ପ୍ରଥମ ଭାରତୀୟ ଭାବେ ରେକର୍ଡ କରିବାକୁ ଯାଉଛନ୍ତି ରୋହିତ
ଅହମ୍ମଦାବାଦ,୮।୨: ଆହତ ସମସ୍ୟା କାରଣରୁ ଦକ୍ଷିଣ ଆଫ୍ରିକା ସିରିଜ୍ରୁ ବାଦ୍ ପଡ଼ିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୩୪ ବର୍ଷୀୟ ଓପନର ୫୧ ବଲରେ ଖେଳିଥିଲେ ୬୦ ରନ୍ର ଅର୍ଦ୍ଧଶତକୀୟ ଇନିଂସ। ପାଳିରେ ୧୦…
ଧଳା ହରିଣଠାରେ କରୋନା ଭୂତାଣୁ ଚିହ୍ନଟ, ନୂଆ ଭାରିଆଣ୍ଟ୍ ବ୍ୟାପିବା ଆଶଙ୍କା…
ଓ୍ବାଶିଂଟନ, ୮।୨ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହାର ବିଭିନ୍ନ ଭାରିଆଣ୍ଟ୍ ଯୋଗୁ ଲୋକେ ଅସୁବିଧାରେ ପଡ଼ିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଖାଦେଇଥିବା କରୋନା ଭାଇରସ୍ର ବିଭିନ୍ନ ଭାରିଆଣ୍ଟ୍ର ସଂକ୍ରମଣ ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକଙ୍କର…
କ୍ରୋମ ୟୁଜରଙ୍କ ପାଇଁ ଚେତାବନୀ
ନୂଆଦିଲ୍ଲୀ,୮।୨: ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ (ସିଇଆର୍ଟି-ଇନ) ପକ୍ଷରୁ କ୍ରୋମ ୟୁଜରଙ୍କୁ ଚେତାବନୀ ଦିଆଯାଇଛି। ଏହି ବ୍ରାଉଜରରେ ଅନେକ ସୁରକ୍ଷା ସମ୍ପର୍କୀତ ଦୁର୍ବଳତା ରହିଛି। ସିଇଆର୍ଟି-ଇନ୍ ହେଉଛି ଏକ ସରକାରୀ ସଂସ୍ଥା, ଯାହାକି ସାଇବର ସୁରକ୍ଷା ବିପଦର ସମାଧାନ କରେ।…
‘ଭାଜପାକୁ ହରାଇବାକୁ ଏକଜୁଟ୍ ହେବାକୁ ପଡିବ’
ଲକ୍ଷ୍ନୌ,୮।୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପି ବାସୀଙ୍କୁ ସମାଜବାଦୀ ପାଟି(ଏସପି) ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ଦେଶକୁ ବଞ୍ଚାଇବା ପାଇଁ ଭାଜପାକୁ ପରାସ୍ତ କରିବାକୁ ପଡିବ। ଏହା ଏକ ବଡ ଲଡେଇ। ୟୁପିରେ ଏସପି ହେଉଛି…
ରାଗିଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ, କହିଲେ ମନର କଥା
ଚଣ୍ଡିଗଡ,୮।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡରେ ସର୍ବାଗ୍ରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ ପ୍ରାର୍ଥୀ ଭାବେ ବାଜି ମାରିନେଇଛନ୍ତି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚାନ୍ନି। ଏନେଇ ରାଗିଛନ୍ତି…
କୋହଲିଙ୍କୁ ପ୍ରସ୍ତାବ ଦେଇଥିଲେ କିଛି ଫ୍ରାଞ୍ଚାଇଜ
ନୂଆଦିଲ୍ଲୀ,୮।୨: “ଅତୀତରେ କିଛି ଫ୍ରାଞ୍ଚାଇଜ ମୋତେ ଅକ୍ଶନରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ବାଛିଥିଲି”। ଏଭଳି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି। ୮ ବର୍ଷ ଧରି ଆରସିବିର ନେତୃତ୍ୱ ନେବା…
ଚାଇନାରେ ଇମ୍ରାନ ଉଠାଇଲେ କଶ୍ମୀର ପ୍ରସଙ୍ଗ
ବେଜିଂ,୮ା୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚାଇନା ଗସ୍ତକରି ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କୁ ଭେଟିଛନ୍ତି। ଏହି ଅବସରରେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏ ନେଇ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି। କଶ୍ମୀର ପ୍ରସଙ୍ଗକୁ…
ବସ୍ ଝରକା ପଟେ ସ୍ତ୍ରୀଙ୍କୁ ଏମିତି ଟେକିନେଲେ ସ୍ବାମୀ…
ଯେତେବେଳେ ବି ଆମେ ବସ୍ରେ ଯାତ୍ରାକରୁ ମନରେ ସିଟ୍ ଟିଏ ପାଇଁ ଚିନ୍ତା ଆସେ। ସିଟ୍ ନ ମିଳିଲେ ଆମକୁ ସାରା ରାସ୍ତା ଛିଡାହୋଇ ଯିବାକୁ ପଡେ। ଅନେକ ଥର ଲୋକେ ବିଳମ୍ବରେ ପହଞ୍ଚିଲେ ବସ୍ ଫୁଲ୍ ହୋଇଯାଇଥାଏ। ଯଦି ସେମାନେ…
‘ପ୍ରଧାନମନ୍ତ୍ରୀ ଚାହୁଁଥିଲେ ଗରିବଙ୍କୁ କେହି ସାହାଯ୍ୟ ନ କରନ୍ତୁ’
ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଲକଡାଉନ ଘୋଷଣା କରି ପ୍ରବାସୀ ଶ୍ରମିକଙ୍କୁ ବଶାହରା ଭାବେ ରୋଡ୍ ଉପରେ ଛାଡ଼ି ଦେଇଥିଲେ। ସେମାନଙ୍କ ପାଖରେ ଘର ଫେରିବାକୁ ବାଟ ନ ଥିଲା। ସେମାନେ ଚାଲିଚାଲି ଫେରୁଥିଲେ। ସେ ଚାହୁଁଥିଲେ କି, ସେମାନଙ୍କୁ…
ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ପରଲୋକ
ପାଟଣା,୮।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ନେଲୁଙ୍ଗ ଗ୍ରାମରେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ଶିକ୍ଷାବିତ ପ୍ରହ୍ଲାଦ ଦାଶଙ୍କ ସୋମବାର ରାତ୍ରିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଚାକିରି ଜୀବନରେ ପ୍ରହଲ୍ଲାଦ…
ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ନିର୍ବାଚନୀ ଖର୍ଚ୍ଚ: ଜାଣନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ
ଭୁବନେଶ୍ୱର,୮।୨(ବ୍ୟୁରୋ): ପୌରାଞ୍ଚଳ ନିର୍ବାଚନ ପାଇଁ ନିର୍ବାଚନୀ ଖର୍ଚ୍ଚ ବଢ଼ିଛି। ଏନ୍ଏସି ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନୀ ଖର୍ଚ୍ଚ ବଢ଼ିଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗ ଏହାର ସୀମା ଘୋଷଣା କରିଛନ୍ତି । ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ମହାନଗର…
‘ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବ’
ଭୁବନେଶ୍ୱର,୮।୨(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଆଗାମୀ ମାସେ ଭିତରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବା ଭଳି ଲାଗୁଛି । ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲ ଲାଇଜେସନ ୮ରୁ…
Archives


