ଫୁରସତ

କୁଇଣ୍ଟାଲ ଓଜନର ଲେହେଙ୍ଗା ପିନ୍ଧି ବିବାହ କଲେ ଯୁବତୀ

ବିବାହକୁ ସ୍ବତନ୍ତ୍ର ତଥ ସ୍ମରଣୀୟ କରିବା ପାଇଁ ବର-କନ୍ୟା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ସେହିପରି ପାକିସ୍ତାନର ଜଣେ ଯୁବତୀ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏକ ନିଆରା ପନ୍ଥା ଆପଣାଇଛନ୍ତି। ସେ ବିବାହରେ ୧ କି ୨ ନୁହେଁ,…

ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍‌-୧୯

କୋଭିଡ୍‌-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ ପ୍ରଦୂଷଣ ଜ୍ବାଳାରେ ଛଟପଟ ହେଉଥିବା ବିଶ୍ୱକୁ ସଞ୍ଜୀବନୀ ପାଲଟିଛି କୋଭିଡ୍‌-୧୯। ଏକ ଆକଳନ ଅନୁଯାୟୀ,…

ବିଶ୍ୱ ପରିବେଶ ଦିବସ ଓ ଅନୁଚିନ୍ତା

ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ ଅଗ୍ରାଧିକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବ୍ୟାପୀ ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ…

ମୁଣ୍ଡ ନୁଆଁଇ ଅତିଥିଙ୍କୁ ସ୍ବାଗତ କରୁଛି ହରିଣ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଓ୍ବାଇଲ୍ଡ ଲାଇଫ୍‌ ଭିଡିଓ ଶେୟାର ହୋଇଥାଏ। ଏହି ଭିଡିଓକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି। ଏବେ ଏକ ହରିଣର ଭିଡିଓ ଶେୟାର ହୋଇଛି, ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ହରିଣଟି ଅତିଥିମାନଙ୍କୁ…

ବିନା ଖାଦ୍ୟରେ ୭ ବର୍ଷ ବଞ୍ଚିପାରେ ଏହି ଜୀବ

ବିଶ୍ୱରେ ଅନେକ ପ୍ରକାର ଜୀବ ରହିଛନ୍ତି। କିଛି ଜୀବ ବିନା ପାଣିରେ ଦୀର୍ଘଦିନ ଧରି ବଞ୍ଚୁଥିବା ବେଳେ କିଛି ଜୀବ ବିନା ଖାଦ୍ୟରେ ବଞ୍ଚିପାରନ୍ତି। ଏପରି ଏକ ଜୀବ ହେଉଛି ଝିଟିପିଟି। ବିନା ଖାଦ୍ୟରେ ଏହା ଦିନେ କି ଦୁଇ ଦିନ…

ହାତୀ ମୃତ୍ୟୁରେ ଭାବୁକ ହେଲେ ରତନ ଟାଟା; କହିଲେ ନ୍ୟାୟ ମିଳୁ

ତିରୁଭାନନ୍ତପୁରମ,୪।୬:କେରଳରେ ଗର୍ଭିଣୀ ହାତୀମୃତ୍ୟୁ ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଅମାନବୀୟ ବର୍ବରତାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିବାବେଳେ ପଶୁପ୍ରେମୀଙ୍କଠୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ହାତୀଟିକୁ ନୃଶଂସ ଭାବେ ମାରିଥିବା ଲୋକଙ୍କୁ…

ଚାଲିପାରୁ ନ ଥିଲେ ସ୍ବାମୀ, ପିଠିରେ ବୋହି ଷ୍ଟେଶନ ନେଲେ ସ୍ତ୍ରୀ

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି। ଶ୍ରମିକଙ୍କ ଏଭଳି ଦୁଃଖ…

ବର୍ଷା ଛାଡ଼ିଗଲା ପରେ କାହିଁକି ଦିଶେ ଇନ୍ଦ୍ରଧନୁ

ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ବର୍ଷାଦିନରେ ଏହା ଦେଖାଯାଏ। ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ମନକୁ କେବେ ପ୍ରଶ୍ନ ଆସିଛି କି,…

‘ନିସର୍ଗ’ ବାତ୍ୟାର ନାମ ଦେଇଥିଲା ଏହି ଦେଶ, ଜାଣନ୍ତୁ କେଉଁ ବାତ୍ୟାର ନାମକରଣ କରିଛି କେଉଁ ଦେଶ

୧୯୫୩ ମସିହାରେ ଆଟ୍‌ଲାଣ୍ଟିକ ସାଗରର ଦେଶମାନଙ୍କ ଦ୍ୱାରା ପ୍ରଥମେ ବାତ୍ୟାର ନାମକରଣ କରାଯାଇଥିଲା। ବର୍ତ୍ତମାନ ବିଶ୍ୱ ପାଣିପାଗ ସଂଗଠନ ଏକ ବ୍ୟବସ୍ଥା କରିଛି, ଯେଉଁଥିରେ କେବଳ ଘୂର୍ଣ୍ଣିବଳୟ ଅଞ୍ଚଳର ନାମକରଣ କରାଯାଇଛି। ଆରବସାଗର ଏବଂ ବଙ୍ଗୋପସାଗରରେ ଝଡ଼ର ନାମକରଣ ପ୍ରକ୍ରିୟା ୧୬ବର୍ଷ…

ଲକ୍‌ଡାଉନ୍‌ରେ ମାଗଣାରେ ଲୋକଙ୍କ ଜିନିଷ ବୋହୁଛନ୍ତି ୮୦ ବର୍ଷୀୟ କୁଲି

ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅନେକ ଲୋକ ଅସହାୟଙ୍କୁ ସହାୟତାର ହାତ ବଢ଼ାଉଛନ୍ତି। ସେହିପରି ଜଣେ ହେଲେ ଲକ୍ଷ୍ନୌର ୮୦ ବର୍ଷୀୟ ବୃଦ୍ଧ କୁଲି ମୁଜିବୁଲ୍ଲାହ। ସେ ରେଳ ଷ୍ଟେଶନରେ ବିନା…

ହାତ ରଖିଲେ ହସିଥାଏ ଗଛ

ଜାଣନ୍ତି ଏମିତି ଗଛ ଅଛି, ଯାହା ମଣିଷ ପରି ହଇରାଣ ହରକତ କରିଥାଏ। ଏପରିକି ହସିଥାଏ ମଧ୍ୟ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଗଛ ଭାରତରେ ହିଁ ରହିଛି। ଏହି ଅଜବ ଗଛ ଉତ୍ତରାଖଣ୍ଡର କାଲାଢୁଙ୍ଗୀ ଜଙ୍ଗଲରେ ରହିଛି। ଏହି…

ଲକ୍‌ଡାଉନ୍‌ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍‌ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri