‘ବିକିନି ହେଉ କି ହିଜାବ, ମହିଳାମାନେ ନିଜ ଇଚ୍ଛା ଅନୁସାରେ କପଡ଼ା ପିନ୍ଧିବାର ରହିଛି ଅଧିକାର’
ନୂଆଦିଲ୍ଲୀ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦକୁ ଚର୍ଚ୍ଚା ଜୋର ଧରିଛି। ହିଜାବ ପିନ୍ଧିଥିବାରୁ ମୁସଲମାନ ଝିଅମାନଙ୍କୁ କଲେଜ କ୍ୟାମ୍ପସ କିମ୍ବା କ୍ଲାସରେ ବସିବାକୁ ଅନୁମତି ମିଳୁନାହିଁ। ହିଜାବକୁ ବିରୋଧ କରି କିଛି ଶିକ୍ଷାର୍ଥୀ ଗେରୁଆ ସ୍କାର୍ଭ ମଧ୍ୟ ପିନ୍ଧି କଲେଜ…
ଏହି ମନ୍ଦିରରେ ଆଜି ପାଳନ କରାଯାଉଛି ସାଧାରଣତନ୍ତ୍ର ଦିବସ:ପଛରେ ରହିଛି ରୋଚକ ତଥ୍ୟ
ଉଜୈନ,୯।୨: ଜାନୁଆରୀ ୨୬ରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ, କିନ୍ତୁ ଦେଶରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଆଜି ଅର୍ଥାତ୍ ଫେବୃଆରୀ ୯ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ। ଆଜି ଉଜୈନର ଶ୍ରୀ ବଡା ଗଣେଶ ମନ୍ଦିରରେ…
ଖସୁଛି ଦୈନିକ ସଂକ୍ରମଣ: ଆଜି ୧୭୧୨ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର ୧୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୩ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୯୯୭ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୭୧୫ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ…
ଆଜି ମହାପ୍ରଭୁଙ୍କ ବନକଲାଗି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ ଅଫିସ,୯।୨: ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ…
ହିଜାବ ବିବାଦରେ ଏଣ୍ଟ୍ରି କଲେ ମଲାଲା: କଲେ ଏମିତି ଅପିଲ
ଲଣ୍ଡନ,୯।୨:କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ସମୟରେ ଘଟିଥିବା ହିଂସା ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଟୁଇଟରରେ…
ଖଣ୍ଡଗିରିରୁ ବିଶ୍ୱଶାନ୍ତିର ବାର୍ତ୍ତା
ଭୁବନେଶ୍ୱର, ୯।୨(ବ୍ୟୁରୋ): ମନ୍ତ୍ରଧ୍ୱନି, ଘଣ୍ଟଘଣ୍ଟା ତାଳେ ତାଳେ ଗୁଞ୍ଜରିତ ହେଉଛି ଐତିହ୍ୟସ୍ଥଳୀ ଖଣ୍ଡଗିରି-ଉଦୟଗିରି। ଏଠାରେ କାଶୀ, ହରିଦ୍ୱାର, ବନାରସ, ନାସିକ ପ୍ରଭୃତି ସ୍ଥାନରୁ ଶତାଧିକ ସାଧୁ ସନ୍ନ୍ୟାସୀଙ୍କ ସମାଗମ ହୋଇଛି। ଐତିହ୍ୟସ୍ଥଳୀରେ ଥିବା ପବିତ୍ର ଜଳାଶୟ ରାଧାକୁଣ୍ଡରୁ ଜଳ ଆଣି କଳସ…
ମହିଳା ଟ୍ରାଫିକ୍ କନଷ୍ଟେବଳଙ୍କୁ ଦୁର୍ବ୍ୟବହାର
ଭୁବନେଶ୍ୱର,୯।୨(ବ୍ୟୁରୋ): କାର୍ଯ୍ୟ ସମ୍ପାଦନ କରୁଥିବା ଦୁଇ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ସେ ହେଲେ ଶହୀଦନଗର ଥାନା ଅଧୀନ ଆଚାର୍ଯ୍ୟ ବିହାର ଅଞ୍ଚଳରେ ରହୁଥିବା…
ପୁରାଣ କଥା କହେ ବିରାଟ ଗାଦି
କଟକ ଅଫିସ,୯।୨: ପ୍ରାଚୀନ ଇତିହାସ ସହ ଜଡିତ ହୋଇ ରହିଛି କଟକ ଜିଲାରେ ଅନେକ ସ୍ଥାନ। ସେଥିମଧ୍ୟରେ କଟକ ଜିଲା ଚୌଦ୍ୱାର ଅଞ୍ଚଳର ବିରାଟ ଗାଦି(ବଧି ପାର୍କ) ଅନ୍ୟତମ। ଏଠାରେ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମର ଅନେକ କୀର୍ତ୍ତିରାଜି ରହିଛି।…
୯,୨୦୦ କୋଟିର ଇଲେକ୍ଟୋରାଲ ବଣ୍ଡ୍ ବିକ୍ରି ହୋଇଛି
ନୂଆଦିଲ୍ଲୀ,୯।୨: ଦେଶରେ ୨୦୧୮ ଜାନୁୟାରୀ ୨ରେ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍ ଲାଗୁ ହେବା ପରଠାରୁ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥା ୯,୨୦୮.୨୪ କୋଟି ଟଙ୍କାର ବଣ୍ଡ୍ କିଣିଛନ୍ତି ବୋଲି ମଙ୍ଗଳବାର ରାଜ୍ୟ ସଭାରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ମନ୍ତ୍ରଣାଳୟ ଅଧୀନ…
ୟୁକ୍ରେନ ସଙ୍କଟ ବଢ଼ାଇବନି ରୁଷିଆ: ମାକ୍ରଁ
କ୍ୱିଭ୍, ୯।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିଛନ୍ତି। କ୍ରେମେଲିନ୍ରେ ହୋଇଥିବା ଆଲୋଚନାରେ ରୁଷିଆ ୟୁକ୍ରେନ ସୀମା ନିକଟରେ ଉତ୍ତେଜନା ବଢ଼ାଇବ ନାହିଁ ବୋଲି…
କ୍ଷମା ମାଗିଲେ ମୋରିସନ୍
କାନ୍ବେରା, ୮ା୨: ଅଷ୍ଟ୍ରେଲିଆ ପାର୍ଲାମେଣ୍ଟରେ ଜଣେ ପୂର୍ବତନ ମହିଳା କର୍ମଚାରୀଙ୍କୁ ବଳାତ୍କାର ମାମଲାରେ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଙ୍ଗଳବାର ତାଙ୍କୁ କ୍ଷମା ମାଗିଛନ୍ତି। ପାର୍ଲାମେଣ୍ଟର ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଫିସ୍ର ଜଣେ କର୍ମଚାରୀ ୨୦୧୯ରେ ବ୍ରଟାନି ହିଗିନ୍ସଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।…
ହିଜାବ: ଶିମୋଗାରେ ୧୪୪ ଧାରା
ବେଙ୍ଗାଲୁରୁ,୯।୨: କର୍ନାଟକ ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ସ୍କୁଲ, କଲେଜରେ ମୁସଲମାନ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେବା ନେଇ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ହୋଇଛି। ଆବେଗ କିମ୍ବା ଭାବନା…
Archives


