’ କୋଳ ସ୍ବର୍ଗ
ବଲିଉଡ ଅଭିନେତା ସଲମାନ ଖାନ ଇଣ୍ଡଷ୍ଟ୍ରିର ଭାଇଜାନ ଭାବେ ଜଣାଶୁଣା। ସଲମାନ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି। ସେ ଏବେ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି କିନ୍ତୁ ଏଥିରୁ ସମୟ ବାହାର କରି ସେ ନିଜ ପରିବାର ସମୟ ବିତାଇବାକୁ…
ସାନପୁଅ ପାଇଁ ବାଇକ୍ କିଣିଦେବାରୁ ସମ୍ପର୍କ ଭୁଲିଗଲେ ବଡ଼ପୁଅ
ଢେଙ୍କାନାଳ ଅଫିସ, ୯।୨: ସମ୍ପତ୍ତି ଲୋଭ ପାଇଁ ପର ହୋଇଗଲା ରକ୍ତସମ୍ପର୍କ। ସାନପୁଅ ପାଇଁ ଦାମୀ ବାଇକ୍ କିଣିଦେବାରୁ ଇର୍ଷାପରାୟଣ ହୋଇ ବ୍ଲେଡ୍ରେ ୭୦ ବର୍ଷୀୟ ବୃଦ୍ଧ ବାପାଙ୍କ ତଣ୍ଟି କାଟିଦେଲେ ବଡ଼ପୁଅ। ଏହା ପରେ ପଥରରେ ମୁଣ୍ଡକୁ ଛେଚି ଅତି…
ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୪ ଯବାନ ଗୁରୁତର
ମାଲକାନଗିରି,୯ା୨(ଡି.ଏନ୍.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ବିଜାପୁର ଜିଲା ଅସୁର ଏବଂ ଭୋପାଲପଟଣମ୍ ଟି-ପଏଣ୍ଟଠାରୁ ମାତ୍ର ୧୦୦ ମିଟର ଦୂରରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ମଙ୍ଗଳବାର ସିଆର୍ପିଏଫ୍-୧୫୩ ବାଟାଲିୟନର ଯବାନମାନେ ଉକ୍ତ ରାସ୍ତାରେ କୋମ୍ବିଂ…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଣ୍ଡିତ ଦାମୋଦର ହୋତାଙ୍କ ଶେଷକୃତ୍ୟ
ଭୁବନେଶ୍ୱର, ୯।୨ (ବ୍ୟୁରୋ):ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ, ଗବେଷକ ତଥା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ତିତ ଡ. ଦାମୋଦର ହୋତାଙ୍କର ମଙ୍ଗଳବାର ପୁରୀ ସ୍ବର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତ ହୋତାଙ୍କୁ ପୁରୀ…
ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ
ଛେଣ୍ଡିପଦା,୯ା୨(ସ୍ବ.ପ୍ର.):ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ କୁମାର ସେଠୀଙ୍କୁ ଅପହରଣ କରାଯାଇଥିବା ନେଇ ମଙ୍ଗଳବାର ରାତି ୯ଟାରେ ତାଙ୍କ ପରିବାର ଓ ସମର୍ଥକଙ୍କ ପକ୍ଷରୁ ଛେଣ୍ଡିପଦା ଥାନାରେ ଅଭିଯୋଗ କରାଯାଇଛି। ମାଛକୁଟା ପଞ୍ଚାୟତର ସରପଞ୍ଚ ପଦବୀ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ଅଭିନନ୍ଦନ
ପାରଳାଖେମୁଣ୍ଡି,୯ା୨(ଡି.ଏନ୍.ଏ.):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିର ଯୁକ୍ତ ୨(କଳା) ପ୍ରଥମ ବର୍ଷର ଛାତ୍ର ଅଭିନନ୍ଦନ ଡି.ଲାଲ୍କୁମାର ୮ସେକେଣ୍ଡରେ ୨୮ ରାଜ୍ୟର ନାମ କହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ପାରଳାଖେମୁଣ୍ଡି ସହର କାବିଟି ସାହି ନିବାସୀ ଅଭିନନ୍ଦନ ସ୍ଥାନୀୟ…
ଆଇଜି ହେଲେ ଗଜଭିୟେ
ଭୁବନେଶ୍ୱର, ୯ା୨(ବ୍ୟୁରୋ):ବରିଷ୍ଠ ଆଇପିଏସ୍ ଅଫିସର ଗଜଭିୟେ ସତୀଶ୍ କୁମାର ଈଶ୍ୱରଦାସ ଇନ୍ସପେକ୍ଟର ଜେନେରାଲ ଅଫ୍ ପୋଲିସ୍ (ଆଇଜିପି) ର଼୍ୟାଙ୍କ୍କୁ ପଦୋନ୍ନତି ପାଇଛନ୍ତି। ଏହି ପଦୋନ୍ନତି ୨୦୨୦ ଜାନୁୟାରୀ ପହିଲାଠାରୁ ପିଛିଲା ଭାବେ ଲାଗୁ ହେବ। ତେବେ ସେ କେଉଁ ସ୍ଥାନରେ ନିଯୁକ୍ତି…
ଖବରଦାତା ରୋହିତ ବିଶ୍ୱାଳଙ୍କ ପରିବାରକୁ ସରକାର ଦେଲେ ଅନୁକମ୍ପା ରାଶି
ଭୁବନେଶ୍ୱର (ବ୍ୟୁରୋ)/ମ. ରାମପୁର, ୯ା୨(ଡି.ଏନ୍.ଏ):ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ‘ଧରିତ୍ରୀ’ ଖବରକାଗଜର କଳାହାଣ୍ଡି ଜିଲା ମଦନପୁର-ରାମପୁର ବ୍ଲକ୍ ଖବରଦାତା ରୋହିତ ବିଶ୍ୱାଳଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା ମଙ୍ଗଳବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ…
ଚାଉଳକୁ ନେଇ ବିଜେଡି, ଭାଜପା ନାଟକ କରୁଛନ୍ତି: କଂଗ୍ରେସ
ଭୁବନେଶ୍ୱର, ୯ା୨(ବ୍ୟୁରୋ):ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜନୀତି ଜୋର୍ ଧରିଛି। ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ଥିବାରୁ ଅରୁଆ ଓ ଉଷୁନା ଚାଉଳକୁ ନେଇ ଉଭୟ ଶାସକ ବିଜେଡି ଏବଂ ଭାଜପା ନାଟକବାଜି କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ କିଷାନ ସେଲ୍…
ଶାସକ ଦଳର ଗୁଣ୍ଡାଗର୍ଦ୍ଦି ଗଣତନ୍ତ୍ର ପ୍ରତି ବିପଦ: ଭାଜପା
ଭୁବନେଶ୍ୱର, ୯ା୨(ବ୍ୟୁରୋ):ସରକାରୀ କଳର ଅପବ୍ୟବହାର କରି ଶାସକ ଦଳ କାର୍ଯ୍ୟକର୍ତ୍ତାଙ୍କ ଗୁଣ୍ଡାଗର୍ଦ୍ଦି ବର୍ତ୍ତମାନ ରାଜ୍ୟର ସ୍ବଚ୍ଛ ଗଣତନ୍ତ୍ର ପ୍ରତି ବିପଦ ଆଣିଛି। ଏହାସତ୍ତ୍ୱେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ବିଧିବ୍ୟବସ୍ଥାକୁ ଫୁ କରିଦେଇ ବ୍ୟାପକ ଅର୍ଥ ବଣ୍ଟନ ନିର୍ବାଚନ ଆଚରଣ…
Archives


