ନେହା ଭାସିନ୍ କରୋନା ସଂକ୍ରମିତ
ମୁମ୍ବାଇ: ‘ବିଗ୍ ବସ’-୧୫ ଫେମ ତଥା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି। ସେନେଇ ନେହା ନିଜେ ପଜିଟିଭ୍ ଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସେ ଗତ ୪୮ ଘଣ୍ଟା ଧରି ଜ୍ୱରରେ ପୀଡିତ ଅଛନ୍ତି। ଇନଷ୍ଟାଗ୍ରାମରେ ସେ…
୨ ଆସନରୁ ନିର୍ବାଚନ ଲଢ଼ିବେ ଅଖିଳେଶ
ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ୨ଟି ଆସନରୁ ନିର୍ବାଚନ ଲଢ଼ିବେ । ଅଖିଳେଶ ମୁବାରକପୁର ଏବଂ କରହାଲ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ପୂର୍ବରୁ ଅଖିଳେଶ କରହାଲରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲେ।…
ଏମ୍ବିଏ ଛାତ୍ରଙ୍କୁ ଅପହରଣ, ବନ୍ଧୁକ ଦେଖାଇ ନ୍ୟୁଡ୍ ଭିଡିଓ ଶୁଟ୍ କରାଗଲା
ନୂଆଦିଲ୍ଲୀ,୮।୨: ଏମ୍ବିଏ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମର ଦୁଇ ଦିନ ପରେ ତାଙ୍କୁ ଅପହରଣ ପରେ ବନ୍ଧୁକ ଦେଖାଇ ନ୍ୟୁଡ୍ ଭିଡିଓ ଶୁଟ୍ କରି ବ୍ଲାକମେଲ କରୁଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ…
ସାଙ୍ଗମାନଙ୍କ ସହ ଭାଇରାଲ ହେଉଛି ସାମନ୍ଥାଙ୍କ ଫଟୋ
ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ପାଇଁ ନିଜ ଫଟୋ ଏବଂ ଭିଡିଓ ଶେୟାର କରନ୍ତି । ବର୍ତ୍ତମାନ ସାମନ୍ଥା ନିଜ ସାଙ୍ଗମାନଙ୍କ ସହିତ ସମୟ ବିତାଉଥିବା ନଜର ଆସିଛନ୍ତି।…
ପୁରୁଷ ଦର୍ଜି ନେଲେ ମହିଳା ପୋଲିସଙ୍କ ପୋଷାକ ମାପ, ମହିଳା ଆୟୋଗର ଆପତ୍ତି…
ହାଇଦ୍ରାବାଦ୍, ୮।୨ : ଆନ୍ଧ୍ରପ୍ରଦେଶରେ ପୁରୁଷ ଦର୍ଜି ମହିଳା ପୋଲିସଙ୍କ ପୋଷାକ ମାପ ନେବା ମାମଲା ସାମ୍ନାକୁ ଆସିଛି। ଇତିମଧ୍ୟରେ ଏହା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ଶାସକ ଦଳ ବିରୋଧି ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ…
‘ହେଲମେଟ୍ କାହିଁ ପିନ୍ଧିନ’ ପଚାରିବାରୁ ଜର୍ନାଲିଷ୍ଟଙ୍କୁ କ୍ୟାମେରା ଆଗରେ ନିର୍ଯାତନା
ଗୁଆହାଟୀ,୮।୨: ‘ କାହିଁକି ହେଲମେଟ୍ ପିନ୍ଧି ନାହଁ ’। ଏଭଳି ପ୍ରଶ୍ନ ପଚାରିବାରୁ ଆସାମର ଜଣେ ଜର୍ନାଲିଷ୍ଟଙ୍କୁ ନିର୍ଯାତନା ଦେଇଛନ୍ତି ଦୁଇ ପୋଲିସ କନଷ୍ଟେବଳ। ଆସାମର ଚିରାଙ୍ଗ ଜିଲାରେ ରବିବାର ଘଟିଥିବା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…
୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ
ଉମରକୋଟ, ୮।୨(ସ୍ବ.ପ୍ର.): ହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି ଉମରକୋଟ ଅତିରିକ୍ତ ଜିଲା ଦୌରାଜଜ୍ ସୁନୀଲ କୁମାର ଦାସ। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ଦଣ୍ଡ ଭୋଗିବେ ବୋଲି ରାୟରେ…
ରାଜ୍ୟରୁ ପୁଣି ୨୧ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୨୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୭୭୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ…
ମହାଭାରତର ଭୀମ ପ୍ରବିଣ କୁମାରଙ୍କ ପରଲୋକ
ମୁମ୍ବାଇ: ବି ଆର୍ ଚୋପ୍ରାଙ୍କ ମହାଭାରତର ଭୀମ ଚରିତ୍ରରେ ଅଭିନୟ କରୁଥିବା କଳାକାର ପ୍ରବିଣ କୁମାର ସୋବତିଙ୍କର ପରଲୋକ ହୋଇଛି । ସୋମବାର ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବେଶ କିଛିଦିନ ହେବ ସେ…
ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୦୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨୯ ଜଣ ପିଲା ଅଛନ୍ତି। ୮୭୩ ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୬୩୦ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା…
ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ: ପୋଡିଲେ ଜେସିବି, ଟ୍ରାକ୍ଟର
ଫୁଲବାଣୀ ଅଫିସ, ୮।୨: କନ୍ଧମାଳ ଜିଲାରେ ମାଓବାଦୀମାନେ ପୁଣି ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ବ୍ଲକ କିଆମୁଣ୍ଡାରେ ରାସ୍ତା ନିର୍ମାଣକୁ ବିରୋଧ କରି ଏକ ଠିକା ସଂସ୍ଥାର ଜେସିବି, ଟ୍ରାକ୍ଟର ପୋଡି ଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ପୋଷ୍ଟର ବ୍ୟାନର ମାରିଛନ୍ତି। ନିର୍ବାଚନ…
ଅଦା ଚା’ ପିଉଥିଲେ….
ଅଦା ଚା’ ଆବଶ୍ୟକରୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ଦେଖାଦେଇପାରେ। ଅଦା ଖାଦ୍ୟ ହଜମ କରିବାରେ ସାହାଯ୍ୟକରେ। ହେଲେ ଅଦାରେ ଥିବା ଜିଞ୍ଜୋରୋଲସ୍ ନାମକ ଉପାଦାନ ଅଧିକ ହେଲେ ପେଟରେ ଏସିଡ୍ ସୃଷ୍ଟି କରେ। ତେଣୁ ଅଧିକ ଅଦା ଚା’…
Archives


